ସମସ୍ତଙ୍କୁ କେମିତି ନିଜଆଡ଼କୁ ଆକର୍ଷିତ କରିବାର , ସବୁଠାରୁ ସହଜ ଉପାୟ

ଆଜି ଆମେ ଜାଣିବା ଦୁଇଟି ସୁନ୍ଦର ଜିନିଷ, ସେ ଦୁଇ ଟି ଜିନିଷ ହେଉଛି ଆମେ କିପରି ଲୋକ ଙ୍କୁ ସୁନ୍ଦର ତରିକରେ ନିଜ ଆଡକୁ ଆକର୍ଷିତ କରିବା ଓ ଦ୍ଵିତୀୟ ଟି ହଉଚି ଆମେ ଏମିତି କଣ କରିବା ଯାହା ଦ୍ଵାରା ଲୋକ ମନେ ଆମକୁ ସବୁଦିନ ମାନେ ରଖିବେ।ମୁଁ ଯାହା କହୁଛି ଆପଣ ବହୁତ ଧ୍ୟାନ ଦେଇ ଶୁଣନ୍ତୁ ଆପଣ ବହୁତ ଛୋଟ ଜିନିସରୁ ଜାଣିପାରିବେ ।

ଆପଣ ଦେଖିଥିବେ କିଛି ଲୋକ ଙ୍କୁ ଦେଖିଲେ ବହୁତ ଖୁସି ଲାଗେ ଆପଣ ଯଦି କୌଣସି ରାସ୍ତା ରେ ଯାଉଛନ୍ତି ଯଦି ଆପଣ ଙ୍କୁ ଦେଖି ହସିଦିଏ ଆପଣ ତାକୁ ବହୁତ ସମୟ ମନେ ରଖନ୍ତି କାହିଁକି କାରଣ ସେ ଆପଣଙ୍କୁ ଦେଖି ହସିଦେଲା  ।

ଏଇ ଦୁନିଆ ରେ ଯେତେ ଗୁଣ ଅଛି ସେ ସବୁଠୁ ବ୍ରହ୍ମ ଅସ୍ତ୍ର ହେଉଛି ହସ ବା ସ୍ମାଇଲ ଯାହା ଦ୍ଵାରା କି ଆମେ ବିଶ୍ଵ ର ସମସ୍ତିକୁ ନିଜ ଆଡକୁ ଆକର୍ଷିତ କରି ପାରିବା। ଏ ବିରାଟ ଓ ସୁନ୍ଦର ଅସ୍ତ୍ର କୁ ଆମେ ଭଲ ଭାବରେ ବ୍ୟବହାର କରିବା ଜାଣିବା ଦରକାର।ହସ ହେଉଛି ଏମିତି ଏକ ଜିନିଷ ଯାହା ସବୁବେଳେ ଦୁଇ ଜଣଙ୍କ ର ମଙ୍ଗଳ କରିଥାଏ ।

ପ୍ରଥମେ ଆମ ନିଜ ର ଓ ଦ୍ଵିତୀୟ ଟି ସାମ୍ନା ବାଲ ର କାରଣ ଯେଉଁ ଲୋକ ଟି ପ୍ରଥମେ ହସେ ତାର ମାନସିକ ଓ ଶାରିରୀକ ଅବସ୍ଥା ଭଲ ରୁହେ କାରଣ ହସିବା ଦ୍ଵାରା ଆମର ପସେଟିଭ୍ ହରମୋନ ସିକ୍ରେଟ୍ ହୁଏ ତେଣୁ ତ ବଡ଼ି ସବୁବେଳେ ପ୍ରଫୁଲ୍ଲ ତ ଓ ସୁସ୍ଥ ରୁହେ । ସେଥି ପାଇଁ କୁହାଯାଏ ହସ ହେଉଛି ଦୁନିଆ ରେ ସବୁଠୁ ବଡ଼ ଔଷଧ ଓ ସାମ୍ନା ବାଲା ର କଣ୍ ମଙ୍ଗଳ କରିଥାଏ ,ଆମେ ହସିବା ଦ୍ବାରା ସାମ୍ନା ବାଲା ଖୁସି ହୋଇଥାଏ  ।

ତେଣୁ ଆମେ ଜାନତ ରେ ହେଉ କି ଆଯାନତ ରେ ହେଉ ହାଲକା ସ୍ମାଇଲ ଟିକେ ଦେଖେଇପରୁଛନ୍ତି ଆମେ ସେ ସାମ୍ନା ବାଲା କୁ ଆକର୍ଷିତ କରୁଛନ୍ତି ସେ ଅଟୋ ମେଟିକ୍ ଆପଣଙ୍କ ଆଡକୁ ଆକର୍ଷିତ ହେବ ଆପଣ କେତେ ବି ସୁନ୍ଦର୍ ହେଇ ନଥାନ୍ତୁ କାଇଁ ଯଦି ଆପଣଙ୍କ ମୁହଁରେ ସାମାନ୍ୟ ହସ ନାହିଁ ଆପଣଙ୍କ ପ୍ରତି କେହି ଆକର୍ଷିତ ହେବେନି ଆପଣ ହୁଏ ତ ଶାରିରୀକ ସୁନ୍ଦର୍ ହୋଇପାରନ୍ତି  ।

