Take a fresh look at your lifestyle.

ସକାଳୁ ଖାଲି ପେଟରେ ଗୋଟେ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା ଶରୀରରେ ଯାହା ହେବ ତାହା ଆପଣ କେବେ ଭାବି ବି ନଥିବେ

0 1,193

ଏ ସମାଜରେ ବାସକରୁଥିବା ସମାଜିକ ପ୍ରାଣୀ ମାନେ ବହୁତ ପରିଶ୍ରମି ହୋଇଥାନ୍ତି ।ସେମାନେ ଅଧିକାଂଶ ସମୟ କାମରେ ବ୍ୟସ୍ତ ରହିଥାନ୍ତି ।ସାଧାରଣତ ଆପଣଙ୍କର 90 ପ୍ରତିଶତ ଶରୀର କାମ କରିଥାଏ । ଆଜ୍ଞୀା ଆପଣ ମାନେ ଖାଦ୍ୟ ଖାଇବା ଏବଂ ହଜମ କରିବା ଏହା ଗୋଟିଏ ଶାରୀରିକ ପ୍ରତିକ୍ରିୟା ଏହି ପ୍ରତିକ୍ରିୟା କେବଳ ଜଳୀୟ ଅଂଶ ଦ୍ବାା ହୋଇଥାଏ ।

ଆପଣ ମାନେ ଜାଣିଥିବେ ପାଣି ଏମିତି ଗୋଟିଏ ଶାରୀରିକ ଶକ୍ତି ଯାହା ଆପଣଙ୍କର ଶରୀରର ସମସ୍ୟା କୁ ଦୂର କରିଥାଏ । ଆପଣଙ୍କର ଶରୀର ପାଣି ଯଥେଷ୍ଟ ପାଣି ପିଇବା ଦରକାର କାରଣ ଯେମିତି ଗୋଟିଏ ମଟର ସାଇକେଲ ଚାଲିବା ପାଇିଁ ତେଲର ଆବଶକ ଠିକ ସେହିପରି ଆପଣ ମଧ୍ୟ ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ ।କିନ୍ତୁ ଆଜି ଆମେ ସକାଳୁ ଉଠି ଗୋଟେ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା କଣ ସଫଳତା ମିଳିଥାଏ ଆସନ୍ତୁ ଜାଣିବା ।

ଶରୀର ଅଧିକାଂଶ ଗଠନ ପାଣି ଦ୍ବାରା ହୋଇଥାଏ । ଆମ ଶରୀର ମଧ୍ୟରେ 65 ପ୍ରତିଶତ ଜଳିୟ ଅଂସ ଦ୍ବାରା ସମ୍ବବ ହୋଇଥା୍ଏ ।ମନୁଷ୍ୟର ଛୋଟ ବଡ କୋସିକା ସବୁ ପାଣିରେ ତିଆରି ହୋଇଥାଏ ।ଆପଣ ସକାଳୁ ଉଠି ଯଦି ଗରମ ପାଣି ସେବନ କରିବେ ତେବେ ଆପଣ ଙ୍କ ପେଟର ସମସ୍ୟା ସମାଧାନ ହୋଇଯିବ । ଥଣ୍ଡା ପାଣି ପିଇବା ଏବଂ ଗରମ ପାଣି ପିଇବା ଦ୍ବାରା ଆପଣ ଙ୍କୁ ଦିନଟିଏ କେମିତି ଅନୁଭବ ହେବ ତାହା କେବେ ଆପଣ ଭାବି ପାରିବେନି ।

ତେବେ ଆପଣଙ୍କୁ କହିରଖୁଛୁ କି ଗରମ ପାଣି ପିଇବା ଦ୍ବାରା ସକାଳ ସମୟରେ ଆପଣ ଙ୍କ ଶରୀର ମଧ୍ୟରେ ଥିବା ହାନିକାରକ ଦ୍ରବ୍ୟ ମରିଯାଆନ୍ତି ।ବିଶେଷ କଥା ଏହିକି ପାଣିକୁ ଗରମ ପାଣି ପିଇବା ଦ୍ବାରା ପାଣି ସପୂର୍ଣ୍ଣ ଶୁଦ୍ଧିତ ହୋଇଥାଏ । ପାଣିରେ କୌଣସି ଜିବାଣୁ ପେଟକୁ ଯାଇପାରେ ନାହିଁ । ଏହି ଗରମ ପାଣି ପିଇବା ଦ୍ବାରା ଆପଣ ଙ୍କୁ ଅଧିକ ଭୋକ ଲାଗିବ ଏବଂ ଆଖିର ସମସ୍ୟା ଦୂର ହେବ ।

ଏହା କୁ ସେବନ କରିଲେ ଶରୀର ର ତାପମାତ୍ରା ବଡିବା ସହିତ ଶରୀରକୁ ଶକ୍ତିଶାଳୀ କରିଥାଏ । ଏବଂ ଶରୀର କୋଶ ଗୁଡିକ ବୃଦ୍ଦି ହୋଇଥାଏ ।ଆପଣ ଏହି ଉପାୟ ସବୁଦିନ ଆପାଣାନ୍ତୁ ଦେଖିବେ କୈଣସି ସମସ୍ୟା ଅର୍ଥାତ୍ ପେଟ ଠାରୁ ଆରମ୍ବ କରି ମୁଣ୍ଡ ପର୍ଯ୍ୟନ୍ତ ରହିବ ନାହିଁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.