Loading...

ମଝି ରାସ୍ତାରେ ହାଇଭୋଲ୍ଟେଜ ଡ୍ରାମା, ଟ୍ରାଫିକ ପୋଲିସ ଅଟକେଇବାରୁ ସ୍କୁଟି ଚାଳିକା ଜଣକ ସୁଇସାଇଡ଼ର ଧମକ ଦେବାକୁ ଲାଗିଲା ଆଉ ତାପରେ ହେଲା ଏମିତି….

Loading...

ଫ୍ରଣ୍ଡସ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ତରଫରୁ ସ୍ବାଗତମ୍ । ଆଜ୍ଞା ଆପଣ ମାନେ ଜାଣିଥିବେ ସେପ୍ଟମ୍ବର ମାସ ଠାରୁ ଦେଶର ପୁରା ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ଲାଗୁ ହୋଇଛି ।ଏହି ନୂଆ ଟ୍ରାଫିକ୍ ବ୍ୟବସ୍ଥା ନେଇ ବାହନ ଚାଳକ ମାନଙ୍କ ଠାରେ କିଛି ମାତ୍ରାରେ ସତର୍କତା ଦେଖିବାକୁ ମିଳିଛି . କିନ୍ତୁ ଏପରି କିଛି ଅମାନୀ ମଣିଷ ଅଛନ୍ତି ଯେଉଁ ମାନେ ସତର୍କତା ପରେ ମଧ୍ୟ ଅବାଧ୍ୟତା ହୋଇ ଟ୍ରାଫିକ୍ ନିୟମ କୁ ଉଂଲଘନ କରୁଛନ୍ତି । 2019 ସେପ୍ଟେମ୍ବର ଠାରୁ ପୁରା ରାଜ୍ୟରେ ଯେଉଁ ନବିକରଣ ଟ୍ରାଫିକ ନିୟନ୍ତ୍ରଣ ରହିଛି ତାହା ସମସ୍ତ ଙ୍କ ମନରେ ବ୍ୟାକୁଳ ଭୟ ଭରିଦେଇଛି ।

କାରଣ ରାଜ୍ୟରେ ବର୍ତ୍ତମାନ ମାହୋଲ ରହିଛି ଟ୍ରାଫିକ ବ୍ୟବସ୍ଥା । ଯଦି କେହି ଟ୍ରାଫିକ ନୟମକୁ ଭାଙ୍ଗି ରାସ୍ତା କ୍ରସ କରୁଛି ତେବେ ତାକୁ ପୂର୍ବ ଅପେକ୍ଷା ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିବ । ଟ୍ରାଫିକ ବ୍ୟବସ୍ଥା ଉଂଲଘନ କଲେ ନେବେ ପୁରା ବାମ୍ଫ ଯାହା କହିଲେ ଅତ୍ୟୁକ୍ତି ହେବେ ନାହିଁ । ଆପଣ ମାନେ ଦେଖିଥିବେ ବାହନ ଚାଳକ ମାନଙ୍କ ପାଇିଁ ଟ୍ରାଫିକ ନିୟନ୍ତ୍ରଣ ତାଙ୍କୁ ପୁରା ଚକିତ କରିଛି । କାରଣ ଏବେ କେହି ବିନା ହେଲମେଟ କିମ୍ବା ବିନା ଲାଇସେନ୍ସ ରେ ଗାଡି ଚଲାଇଲେ ତାଙ୍କୁ ମୋଟା ଧାରଣାର ଚାଲାଣ କାଟିବାକୁ ପଡିବ ।