କିନ୍ତୁ କୌଣସି ପିଲା ବା ଝିଅ ସେ ଶ୍ୟାମଳ ରଙ୍ଗ ହୋଇ ମଧ୍ୟ ତା ମୁହଁରେ ସାମାନ୍ୟ ହସ ଅଛି ସେ ସବୁଠୁ ସୁନ୍ଦର୍ ଦେଖା ଯାଏ ଓ ସମସ୍ତକୁ ତା ଆଡକୁ ଆକର୍ଷିତ କରେ।କୁହାଯାଏ ଯେ “ଲାଫ୍ଟର ଇଜ୍ ଦ ଲଙ୍ଗୁଏଜେ ଅଫ୍ ସୋଲ୍” ହସ ହଉଚି ଆତ୍ମା ର ଭାଷା ଈଶ୍ୱର ଙ୍କ ଭାଷା ତେଣୁ ଯାହା ମୁହଁରେ ହସ ଅଛି ସେ ଇଶ୍ଵର ଙ୍କ ସହ ଯୋଡ଼ି ରହିଛି ।

ସେ ନିଜର ମଙ୍ଗଳ କରୁଚି ଅନ୍ୟ ର ବି ମଙ୍ଗଳ କରୁଚି ଆପଣ ଦେଖିଥିବେ ସ୍କୁଲ ହେଉ କି କଲେଜ ହେଉ ଆପଣଙ୍କୁ ଯଦି କିଏ ଦେଖି ସାମାନ୍ୟ୍ ହସି ଦଉଚି ଆପଣଙ୍କୁ ଭଲ ଲାଗୁଚି ନା ଖରାପ୍ ଲାଗୁଚି ନିଶ୍ଚିତ ଭାବେ ଭଲ ଲାଗୁଚି ଯଦି ଭଲ ଲାଗୁଚି ତେବେ ଆପଣ ତା ଆଡକୁ ଆକର୍ଷିତ ହଉଛନ୍ତି ତେଣୁ ହସ ହେଉଛି ମଣିଷର ଏମିତି ଏକ ଜିନିଷ ଯାହାକୁ ବ୍ୟବହାର କରି ଆମେ ଏ ସାରା ବିଶ୍ଵ ର ଲୋକ ଙ୍କୁ ଆକର୍ଷିତ କରିପାରିବା  ।

ତେଣୁ ସବୁବେଳେ ଆପଣଙ୍କ ମୁହଁ ରେ ଟିକେ ହସ ରଖନ୍ତୁ ଯାହା ଦ୍ଵାରା ସାରା ବିଶ୍ଵ ଆପଣଙ୍କ ଦ୍ଵାରା ଆକର୍ଷିତ ହେବ।ଦ୍ଵିତୀୟ ଟି ଆମେ ଜାଣିବା ଆମେ ଏମିତି କଣ କରିବା ଦ୍ଵାରା ଆମକୁ ସମସ୍ତେ ସବୁଦିନ ପାଇଁ ମନେରଖିବେ। ମନୁଷ୍ୟ ଜୀବନ ଏକ ଅମୂଲ୍ୟ ଜୀବନ ଭଗଵାନ ଆମକୁ ଏତେ ଗୁଣ ଦେଇଛନ୍ତି ଯେ ଆମେ ଯଦି ତା ଉପରେ ଟିକେ ଟିକେ କାମ କରିବା ନା ତେବେ ଆପଣଙ୍କ ଜୀବନ ଏତେ ସୁଖମୟ ହେଇଯିବ ।

ଯାହାକୁ ଆମେ କେବେ ବିଚାର କରି ନଥିବା ଆସନ୍ତୁ ତାହାର ଦ୍ଵିତୀୟ ପରଯ୍ୟାୟ ଜାଣିବା ଆମେ ଏମିତି କଣ କରିବା ଦ୍ଵାରା ସମସ୍ତ ଙ୍କ ମନରେ ଦୀର୍ଘ ଦିନ ପାଇଁ ଘର କରି ରହିବା ।ଆମେ ଏମିତି ଅନେକ ଜାଗାରେ ଶୁଣିଥିବ ଯେ ଯେତେ ଡାକ୍ତର ଥିଲେ ମଧ୍ୟ ଜଣେ ନିର୍ଦ୍ଧିଷ୍ଟ ଡାକ୍ତର ପାଖରେ ଚାଲ ଦେଖେଇବା ଅନ୍ୟ କୋଉଥିକି ଜୀବନୀ ଡାକ୍ତରୀ ପାଠ ତ ସମସ୍ତେ ପଢ଼ିଛନ୍ତି ଚିକିତ୍ସା ତ ସମସ୍ତେ କରୁଛନ୍ତି ।

