ସକାଳୁ ଉଠିଲା ପରେ ଏମାନଙ୍କ ମୁହଁ ଚାହିଁଲେ ହେବ ସର୍ବନାଶ: ନିଶ୍ଚୟ ଦେଖନ୍ତୁ

ସକାଳୁ ଉଠି ଭୁଲରେ ବି କରନ୍ତୁ ନାହିଁ ଏହି ତିନୋଟି କାମ ବା ଭୁଲରେ ବି ଦେଖନ୍ତୁନାହିଁ ଏହି ଜିନିଷ ଯାହାଫଳରେ ଆପଣଙ୍କର ଦିନୋଟି ଭଲରେ କଟିବନାହିଁ ବା ଅମଙ୍ଗଳମୟ ହେବ ଦିନୋଟି।ଆପଣ ଲୋକମାନଙ୍କଠୁ ଶୁଣିଥିବେକି କାହା ମୁହଁ ସକାଳୁଉଠି ଚାହିଁଥିଲି କି ଆଜି ଦିନଟା ଖରାପରେ ଗଲା। ତେବେ ଆମେ ଆଜି ଜାଣିବା କି ସକାଳୁ ଉଠି କେଉଁ କାର୍ଯ୍ୟ କରିବାନାହିଁ ଯାହାଫଳରେ ଆମର ଅଶୁଭ ହେଇଥାଏ।

ପ୍ରତ୍ୟେକଦିନ ସୂର୍ଯ୍ୟ ଙ୍କ ଉଦୟ ହେବା ସହିତ ଏକ ନୂଆ ଦିନ ଆରମ୍ଭ ହୋଇଥାଏ। ସମ୍ପୂର୍ଣ୍ଣ ଦିନୋଟି ଭଲରେ କଟିବ ବୋଲି ମନରେ। ଭଲ ଭାବନା ସହ ଚିନ୍ତାଧାର ଆଣିଥାଉ।

ଯଦି ସକାଳେ କିଛି ଖରାପ କାମ କରାଯାଇଥାଏ ତେବେ ତାର ନକାରତ୍ମକ ପ୍ରଭାବ ଦିନ ସାରା ପଡିଥାଏ। କାରଣ ସେଇ ଖରାପ ପ୍ରଭାବ ମନରୁ ଯାଇନଥାଏ ଯାହାଫଳରେ ଇଚ୍ଛା ନ ଥାଇବି ନିଶ୍ଚିନ୍ତ ରେ କଟିଥାଏ।

ତେଣୁ ମହାପୁରୁଷମାନେ କହିଛନ୍ତି ଯେ ଆଖି ଖୋଲିବା ପରେ ଶୁଭବସ୍ତୁ ଦେଖିଲେ ସକରାତ୍ମକ ଉର୍ଜାର ବାତାବରଣ ସାରା ଦିନ ରହିଥାଏ।ତେବେ ଜାଣିବା ଚାଲନ୍ତୁ ସକାଳୁ ଉଠିଲେ କେଉଁ ବସ୍ତୁ ବା କେଉଁ କାର୍ଯ୍ୟ କଲେ ତାହା ଦିନ ସାରା ଶୁଭ ହେଇଥାଏ।

ପ୍ରଥମତଃ ସକାଳୁ ଉଠିଲା ପରେ ବା ଉଠିବା ମାତ୍ରେ ଦର୍ପଣ ଦେଖିବା ଅନୁଚିତ ଶୁଇବା ଘରେ ଦର୍ପଣ ରଖିବା ଉଚିତ ନୁହଁ ଯଦି ରଖିବାକୁ ପଢୁଛି ତେବେ ଏପରି ରଖନ୍ତୁ ଯେପରି ଆପଣ ଉଠିବା ମାତ୍ରେ କି ସେଇ ଦର୍ପଣ ଉପରେ ଆଖି ନପଡୁ ଆଉ ସେଇ ଦର୍ପଣ କୁ ରାତିରେ କପୋଡ଼ାରେ ଘଡେଇଦିଅନ୍ତୁ। କେବଳ ଆବଶ୍ୟକତା ପଡିଲେ ହି ଦର୍ପଣ କୁ ଦେଖନ୍ତୁ ।

ଦ୍ୱିତୀୟତ ଆପଣ ସକାଳୁ ଉଠିଲା ମାତ୍ରେ ନିଜର ଛାଇ ଦେଖନ୍ତୁନାହିଁ ଓ ଅନ୍ୟ କାହାର ଛାଇ ମଧ୍ୟ ଦେଖିବା ଅଶୁଭ କୁହାଯାଇଥାଏ।ତେଣୁ ଆପଣ କେବେ ବି ସକଳୁଉଠି ନିଜ ଛାଇ ସହ ଅନ୍ୟ ଛାଇ ଦେଖନ୍ତୁ ନାହିଁ ଯାହାଫଳରେ ନକାରତ୍ମକ ମନ ଭାବ ସୃଷ୍ଟି ହେଇଥାଏ ଓ ଦିନୋଟି ଭଲରେ କଟିନଥାଏ ।

ତୃତୀୟତଃ ଆପଣମାନେ ଶୋଉଥିବା ଘରେ କୌଣସି ହିଂସ୍ରଜନ୍ତୁ ବା ପଶୁ ମାନଙ୍କ ଚିତ୍ର ରଖନ୍ତୁ ନାହିଁ ଯାହାଫଳରେ ଆପଣ ସକାଳୁ ଉଠିଲା ପରେ ସେଇ ହିଂସ୍ରପଶୁ ଉପରେ ଆଖି ପଡ଼ିଲେ ଆପଣଙ୍କ ଘରେ ଅଶାନ୍ତି ଦେଖାଯାଇଥାଏ।ଦିନସାରା ଅଶୁଭ ହେବା ସହ ନକାରତ୍ମକ ମନୋଭାବ ସୃଷ୍ଟି ହେଇ ମନରେ ଅଶାନ୍ତି ଦେଖାଯାଇଥାଏ।

ଘରେ ଜଣଙ୍କର ଅନ୍ୟଜନଙ୍କ ପ୍ରତି ଭାବ ଠିକ ହୋଇନଥାଏ। ହିଂସ୍ର ଭାବ ଦେଖା ଦେଇଥାଏ। ତେଣୁ ଆପଣ ଏହି ତିନୋଟି ଜିନିଷ ଦେଖନ୍ତୁ ନାହିଁ ଯାହାଫଳରେ ଆପଣଙ୍କର ଦିନୋଟି ଅମଙ୍ଗଳମୟ ହେଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।