Loading...

ସାଂସଦ ସନି ଦେଓଲଙ୍କୁ ମୋଦି ସରକାରଙ୍କ ବଡ ଝଟକା,ଘଟଣା ଜାଣିବା ପରେ ଏବେ ଅନ୍ୟ ସାଂସଦ ବି ଛାନିଆ

Loading...

ବନ୍ଧୁଗଣ ଆପଣ ମାନେ ସନି ଦେଓଲଙ୍କୁ ଭଲ କରି ଜାଣିଥିବେ ସିଏ ଫିଲ୍ମ ଦୁନିଆରୁ ଅହରୋଇବା ପରେ ରାଜନିତୀରେ ପାଦ ପକାଇଥିଲେ । ସେ 2019 ଲୋକସଭା ନିର୍ବାଚନରେ ବିଜେପି ଦଳରେ କେଣ୍ଡିଡେଟ୍ ରୂପେ ଷ୍ଟାଣ୍ଡ କରି ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଜିତିବା ପରେ ସମସ୍ତ ସାଂସଦ ମାନଙ୍କର ନିଜସ୍ଦ କର୍ତ୍ତବ୍ୟ ରହିଛି । ସନିଦେଓଲ ମଧ୍ୟ ସେମିତି ଜଣେ ସାଂସଦ ଯିଏ ଜନତା ଙ୍କ ପାଇିଁ କିଛି କରିବା ପାଇଁ ଚାହିଁଥିଲେ କିନ୍ତୁ କେନ୍ଦ୍ର ତାଙ୍କର କଥାକୁ ଅଗ୍ରାଧିକାର କରିଛି । ନିକଟସ୍ଥ ସୁଚନା ଅନୁଯାୟୀ ଏବେ ବିଶ୍ଗର ନୂଆ ଅତ୍ୟାଧୁନିକ ଜ୍ଞାନକୌଶଳର ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍’ ଚାଲୁଛି ।

ଯେଉଁ ଟ୍ରେନ ଅନ୍ୟ ଟ୍ରେନ ଠାରୁ ପୁରା ଭିନ୍ନ ସେଥିରେ ସମସ୍ତ ସୁବିଧା ରହିଛି । ତେବେ ଏହି ଟ୍ରେନ ଦିଲ୍ଲୀ ଏବଂ କଟରା ମଧ୍ୟବର୍ତ୍ତୀ ପଠାନକୋଟର କେଣ୍ଟ ଷ୍ଟେସନ ଦେଇ ଯାତାୟତ କରେ ।ତେଣୁ ସନିଦେଓଲ ଙ୍କ କହିବା ଅନୁାଯାୟୀ ସେ ରେଳମନ୍ତ୍ରୀ ପାଖକୁ କେଣ୍ଟ ଷ୍ଟେସନରେ ଟ୍ରେନର ଏକ ଷ୍ଟପେଜ କରିବା ଉଦ୍ଦେଶ୍ୟ ତାଙ୍କର ନିକଟସ୍ଥ ହୋଇଥିଲେ କିନ୍ତୁ ସନି ସେଠାରୁ ନିରାଶ ହୋଇ ଫେରିଥିଲେ ।

‘ବନ୍ଦେ ଭାରତ ଏକ୍ସପ୍ରେସ୍’ଏକ ଷ୍ଟପେଜ ହେଉ ବୋଲି ରେଲୱେମନ୍ତ୍ରୀ ଅଧିକାରୀ ଙ୍କୁ ନିବେଦନ କରିଥିଲେ । ସେମାନେ କହିଥିଲେ କି ଟ୍ରେନ ଯାତାୟତ କରିବା ପରେ ସେଠାରେ ଗୋଟିଏ ଷ୍ଟପେଜ ହେବ ଯାତ୍ରୀ ସେଠାରୁ ସୁବିଧା ପାଇପାରିବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଆସନ୍ତା ଶନିବାର ଠାରୁ କେଣ୍ଟ ଷ୍ଟେସନ ଦେଇ ଟ୍ରେନ ଯିବା ଆରମ୍ବ ହୋଇଛି ହେଲେ ସେଠାରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଷ୍ଟପେଜ କରିନାହୁଁ ।

