ସକାଳୁ ଦେଖିନିଅନ୍ତୁ ଏହି ଗୋଟେ ଜିନିଷ ଭାଗ୍ୟ ଆପଣଙ୍କ ପୁରା ପୁରି ବଦଳିଯିବ

ଆଜି ଆମେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହାକୁ ସକାଳୁ ଉଠି ଦେଖିବା ମାତ୍ରେ ଆପଣ ଙ୍କର ଭାଗ୍ୟ ଚମକି ଯିବ । ଶାସ୍ତ୍ରରେ ଏମିତି କାମର ଉଲ୍ଲେଖ ରହିଛି ଯାହାକୁ କରିବା ଦ୍ବାରା ମନୁଷ୍ୟ ପୂର୍ଣ୍ୟର ପ୍ରାପ୍ତି ହୋଇଥାଏ । ଗରୁଡ ପୁରାଣରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି ଯାହା କେଉଁ ବି ବ୍ୟକ୍ତି ଜୀବନକୁ ସୁଖ ଏବଂ ପୂର୍ଣ୍ୟରେ ଭରିଦେଇଥାଏ ।

ଏହି ଜିନିଷ ଆପଣ ଙ୍କ ଦିନକୁ ଶୁଭ ଏବଂ ମଙ୍ଗଳମୟ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ଏହି ଜିନିଷ କୁ ସକାଳୁ ସକାଳୁ ଦେଖିବା ଦ୍ବାରା ଆପଣଙ୍କୁ ଲାଭ ମିଳିବ । ଶାସ୍ତ୍ରରେ କୁହାଯାଇଛି କି ଗାଈ କୁ ମାତାର ଉପାଧି ଦିଆଯାଇଛି ସେଥି ପାଇିଁ ଗାଈର ଗୋବରକୁ ବ୍ୟବହାର କରାଯାଇଥାଏ । ଯଦି କାହାକୁ ଗାଈ ଦେଖାଯାଏ ତେବେ ତାହାକୁ ପୂର୍ଣ୍ୟର ପ୍ରାପ୍ତି ହୋଇଥାଏ

ସକାଳୁ ଉଠି ନିଜ ହାତ ପାପୁଲିକୁ ଦେଖିବା ଦ୍ବାରା ବି ଆପଣଙ୍କର ଭାଗ୍ୟ ଖୋଲିଯିବ ଶାସ୍ତ୍ର ଅନୁସାରେ ଆମ ହାତର ପାପୁଲିରେ ଭଗବାନ ବ୍ରହ୍ମା ଧନର ଦେବୀ ମା ଲକ୍ଷ୍ମୀ ଆଉ ଦେବୀ ସରସ୍ବତୀ ଙ୍କର ବାସ ହୋଇଥାଏ । ସେଥି ପାଇିଁ ହାତକୁ ସକାଳୁ ଦେଖିବା ସୁଭ ମାନାଯାଏ ।

ଯଦି ଆପଣ ଙ୍କୁ ଘରୁ ବାହାରିବା ସମୟରେ ରାସ୍ତାରେ ଗାଈ ଦେଖାଯାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ସଂଙ୍କେତ ମାନାଯାଏ ଏହାର ଅର୍ଥ ହେଲା ଆପଣଙ୍କୁ କିଛି ଭଲ ଖବର ମିଳିପାରେ । ଏହା ବ୍ୟତିତ ସକାଳୁ ସକାଳୁ ପକ୍ଷୀ କୁ ଦେଖିବା ଏବଂ ତାଙ୍କ ଶଦ୍ଧ ଶୁଣିବା ମଧ୍ୟ ଶୁଭ ହୋଇଥାଏ । ତାହା ସହିତ ସକାଳୁ ଅଗ୍ନିର ଦର୍ଶନ ହେବା ମଧ୍ୟ ଭଲ ବୋଲି ମାନାଯାଏ ।

ଯଦି ଆପଣ ଙ୍କୁ ସକାଳୁ ଯଜ୍ଞ୍ୟର ଅଗ୍ନି ଦେଖାଯାଏ ତେବେ ଆପଣ ବୁଝି ଯାଆନ୍ତୁ କି ଆପଣ ଙ୍କ ସହିତ କି୍ଛି ଭଲ ହେବାର ଅଛି । ଯଦି ଆପଣ କୌଣସି ମହତ୍ତୂପୂର୍ଣ୍ଣ କାମ ପାଇିଁ ବାହାରକୁ ଯାଉଛନ୍ତି ଆଉ ରାସ୍ତାରେ ଆପଣ ଙ୍କୁ ମନ୍ଦିର ଦେଖାଯାଏ କିମ୍ବା ମନ୍ଦିର ଘଣ୍ଟିର ଶଦ୍ଧ ଶୁଣାଯାଏ ତେବେ ଏହା ଶୁଭ ସଂଙ୍କେତ ଅଟେ । ଗୋ ମୁତ୍ରରେ ଗଂଙ୍ଗାର ବାସ ହୋଇଥାଏ , ଗୋ ମୁତ୍ରର ସେବନ ଦ୍ବାରା ଶରୀର ଅନେକ ରୋଗ ଦୂରେଇଯାଏ । ଗୁରୁଡ ପୁରାଣରେ ଅନୁସାରେ ସକାଳୁ କେଉଁ ବି ବ୍ୟକ୍ତିକୁ ଯଦି ଗୋ ମୁତ୍ର ଦେଖାଯାଏ ତେବେ ତାହାର ଭାଗ୍ୟ ଖୋଲିଯାଏ ,ସକାଳୁ ସମୟରେ ସୁନା ତମ୍ବା ଆଉ ସବୁଜ ଘାସ ଦେଖିବା ବି ଶୁଭ ହୋଇଥାଏ

ତେବେ ଏହା ଥିଲା କିଛି ଜିନିଷ ଯାହାକୁ ସକାଳୁ ଦେଖବା ଦ୍ବାରା ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।