Loading...

S400 ଡିଲ୍ କୁ ରଦ୍ଧ କରିବା ପାଇଁ ଭାରତକୁ କଣ ପାଇଁ ଧମକ ଦେଲେ ଆମେରିକା ଓ ଚୀନ । ଜାଣନ୍ତୁ କଣ ଥିଲା ଧମକ

Loading...
0 296

ଯେପରି ଭାବେ ଆପଣ ମାନେ ଜଣିଥିବେ କି କିଛି ଦିନ ତଳେ ଭାରତ ଓ ଋଷିଆ ସାଥିରେ ଏକ ଡିଲ ରେ ଭାରତ କୁ ଋଷିଆ ତାର ଏକ ବହୁତ ବଡ ସକ୍ତି ଶାଳୀ ଅସ୍ତ୍ର ଦେବା ପାଇଁ କହିଛନ୍ତି । ଏପରି ବେଳେ ଏହି ଅସ୍ତ୍ର ନେବା ଦ୍ବାରା ଭାରତ ଏବେ ବହୁତ ଶକ୍ତି ଶାଳି ହେବା ପାଇଁ ଜାଉଛି । ଯେପରି କି ଆପଣ ମାନେ ଜଣିଥିବେ କି ଏପରି ବହୁତ ଥର ଚୀନ ଭାରତ କୁ ଧମକ ପୂର୍ଣ୍ଣ ସହିତ କହିଛି କି ସେ ଭାରତ କୁ ଧ୍ବସଂ କରିବ ବୋଲି ।

ତେବେ ଏପରି କ୍ଷେତ୍ରେ ରେ ତାକୁ ବି ରୋକିବା ପାଇଁ ଏପରି ଗୋଟିଏ ଡିଲ ର ଆୟଜନ କରାଯାଇ ଥିଲା । ଏପରି ବି ଆମେରିକା ଏକ ବଡ ଧମକ କୁ ବି ଏବେ ଡରି ନାହିଁ ଭାରତ । ବର୍ତ୍ତମାନ ସମୟ ରେ ଆମେ ଆଜି ଜଣେଇ ଦେଉଛୁ କି ଏହି ମିସାଇଲ ଡିଟେକ୍ଚଟର ସିଷ୍ଟମକୁ ଗତ କାଲି ଦିଲ୍ଲୀ ଠାରେ ପହଁଚାଇ ଥିଲା ।

ଏପରି ବେଳେ ଏହି ଅସ୍ତ୍ର କୁ ବ୍ୟବହାର କରି ଏକା ଥରେ 20 ଟି ମିସାଇଲ କୁ ଗଳେଇ ପକାଇବେ । କିନ୍ତୁ ଏହା ସହିତ ଋଷିଆ ଏପରି ବି କହିଛି କି 2020 ମସିହା ବେଳକୁ ସେ ଏକ ନୁଆ ଏଡଭାନ୍ସ ଟେକ୍ନୋଲୋଜି ସହିତ ଅସ୍ତ୍ର ଦେବ ଯେଉଁଥିରେ କି 36 ଟି ମିସାଇଲ କୁ ଏକା ଥରେ ଆକାଶ ରୁ ଗଳେଇ ପକେଇବା ର କ୍ଷେମତା ରଖିଛନ୍ତି ।

ତେବେ ମୂଖ୍ୟ ରପରେ ଚୀନ କୁ ଟକ୍କର ଦେବା ପାଇଁ ଆମେରିକାର କଥା ବି ସୁଣି ନାହିଁ ବୋଲି ଏବେ କିଛି ବଡ ବଡ ଲୋକ କହିବାରେ ଲାଗିଛନ୍ତି୍ ।ବୋଲି ଜଣା ପଡିଛି । ଆମେରିକା କହିଛି ଯଦି ଭାରତ ଏହି ଡିଲ କୁ କରିବାରେ ଲାଗିଛି ତ କରୁ କିନ୍ତୁ ଏହା ପରେ ସେମାନେ ଭାରତ କୁ କିଛି ବି ସାହାଯ୍ୟ କରିବେ ନି ବୋଲି କହିଛନ୍ତି ଏପରି କି ସେମାନେ କହିଛନ୍ତି । ବହୁତ ଗୁଡିଏ ସେନସଙ୍ଗ ଭାରତ ଉପରେ ଏବେ ଲଗାଇବେ ବୋଲି କହିଥିଲେ ଡର୍ନାଲ୍ଡ ଟ୍ରମ୍ପ ।
ଏପରି ବେଳେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଏବେ ଭାରତ ପୃଥୀବ ର ପଞ୍ଚମ ଶକ୍ତି ଶାଳୀ ଦେଶ ହେବା ପାଇଁ ଜାଉଛି । ପାକିସ୍ତାନ ବି ଏବେ ଭାରତ ର ସୀମା କୁ ଟପିବା ପାଇଁ ଡରିବ । ଏହା ସହିତ ଋଷ ର ରାଷ୍ଚପତି କହିଛନ୍ତି କି । ଭାରତ କୁ ଯେକୈଣସି ମୁହୁର୍ତ୍ତ ରେ ସେ ସାହାଯ୍ଯ କରିବା ପାଇଁ ପ୍ରସ୍ତୁତ ରହିଛି ।

ଏଥି ସହିତ କାଶ୍ମୀର ଓ ଆସାମ ରେ ସହାୟକ ହେବ ଋଷ । ଇନ୍ଟର ନେସନାଲ ଇନ୍ଷଚୁୟୁଟ ରେ ସହାୟକ । ବିଯୁଳି ବତୀ ଓ ପରମାଣୁ କ୍ଷେତ୍ରରେ ଋଷିଆ ସହାୟକ ହେବ ବୋଲି କହିଛନ୍ତି । ତେବେ ଏମିତି ସମୟ ରେ ଭାରତ ଉପରେ ଆମେରିକା କଣ ଏକ୍ସନ ନେଉଛି ଦଖା ଯାଉ । ଓ ଏମିତି ରେ ଚାଇନା ଏବେ ଭାରତ କୁ ବି ଡରିବାରେ ଲାଗିବ । ଆପଣ ମାନେ ଆମକୁ ଜଣାନ୍ତୁ ଆମେରିକା ର କଥା ନ ସୁଣି ଭାରତ ଠିକ୍ କରିଛି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...