ତେବେ ଏଥିରୁ ସ୍ପଷ୍ଟ ଜଣାଗଲା ସନିଦେଓଲଙ୍କ ଅନୁରୋଧ କୁ କେନ୍ଦ୍ର ସରକାର ଅଧିକାର କଲେ ନାହିଁ । ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଏମିତି ଷ୍ଟେସନରେ ନଛିଡା ହେବା ଗୋଟିଏ ସନିଦେଓଲ ଙ୍କ ପାଇିଁ ଅପମାନ ନୁହେଁତ ଆଉ କଣ । ସେ ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ଛି଼ଡା ହୋଇ ନିଜର ବିଜୟ ହାସଲ କରିଥିଲେ ।

ତେବେ ସାଂସଦ ହିସାବରେ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିବା କିମ୍ବା ନିବେଦନ କରିବା ତାଙ୍କର ମୌଳିକ କର୍ତ୍ତବ୍ୟ । କିନ୍ତୁ ସେ ସରକାରୀ ଶାସନ ଦଳର ନେତା ହୋଇଥିଲେ ମଧ୍ୟ ତାଙ୍କର ନିବେଦନ କୁ ଅଧିକାରୀ ଶୁଣିନଥିଲେ ବୋଲି ,ସେ ଭାବିଥିଲେ । ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଗୋଟିଏ ନୂଆ ଧରଣର ଟ୍ରେନ ଯାହା ବର୍ତ୍ତମାନ ସମୟରେ ସବୁଠୁ ମହଙ୍ଗା ଟ୍ରେନ ସେଥିରେ ଯାତ୍ରୀ ଯାବତୀୟ ସୁବିଧା ପାଇପାରିବେ ।

ଷ୍ଟେସନରେ ଲୋକଙ୍କ ଦୃତ ସମାଗମ ଦେଖି ସେ ନିଷ୍ପତି ନେଇଥିଲେ କି ସେଠାରେ ଗୋଟିଏ ଷ୍ଟପେଜ କରିବେ କିନ୍ତୁ ମୋଦୀ ସରକାର ଙ୍କ ତାଙ୍କ ପ୍ରତି ଗୋଟିଏ ବଡ ଝଟକା କାରଣ ସେ ଯେଉଁ ଆଶା ଆଙାଂକ୍ଷା ନେଇ ସେଠାକୁ ଯାଇଥିଲେ ତାଙ୍କୁ ଆଶା ପୂରଣ ହୋଇନଥିଲା । ତାଙ୍କର କହିବା ମୁତାବିକ୍ ଟ୍ରେନର ଶୁଭାରମ୍ଭ ହେଲା କିନ୍ତୁ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ ରେ ଯାତାୟତ କରିବା ପାଇିଁ ଯାତ୍ରୀ ଙ୍କ ମନ ଅଲିଭା ହୋଇଯାଇଥିଲା

ଏହା ମଧ୍ୟ ସନି ଙ୍କୁ ବହୁତ ଆଘାତ ଦେଇଥିଲା । ତେବେ ଏହା ସବୁଠୁ ବଡ କଥା କି ସାଂସଦ ସନି ଦେଓଲଙ୍କୁ ମୋଦି ସରକାରଙ୍କ ବଡ ଝଟକା,ଘଟଣା ଜାଣିବା ପରେ ଏବେ ଅନ୍ୟ ସାଂସଦ ବି ଛାନିଆ ହୋଇଗଲେନି । କାରଣ ମୋଦୀ ବର୍ତ୍ତମାନ ବିକାଶ ଦିଗରେ ସେ ହେଉଛନ୍ତି ବରିଷ୍ଟ ଯାହା ନିଷ୍ପତି ତାହା ହିଁ ସିରଧାର୍ଯ୍ୟ ଦେବେ ଅନ୍ୟ ନେତାଗଣ ମଧ୍ୟ ଏକଥାକୁ ବହୁତ ଭଲକରି ଜାଣି,ସାରିଲେନି ।

ବିଜେପିର ଅନ୍ୟ ସାଂସଦ ମାନେ ମଧ୍ୟ ଏହି ଘଟଣାକୁ ନେଇ ବଡ ଚେତାବନୀ ପାଇଛନ୍ତି ବୋଲି ସୂଚନା ପକ୍ଷରୁ ଜଣାଯାଉଛି । ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...