ସେହିପରି ଆପଣ ମାନେ ଜାଣିଛନ୍ତି ଅକ୍ଟୋବର ମାସର ପ୍ରଥମ ତାରିଖରେ ଆପଣ ଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟ ବଦଳିଯିବ । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଅର୍ଥାତ୍ ଡିଏଲ ଏବଂ ଗାଡ଼ିର ରେଜିଷ୍ଟେସନ ସାର୍ଟିଫିକେଟମଧ୍ୟ ବଦଳିଯିବ । ତେବେ ସବୁ ପ୍ରକାର ସତର୍କ ସ୍ବତେ ବାହାନ ଚାଳକ ମାନେ ନିୟମ କୁ ଭଙ୍ଗ କରୁଛନ୍ତି । ଆଜି ସେମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସମ୍ପର୍କରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଜଣେ ମହିଳା ସ୍କୁଟି ଧରି ମୋବାଇଲ ରେ କଥା ହେଉଥିଲେ ଯେତେବେଳେ ଟ୍ରାଫିକ୍ ପୁଲିସ ମହିଳା ଙ୍କର ଅସାବଧାନତା ତଥା ଟ୍ରାଫିକ୍ ବ୍ୟବସ୍ଥା କୁ ଉଂଲଘନ ଦେଖି ତାଙ୍କୁ ଧରି ଥିଲେ ଏବଂ ଚାଲାନ କାଟିବା ପାଇିଁ କହିଲେ । ଏହି ଘଟଣା କାଶ୍ମୀରି ଗେଟ ପାଖରେ ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ସ୍କୁଟି ଚାଳକ ଝିଅ ଟି ଟ୍ରାଫିକ୍ ବ୍ୟବସ୍ଥା ମାନୁନଥିବାର ଦେଖି ଧରାପଡିଥିଲେ ।

କିନ୍ତୁ ଟ୍ରାଫିକ୍ ପୁଲିସ ଉକ୍ତ ମହିଳା ଙ୍କୁ ଧରିବା ପରେ ସେ ପୁଲିସ ସହିତ ଯୁକ୍ତି କରିବାକୁ ଆରମ୍ବ କରିଦେଇଥିଲେ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଏହି ମହିଳା ଙ୍କର ଯୁକ୍ତି ଶୁଣି । ମହିଳା ଙ୍କୁ ଯେତେବେଲେ ପୁଲିସ ଧରିଥିଲା ,ସେତେବେଳେ ମହିଳା ପୁଲିସ ସହିତ ଯୁକ୍ତି କରିବା ସହିତ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ ।

ମହିଳାର ହଙ୍ଗାମା ଟ୍ରାପିକ୍ ପୁଲିସ ସହିତ

ରିପୋର୍ଟ ମୁତାବିକ୍ ମହିଳା ଙ୍କ ସ୍କୁଟିର ନମ୍ବର ପ୍ଲେଟ ଭାଙ୍ଗିଯାଇଥିବା ସହିତ ମହିଳା ମୋବାଇ ଧରି କଥା ହୋଇ ଆସୁଥିଲେ ଏହା ଦେଖି ଦିଲ୍ଲୀ ପୁଲିସ ଉକ୍ତ ମହିଳା ଙ୍କୁ ଧରିଥିଲା . । ପୁଲିସ ଧରିବା ପରେ ସେ ନିଜର ତାଣ୍ଡବ ଦେଖାଇଥିଲେ । ଯୁକ୍ତି କରିବା ସହିତ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇ ଚାଲିଛି ।

ଯୁକ୍ତି କରୁଥିବା ମହିଳା ଙ୍କର କଥାରୁ ଜଣା ପଡି୍ଲା କି ଯଦି ତାଙ୍କର ମୋବାଇଲ ଟ୍ରାଫିକ୍ ପୁଲିସ ନ ଦିଅନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଲେ । ରିପୋର୍ଟ ମୁତାବିକ୍ ଆଗରୁ ଘୋଷିତ ହୋଇଛି କି ଯଦି କେହି ବିନା ହେଲମ୍ଟ ମଦ ପିଇ ଗାଡି ଚଲାଇବା ବିନା ଲାଇସେନ୍ସରେ ଗାଡି ଚଲାଇବା ସବୁ ସତର୍କତା ପାଇିଁ ଆହ୍ବାନ ହୋଇଥିଲା କିନ୍ତୁ ତା ସ୍ବତେ ମହିଳା ଙ୍କର ଏହି ଅଯୁକ୍ତିକର ଘଟଣା ବର୍ତ୍ତମାନ ଭାଇରାଲ ହୋଇଛି ।

ରାସ୍ତା ଉପରେ ଝିଅ ର ଏହି ଡ୍ରାମା ଏବଂ କୁମ୍ଭୀର କାନ୍ଦଣା କାନ୍ଦ ଦେଖି ପୁଲିସ କିଛି ସମୟ ପରେ ଡ୍ରାମା କୁ ଦେଖି ଝିଅକୁ ରିହା କରିଥିଲା । କାରଣ ଏହି ହାଇଭୋଲ୍ଟେଜ ଡ୍ରାମା କୁ ପୁଲିସ ଅଧିକ ସମୟ ଦେଖିବାକୁ ପସନ୍ଦ କଲେ ନାହିଁ । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...