ସନ୍ଧ୍ୟା ସମୟରେ ଏହି 5-ଟି ଜିନିସ କାହାରିକୁ ଦିଅନ୍ତୁ ନାହିଁ

ଦାନ ହେଉଛି ମଣିଷ ର ପରମ ଧର୍ମ। କିନ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି ଯାହାକୁ କି ଆମେ ନିଶ୍ଚୟ ମାନିବା ଉଚିତ। ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟ ଅସ୍ତ ପରେ କେବେବି ଏହି ସବୁ ଜିନିଷ ଘରୁ କାହାକୁବଦବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ସେହି ଜିନିସ ଗୁଡିକ ବିଷୟରେ।ପ୍ରଥମ ରେ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ବି କ୍ଷୀର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଘର ଉପରେ ଖରାପ ପ୍ରଭାବ ପକାଇଥାଏ। ସନ୍ଧ୍ୟା ପରେ କ୍ଷୀର ଦେଲେ ଏହା ଆପଣ ଙ୍କ ଉପରେ ମଧ୍ୟ ଖରାପ ପ୍ରଭାଵ ପକାଇଥାଏ। ତେଣୁ ସୂର୍ଯ୍ୟ ଅସ୍ତ ପରେ କ୍ଷୀର କେବେବି କାହାକୁ ଦିଅନ୍ତୁ ନାହିଁ।

ଦ୍ୱିତୀୟ ରେ ସନ୍ଧ୍ୟା ପରେ କେବେବି ବି ଭୁଲ ରେ କାହାକୁ ହଳଦୀ ଦାନ କରନ୍ତୁ ନାହିଁ। ଏହା ଦ୍ୱରା ଘର ର ନାକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଓ ଘର ଉପରେ ଏହା ବହୁତ ଖରାପ ପ୍ରଭଵ ପକାଇଥାଏ। ଘର ର ଲୋକ ମାନଙ୍କ ର ସ୍ୱାସ୍ଥ୍ୟ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ତେଣୁ ସନ୍ଧ୍ୟା ପରେ କେବେବି କାହାକୁ ହଳଦୀ ଦିଅ ନାହିଁ।

ତୃତୀୟ ରେ ସନ୍ଧ୍ୟା ପରେ କେବେବି କାହାକୁ ଭୁଲ ରେ ବି ଝାଡୁ ଦିଅନ୍ତୁ ନାହିଁ। ସେ ଆପଣ ଙ୍କ ର ଯେତେ ନିଜ ଲୋକ ହେଇ ଥାଉ ନା କାହିଁ କେବେବି ଝାଡୁ କୁ ଦେବା ଉଚିତ ନୁହଁ। ଏହା ଦ୍ୱାରା ଆପଣ ଙ୍କ ର ସମ୍ପର୍କ ମଧ୍ୟରେ ଦୂରତା ବଢିଥାଏ। ଏହା ସହ ମଧ୍ୟ ଏହା ଘର ଉପରେ ବହୁତ ଖରାପ ପ୍ରଭଵ ପକାଇଥାଏ। ତେଣୁ କେବେବି ସନ୍ଧ୍ୟା ପରେ ଝାଡୁ କାହାକୁ ଦିଅନ୍ତୁ ନାହିଁ।

ଚତୁର୍ଥ ରେ ସନ୍ଧ୍ୟା ସମୟ ରେ କିମ୍ବା ସନ୍ଧ୍ୟା ପରେ ଯଦି ଘରେ ଝାଡୁ ମାରୁ ଛନ୍ତି ତେବେ ଭୁଲ ରେ ବି ଅଳିଆ ଆବର୍ଜନା କୁ ଘରୁ ବାହାରକୁ କାଢ଼ନ୍ତୁ ନାହିଁ। ଏହା ଦ୍ବାରା ମାତା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ୱାରା ଘରେ ଧନ ର ଅଭାବ ଦେଖା ଦେଇଥାଏ। ଘର ଉପରକୁ ଅନେକ ବିପଦ ମାଡି ଆସିଥାଏ। ତେଣୁ ଭୁଲ ରେ ବି ଘର ର ଅଳିଆ ଆବର୍ଜନା କୁ ସୂର୍ଯ୍ୟ ଅସ୍ତ ପରେ ବାହାରକୁ କାଢ଼ନ୍ତୁ ନାହିଁ।

ପଞ୍ଚମରେ ଯଦି ସୂର୍ଯ୍ୟ ଅସ୍ତ ପରେ ଘର କୁ ଅତିଥି ଆସୁଛନ୍ତି ତେବେ ତାଙ୍କୁ କେବେବି ବି ଫେରି ଯିବାକୁ ଦିଅନ୍ତୁ ନାହିଁ। ଯଦି ସେମାନେ ସନ୍ଧ୍ୟା ପରେ ଆସୁଛନ୍ତି ତେବେ ତାଙ୍କୁ ସେଦିନ ଆପଣ ଙ୍କ ଘରେ ରହିବାକୁ କୁହନ୍ତୁ। ନଚେତ ଏହା ମଧ୍ୟ ଆପଣ ଙ୍କ ଘର ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ

ଷଷ୍ଠ ରେ କେବେବି ସନ୍ଧ୍ୟା ସମୟରେ ଘର କୁ ଅନ୍ଧାର ରଖନ୍ତୁ ନାହିଁ। ଏହା ଦ୍ବାରା ଘର ଉପରେ ଦୁଷ୍ଟ ଶକ୍ତି ର ପ୍ରଭଵ ପଡିଥାଏ। ତେଣୁ କେବେବି ସନ୍ଧ୍ୟା ସମୟରେ ଭୁଲ ରେ ବି ଘର କୁ ସମ୍ପୂର୍ଣ୍ଣ ଅନ୍ଧାରିଆ କରିବା ଉଚିୟ ନୁହଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।