ସକାଳୁ ସକାଳୁ ଉଠି କହିଦିଅନ୍ତୁ ଏହି ୨ ଅକ୍ଷର ମନ୍ତ୍ର । ଟଙ୍କା ଆପଣଙ୍କ ପାଖକୁ ଟାଣି ହୋଇ ଆସିବ

0

ଆପଣଙ୍କୁ ଆଜି ଭଗବାନ ମହାବଳି ହନୁମାନ ମହାନତା ବିଷୟରେ ଜାଣିବେ ଯେ କଳି ଯୁଗରେ ସବୁଠୁ ସକ୍ରିୟ ଦେବତା ହେଉଛନ୍ତି ହନୁମାନ l ଯେଉଁ ଦେବତା କଳି ଯୁଗରେ ସବୁଠୁ ଆଗେ ପ୍ରସନ୍ନ ହେଉଛନ୍ତି ତାଙ୍କଠୁ ଆଗେ ମହାବଳି ହନୁମାନ ସନ୍ତୁଷ୍ଟ ହୋଇଥାନ୍ତି l ହନୁମାନ ଜି ମାତ୍ର ଥରେ ଯାହାଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ସେ ତାଙ୍କ ଜୀବନରେ କେବେବି ଅସୁବିଧା ରେ ପଡନ୍ତି ନାହିଁ l ତାଙ୍କ ଜୀବନ ରେ କେବେବି ଦୁଃଖ ଆସେ ନାହିଁ l ତାଙ୍କ ଘରେ ସବୁବେଳେ ଆନନ୍ଦ ଲାଗି ରୁହେ l

ମହାବଳି ହନୁମାନ ଙ୍କୁ କଳି ଯୁଗର ଶ୍ରେଷ୍ଠ ଦେବତା ବୋଲି ପ୍ରଭୁ ଶ୍ରୀ ରାମଚନ୍ଦ୍ର କହିଥିଲେ ହନୁମାନଙ୍କୁ l କଳି ଯୁଗରେ ମନୁଷ୍ୟ ମାନଙ୍କ ଦୁଃଖ ବୁଝିବାର ଦାଇତ୍ୱ ଦେଇଥିଲେ ରାମଚନ୍ଦ୍ର କାରଣ ହନୁମାନ ହେଉଛନ୍ତି ଅମର ସେ ଆଜିବି ବଞ୍ଚି ଛନ୍ତି l

ଅନେକ ସମୟରେ ମଧ୍ୟ ହନୁମାନଙ୍କୁ ଲୋକେ ଦେଖି ଥିବାର ପ୍ରମାଣ ଦେଇଥାନ୍ତି l ହନୁମାନ ଙ୍କୁ ଯେଉଁ ଭକ୍ତ ଅତି ଭକ୍ତିରେ ଡାକନ୍ତି ତାଙ୍କର ସବୁ ଦୁଃଖ ଦୂର ହୁଏ l ହନୁମାନ ଙ୍କର ମଙ୍ଗଳ ବାର ଦିନ ପ୍ରିୟ ଦିନ ଅଟେ ଏହି ଦିନ ଯିଏ ବା ଯଉଁ ଭକ୍ତ ତାଙ୍କର ଆରାଧନା କରେ ସେ ତାଙ୍କୁ ଆଶୀର୍ବାଦ କରନ୍ତି l

ହନୁମାନ ମଙ୍ଗଳ ବାର ଦିନ ତାଙ୍କର ଜନ୍ମ ହୋଇଥିବାରୁ ଏହି ଦିନ ମହାନ ଦିନ ବୋଲି ପୁରାଣ ରେ କୁହାଯାଇଛି l ହନୁମାନ ଙ୍କୁ ଲୋକେ ସନ୍ତୋଷ କରିବl ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି l ଆପଣଙ୍କୁ ଆଜି ଏକ ମନ୍ତ୍ର କହିବୁ ଯାହାକୁ ଆପଣ ରାତିରେ ଜପ କଲେ ଭଗବାନ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି l ଯାହାଦ୍ୱାରା ଭଗବାନ ସେହି ଭକ୍ତର ମନସ୍କାମନା ପୂରଣ କରିବl ସହିତ l

ତାଙ୍କର ଘରେ କେବେବି ଅଭାବ ରହିବ ନାହିଁ l ଘରେ ସୁଖ ଶାନ୍ତି ଲାଗି ରହିବା l ଆପଣକୁ ଆପଣଙ୍କର ସମସ୍ତ ଲକ୍ଷ୍ୟ ପ୍ରାପ୍ତି ହେବ l ସମାଜରେ ଆପଣଙ୍କ ସଂମ୍ମାନ ବଢିବ l ଆପଣଙ୍କୁ ସମସ୍ତେ ମାନିବେ, ଆପଣଙ୍କ ପଦବୀରେ ଉନ୍ନତି ହେବ l ଆୟ ବଡିବ l ସ୍ନେହ ମମତାର ଅଭାବ ରହିବ ନାହିଁ l ତେବେ ଚାଲନ୍ତୁ ଜାଣିବା ସେହି ମନ୍ତ୍ର କଣ? ଆଉ ତାର ଜପ କେମିତି ଆଉ କଉଁ ସମୟରେ କରିବl ଉଚିତ ଯାହାକି ଏହାର ଶୁଭ ଫଳ ମିଳିବ? ସେହି ମନ୍ତ୍ରଟି ହେଉଛି –

ସଙ୍କଟ କଟେଇ ମିଟେଇ ସବ ପୀରା l
ଜୋ ସୁମିରଇ ହନୁମତ ବଲବୀରl ll1ll

ଏହାକୁ ରାତିରେ ଶୋଇଲା ପୂର୍ବରୁ ହାତ ଗୋଡ ଧୋଇ ଏକ ଆସନ ରେ ବସି ଆଖି ବୁଜି ଆପଣଙ୍କ ଭିତରେ ହନୁମାନଙ୍କୁ ଜଗାଇ ଏହି ମନ୍ତ୍ରର ଜପ କରନ୍ତୁ l ଏହି ମନ୍ତ୍ର ଟିକୁ ସବୁଦିନ ଜପ କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.