ଆମେ କାହିଁକି ସେ ପତିକୁଲାର ଡାକ୍ତର ପାଖକୁ ଯିବା କାରଣ ଆପଣ ଅଧିକାଂଶ ଶୁଣି ଥିବେ ଯେ ସେ ଡାକ୍ତର ର କଥାରେ ବ୍ୟବହାର ରେ ଅଧିକାଂଶ ରୋଗ ଭଲ ହୋଇଯାଇଥାଏ ତେଣୁ ଜଣକ କଥାରେ ବା ବ୍ୟବହାର ରେ ଅଧ ରୋଗ ଭଲ ହୋଇଯାଇଥାଏ ।ସେ ଡାକ୍ତର ତାର କଥା ରେ ବ୍ୟବହାର ରେ ଲୋକ ଙ୍କ ମନରେ ଘର କରି ସାରିଛି।

ଆପଣ ଏ ଜିନିଷ ସମସ୍ତେ ଜାଣିଥିବେ ଓ ଅନୁଭବ ମଧ୍ୟ କରୁଥିବେ ଜେବପାନ ପତିକୁଲାରି କେତେ ତା ଦୋକାନ କୁ ରିପିଟେଡ୍ ଭାବେ ଯାଉଥିବେ ବଜାର ରେ ତ କେତେ ଦୋକାନ ଅଛି ଆଉ ରେଟ ତ ସମସ୍ତ ଙ୍କ ର ସମ୍ମାନ ଥାଏ କିନ୍ତୁ ଆପଣ ସେହି ଦୋକାନ କୁ ହିଁ ଯାଆନ୍ତି କାରଣ ସେ ଲୋକ ଆପଣଙ୍କ ମନରେ ଘର କରିସାରିଛି ।ସେ ତାର ବ୍ୟବହାର ରେ ଓ କଥାବାର୍ତ୍ତା ରେ ଆପଣଙ୍କ ମନରେ ଘର କରି ସାରିଛି ।

ଭଦ୍ରାମି ଏକ ଏମିତି ଜିନିଷ ଯାହା ଦ୍ଵାରା ଆପଣ ସହଜରେ ଅନ୍ୟ ର ମନ ରେ ଘର କରିନେବେ ଓ ଆପଣ ନିଜେ ମଧ୍ୟ ମହାନ ହୋଇଯିବେ ।ଆପଣ ଯଦି କାହାକୁ ସମ୍ମାନ ଦେଇଛନ୍ତି ଓ ଆଜ୍ଞା ଆପଣ ଲଗେଇ କଥା ହଉଛନ୍ତି ତେବେ ଆପଣ ସ୍ୱତପରିବତ ଭଳି ତା ମନରେ ଘର କରି ନେଇଛନ୍ତି ।ଯଦି ଆମେ କାହା କୁ ଶବ୍ଦ ଦୁଇ ପଦ କହୁଛନ୍ତି ତେବେ ଆମେ ତାହାର ମନ କିଣି ନଉଛନ୍ତି ।

ଶବ୍ଦ ଏମିତି ଏକ ଜିନିଷ ଯାହା ଆମ ଅନ୍ତର ର ବଡ଼ ବଡ଼ ଘା କୁ ମଧ୍ୟ ଭଲ କରିଦେଇପାରେ ଯାହାକୁ ଭଲ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ ।ଯଦି ଆମେ କାହାକୁ ଭଲ ବ୍ୟବହାର ଦେଖାଉଚନ୍ତି ତେବେ ଆମେ ଅଜନନ୍ତା ରେ ତା ମନରେ ଆମ ପାଇଁ ଜାଗା ତିଆରି କରି ଦେଉଛନ୍ତି ।

ତେବେ ଆଜି ଆମେ ଯେଉଁ ଦୁଇଟି ଜିନିଷ ଆଲୋଚନା କଲେ ତା ଉପରେ ଟିକେ କାମ କରିବା ସବୁବେଳେ ମୁହଁ ରେ ହସ ଟିକେ ରଖିବା ଆମେ ସାମ୍ନା ବାଲା କୁ ଖୁସି ରେ ରଖିବା ନିଜେ ଖୁସି ରହିବା ସହ ସାମ୍ନା ବାଲା କୁ ବି ଖୁସି ରଖିବା ଓ ଦ୍ଵିତୀୟ ରେ ସମାସ୍ତିକୁ ଭଲ ବ୍ୟବହାର ଦେଖାଇବା ।ଆଶା କରୁଛୁ ଏ ଦୁଇଟା ଜିନିଷ କୁ ଆପଣ ନିଜ ଜୀବନରେ କରିବେ ଓ ଖୁସି ରେ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।