Loading...

ଓଡ଼ିଆ ଟିଭି ଅଭିନେତ୍ରୀ ଶ୍ରଦ୍ଧା ଏହି ଓଡିଆ ଅଭିନେତାଙ୍କୁ ବିବାହ କରିବାକୁ ଯାଉଛନ୍ତି , ଜଣାନ୍ତୁ କିଏ ସେ

Loading...

ଆପଣ ମାନେ ଟିଭି ଧାରାବାହିକ ଏବଂ ବଲିଉଡ୍ ସହିତ ବହୁତ ଘନିଷ୍ଟ ସମ୍ପର୍କ ରହିଆସିଛି । କାରଣ ଦିନେ କେହି ଆଗ ପ୍ରଥମେ ଟିଭି ସିରିଏଲରେ କାମ କରି ବଲିଉଡ୍ ରେ ସ୍ଥାନ ଗ୍ରହଣ କରିଥାଏ । ଅନେକ ଅଭିନେତା ଅଭିନେତ୍ରୀ ଅବାସ୍ତବିକ୍ ଫିଲ୍ମରେ ବିବାହ କରି ଫିଲ୍ମର ତାତ୍ପର୍ଯ୍ୟ କୁ ଅଧିକ ଆକର୍ଷିତ କରୁଥିବା ବେଳେ ସେମିତି ବାସ୍ତବରେ ମଧ୍ୟ ବିବାହ କରୁଥିବାର ଜଣାଯାଉଛି । ଯେଉଁ ପ୍ରତିଭା ମାନଙ୍କର ଯେଉଁ ତାରକା ଙ୍କ ପ୍ରତି ମନ ଦେଇଥାନ୍ତି ତାଙ୍କୁ ଭଲ ପାଇଥାନ୍ତି ସେହାହିଁ ତାଙ୍କ ଜୀବନ ଅଧିକ ପ୍ରୟୋଜନ ଥାଏ ।

ଆଜି ସେମିତି ଏକ ତାରକା ମାନଙ୍କର ନିର୍ବନ୍ଧ ହୋଇଛି ଯାହା ଙ୍କର ନିର୍ବନ୍ଧ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇ ଚାଲିଛି ।ଟିଭି ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ଆପଣ ମାନେ ବହୁତ ଭଲକରି ଜାଣିଥିବେ । ଶ୍ରଦ୍ଧାଙ୍କ ନିର୍ବନ୍ଧ ଆଜି ଓଡିଆ ଅଭିନେତା ରାଜ୍ ଙ୍କ ସହିତ ଶେଷ ହୋଇଛି । ଶ୍ରଦ୍ଧା ଏବଂ ରାଜ ପରସ୍ପର ବହୁତ ଘନିଷ୍ଟ ବନ୍ଧୁ ସହିତ ପରିବାବର୍ଗ ମଧ୍ୟରେ ତାଙ୍କର ସମ୍ପର୍କ ଆଗରୁ ଯୋଡି ହୋଇଥିଲା ।

ସେହି ବନ୍ଧୁ ସହିତ ଶଦ୍ଧା ଙ୍କ ନିର୍ବନ୍ଧ ଆଜି ଶେଷ ହୋଇଛି । ଶ୍ରଦ୍ଧା ଅନେକ ଧାରାବାହିକ ସିରିଏଲ କରିଛନ୍ତି ଯେମିତି ଆମ ଘର ଲକ୍ଷ୍ମୀ । ଶ୍ରଦ୍ଧା ତାଙ୍କ ନିର୍ବନ୍ଧ ଏକ ଫୋଟୋ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫେସବୁକ ଏବଂ ଇନଷ୍ଟଗ୍ରାମରେ ଶ୍ରଦ୍ଧା ଏବଂ ରାଜେଶ ଙ୍କର ବିବାହ ନିର୍ବନ୍ଧ ପୋଷ୍ଟ ହୋଇଛି ।

ଖୁବ୍ ଅଳ୍ପ ଦିନ ମଧ୍ୟରେ ସେମାନଙ୍କର ବିବାହ ଅନୁଷ୍ଟିତ ହେବାକୁ ଯାଉଛି । ଆମ ଘର ଲକ୍ଷ୍ମୀ’ ଧାରାବାହିକ ସିରିଏଲରେ ଶର୍ଦ୍ଧା ମୁଖ୍ୟ ଚରିତ୍ର ନେଇ ଅଭିନୟ କରିଥାନ୍ତି ।

ଶ୍ରଦ୍ଧାଙ୍କ ସହିତ ଓଡ଼ିଆ ଧାରାବାହିକ ଅଭିନେତା ଶିଭାଶିଷ,ପନୀ ଅନିଷା,ଅଭିନେତ୍ରୀ ଅର୍ପିତା କର, ଫିଲ୍ମ ଅଭିନେତା ଜ୍ୟୋତିଙ୍କ ସମେତ କେତେକ ଓଲିଉଡ କଳାକାର ଏବଂ ଓଡ଼ିଆ ଧାରାବାହିକ କଳାକାର ଏହି ନିର୍ବନ୍ଧରେ ଉପସ୍ଥିତ ଥିଲେ ।

ତାଙ୍କର ପ୍ରତିଭା ଆଜି ବିଶ୍ବଦରବାରରେ ପରିଚିତ । ଶର୍ଦ୍ଧା ଦେଖିବା ପାଇିଁ ଯେମିତି ସୁନ୍ଦର ଠିକ୍ ସେହିପରି ତାଙ୍କର ଫୋପାମେନ୍ସ ମଧ୍ୟ ଚମକ । ତାଙ୍କର ଏହି ଖୁସି ନିର୍ବନ୍ଧ ସମୟରେ ହଲିଉଡ୍ ରୁ ଅନେକ କଳାକାର ଉପସ୍ଥିତ ଥିଲେ । ତେବେ ନିକଟରେ ହୋଇଥିବା ନିର୍ବନ୍ଧରେ ଅନେକ ଙ୍କର ସହମତି ପ୍ରକାଶ ପାଇଥିଲା ବହୁତ ନି ଡାମ୍ବର ସହକାରେ ସେମାନଙ୍କର ନିର୍ବନ୍ଧ ଅନୁଷ୍ଟିତ ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...