Take a fresh look at your lifestyle.

ଏକ ନିଆରା ଢଙ୍ଗରେ ପାଳିଲେ ନିଜ ଜନ୍ମଦିନ । ଜାଣନ୍ତୁ ସବ୍ୟସାଚୀ କେମିତିକା ପାଳିଥିଲେ ତାଙ୍କ ଜନ୍ମଦିନ । ଜନ୍ମଦିନର ଶୁବେଚ୍ଛା ଜଣାନ୍ତୁ

0 148

HAPPY BIRTH DAY SABYA SACHI MISHRA । ଆମେ ଆଜି ଏହି କଳାକାରଙ୍କ ବିଷୟ ରେ କହିବା ପାଇଁ ଜାଉଛୁ କାରଣ ତାଙ୍କର ଆଜି ଜନ୍ମ ଦିନ ଓ ସେ କିପରି ଭାବେ ମନାଇଲେ ତାଙ୍କର ଜନ୍ମ ଦିନ ଆସନ୍ତୁ ଜାଣିବା । ଆପଣ ଜାଣିଥିବେ କି । ଓଲିଉଡ ରେ ବହୁତ ଲୋକ ଦେଖା ଦେଇଛନ୍ତି ।

କିନ୍ତୁ ଏପରି ବେଳେ କିଛି ଲୋକ ଏହି ଇଣ୍ଡଷ୍ଟ୍ରି ରେ କିଛି ଦିନ ହିଁ ତିଷ୍ଟି ପାରନ୍ତି । କରଣ ଏହି ସ୍ଥାନ ଗୋଟିଏ ଏପରି କଳା କାରୀତାର କ୍ଷେତ୍ର ଯଉଁଠି କେବଳ କଳାକାର ତିଆରି ହଉଛନ୍ତି । କିନ୍ତୁ ତାଙ୍କର ପ୍ରଭାବ ଏଇ ଠାରେ ଦେଖେଇ ପାରନ୍ତି ନାହିଁ । ଏପରି ବେଳେ କିଛି ଏମିତି ବି କଳାକାର ରହିଛନ୍ତି ଯେଉଁମାନେ କି ଆମ ଓଡ଼ିଆ ସିନେମା ଜଗତ କୁ ବହୁତ ଆଗକୁ ନେଇ ଆସିଛନ୍ତି ।

ସେମାନେ ଆଗକୁ ମଧ୍ୟ ନେଇ ଜାଉଛନ୍ତି । ଏପରି ଜଣେ କଳାକାର ହେଲେ ଆମର ଓଡ଼ିଆ ର ଚକଲେଟ ହିରୋ ସବ୍ୟସାଚୀ ମିଶ୍ର । ନିଜ କଳାକାର ଜୀବନ ରେ ସେ ବହୁତ କିଛି ଲୋକ ଙ୍କୁ ଦେଇଛନ୍ତି ସେ ମଧ୍ୟ ବହୁତ କିଛି ପାଇବି ଛନ୍ତି ।

ଏପରି ସ୍ଥିତି ରେ ବର୍ତ୍ତମାନ ସମୟ ରେ ସେ କେବଳ ଓଡିଆ କାହିଁକି ସେ ତେଲଗୁ ରେ ବି କାମ କରି ତାଙ୍କର ଜଲ୍ବା ଲୋକ ଙ୍କ ପାଖେ ପହଁଚାଇଛନ୍ତି । ତେବେ ଯଦି ଏହି କଳାକାର ଆପଣଙ୍କ ଅତି ପ୍ରିୟ ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଚାହିଁବୁ କି ସବ୍ୟସାଚୀ ମିଶ୍ର ଙ୍କ ଆଜି ଜନ୍ମ ଦିନ । ତେବେ ସେ ତାଙ୍କର ଜନ୍ମ ଦିନ ବହୁତ ଆଡମ୍ବର ସହିତ ପାଳନ କରିଥିବାର ଦେଖା ଦେଇଛନ୍ତି ।

ତେବେ ଏପରି କ୍ଷେତ୍ରରେ ସେ କହିଥିଲେ କି ତାଙ୍କର ଜନ୍ମ ଦିନ ପାଇଁ ସେ ବହୁତ ପରିମାଣ ରେ ଖୁସି ରହିଛନ୍ତି ଓ ସେ ଆଜି ତାଙ୍କର ବହୁତ ପୁରୁଣା ଫେନ ମାନଙ୍କ ସହିତ ମିଶି ଏହି ଜନ୍ମ ଦିନ ପାଳନ କରିଥିବାର କହିଛନ୍ତି । ଏପରି ବେଳେ ବହୁତ ଆଡୁ ବହୁତ ପ୍ରକାରର ଜନ୍ମ ଦିନ ପାଇଁ ଉପହାର ଆସିଥିଲା । ଏହା ଫଳ ରେ ସେ କହିଥିଲେ କି ସେ ସେମାନଙ୍କୁ ଗୋଟିଏ ଗଛ ର ଉପହାର ଦେଉଛନ୍ତି ବୋଲି ।

ସେ ଏପରି ବି କହିଥିଲେ କି ସେହି ଗଛ କୁ ନେଇ ସେମାନେ ତାଙ୍କ ଅଗଣା ରେ ଲଗାଇବା ସହିତ ଯଦି ସେ ସେହି ଗଛ କୁ ସଠିକ୍ ଭାବେ ବଡ କରୁଛନ୍ତି ତେବେ ଜଣା ପଡିବ କି ସେମାନେ ମତେ କେତେ ଭଲ ପାଆନ୍ତି ବୋଲି । ଏପରି କହିଛନ୍ତି । ସବ୍ୟ ଓ ଏହା ସହିତ ସେ ତାଙ୍କର ଯୋଡି ଅର୍ଚ୍ଚିତା ଙ୍କୁ ବି ଆଜିର ଦିନ ରେ ଦେଖା କରିବା ପାଇଁ ଜାଇଥିଲେ । ବୋଲି ଜଣା ପଡିଛି ।

Leave A Reply

Your email address will not be published.