ସକାଳେ ବାସି ମୁହଁରେ ପାଣି ପିଇବା ଦ୍ୱାରା ଆମ ଶରୀରରେ କଣ ହୋଇଥାଏ

ଆଜି ଆମେ ଲବଙ୍ଗ ବିଷୟରେ ଜାଣିବା । ଲବଙ୍ଗ କୁ ଆମେ ଘରେ ଖାଦ୍ୟ ତିଆରି କରିବା ପାଇଁ ମସଲା ରୂପେ କରି ଥାଉ । ଲବଙ୍ଗ ଦେଖିବାକୁ କଳା କିମ୍ବା ଛୋଟ ହୋଇଥାଏ କିନ୍ତୁ ଏହା ଶରୀର ପ୍ରତି ହିତକର ହୋଇଥାଏ । ଶରୀର ର ଅନେକ ରୋଗ ଭଲ କରିଥାଏ । ତେବେ ଆଜି ଆମେ ଜାଣିବା ସକାଳୁ ଲବଙ୍ଗ ଖାଇବା ଦ୍ବାରା କଣ ଫାଇଦା ହୋଇ ଥାଏ । ଆମେ ପ୍ରତିଦିନ ସକାଳେ ମନିଂ ୱର୍କ୍ କିମ୍ବା ଜୀମ ମଧ୍ୟ ଯାଇ ଥାଉ ।

ପ୍ରାୟ ସମୟ ରେ ମଣିଂ ୱାକ୍ ରେ ଦୌଡିବା ସମୟ ରେ ଗଳା ଶୁଖି ଯାଇଥାଏ ।ତେବେ ଗଳା ଶୁଖିଲା ସମୟ ରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ ।ଯଦି ଆପଣ ସକାଳେ ଅଧିକ ବାଟ ଦୌଡ଼ି ବାର ଥାଏ ତେବେ ମୁହଁ ରେ ଗୋଟିଏ ଲବଙ୍ଗ ରଖି ଦୌଡିବା ଦ୍ଵାରା ଗଳା ଆଦୌ ସୁଖୀ ନଥାଏ ।

ଯଦି ଆପଣ ପ୍ରତିଦିନ ଶୋଇବା ସମୟ ରେ ଗୋଟିଏ ଲବଙ୍ଗ ପାଟି ରେ ରଖି ସୋଇଛନ୍ତି  ।ତେବେ ଏହା ଆପଣଙ୍କ ର ପେଟେ ଜନିତ ସମସ୍ତ ରୋଗ ଓ ସମସ୍ୟା ଦୂର କରି ଥାଏ । ଅଧିକାଂଶ ଲୋକ ମାନଙ୍କ ର ଦାନ୍ତ ରେ ସମସ୍ୟା ହୋଇଥାଏ ।

ଦାନ୍ତ ରେ କଷ୍ଟ ଅନୁଭବ ହୋଇଥାଏ ଯାହା କୁ ସହ୍ୟ କରିବା କଷ୍ଟ ହୋଇଥାଏ । କିନ୍ତୁ ଯଦି ଏହି ସମୟ ରେ ଆପଣ ଲବଙ୍ଗ ତେଲ କିମ୍ବା ଲବଙ୍ଗ ସେବନ କରୁଛନ୍ତି ତେବେ ଏହା ଆପଣ ଙ୍କ ର ଏହି ସମସ୍ୟା କୁ ଦୂରେଇ ରଖିଥାଏ ଏବଂ ଦାନ୍ତ ରେ ମଧ୍ୟ ଯନ୍ତ୍ରଣା କମ୍ ହୋଇ ଥାଏ ।

ଆମେ ଅଧିକାଂଶ ସମୟରେ ଦେଖିଛେ ଯେ କେତେ ଲୋକ କଥା ହେବା ସମୟ ରେ ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ । ତେବେ ଏହି ସମସ୍ୟା ରୁ ମଧ୍ୟ ଦୂରେଇବା ପାଇଁ ଲବଙ୍ଗ ବହୁତ ଭଲ କାମ କରି ଥାଏ । ଯଦି ଆପଣ ପ୍ରତିଦିନ ରାତିରେ ଲବଙ୍ଗ ରଖି ସୋଇଛନ୍ତି ତେବେ ଏହି ସମସ୍ୟା ରୁ ଦୂରେଇ ପାରିବେ ।

ଏହା ଛଡ଼ା ଯଦି ଆପଣ ପ୍ରତିଦିନ ସକାଳେ ଲବଙ୍ଗ ଖାଉଛନ୍ତି ତେବେ ଆପଣଙ୍କ ର ରକ୍ତ ପରିଷ୍କାର ସବୁବେଳେ ହୋଇଥାଏ। ଏହା ଛଡ଼ା ଶରୀର ଅନକ ରୋଗ ଓ ପେଟ ଜନିତ ସମସ୍ୟା ଦୂର ହୋଇ ଥାଏ । ଏବଂ ଆପଣଙ୍କ ରୋଗ ପ୍ରତଷେଧକ ଶକ୍ତି ମଧ୍ୟ ବଢ଼ି ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।