ସାଙ୍ଗର ଭାଣିଜୀ ସହ ଦୁଷ୍କର୍ମ କରି ପଳାଇ ଥିଲେ । ଏପରି କଲେ ମାରି ଦେଇ ଥିଲେ ମୋତେ ବାଧି ନଥାନ୍ତା

0

ଆମ ସମାଜଜର ପୁଲିସ ହେଉଛି ଜନତା ଙ୍କର ରକ୍ଷକ ପୁୂଲିସ ଅପାରାଧି ଙ୍କୁ ଶାସ୍ତ୍ରୀ ଦେଇ ନିର୍ଦ୍ଧୋଶ ଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି । କଥାରେ ଅଛି ପୁଲିସ ର ଆଇନ ଆଗରେ କୌଣସି ଅପରାଧି ଚକମା ଦେଇ ଯାଇପାରିବ ନାହିଁ କିନ୍ତୁ ବର୍ତ୍ତମାନ ଦୁନିଆରେ ପୁଲିସ ବେଳେ ବେଳେ ଅପରାଧି ଙ୍କୁ ଧରିବା ରେ ବିଫଳ ହେଉଛନ୍ତି ଯାହାଫଲରେ ସେମାନେ ଭିବିନ୍ନ ଉପାୟ ସହକାରେ ଧରିଥାନ୍ତି । ବେଳେବେଳେ ପୁଲିସ ମାନଙ୍କର ସଫଳତା ନେଇ ଚର୍ଚ୍ଚା ହୋଇଥାଏ ତ ଆଉ କେତେବଳେ ର୍ଦୁନାମ ହୋଇଥାଏ ।

ଏପରି କି ଜନତା ପୁଲିସ ଉପରେ ଅନେକ ଥର ଭରଷା ହୋରାଇଥାନ୍ତି । କିନ୍ତୁ ଆଜି ଆମେ ଏପରି ଜଣେ ମହିଳା ପୁଲିସ ଅଫିସର ଙ୍କର କଥା କହିବୁ ଯାହାଙ୍କ ପାଇିଁ ଆଜି କେରଳ ରାଜ୍ୟ ପ୍ରସଂଶା କରି ଗର୍ବାନିତ ହୋଇଛି । କେରଳ ରାଜ୍ୟର ଡିସିପି ମେରିନ୍ ଜୋସେଫ ଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଦୁନିଆରେ ପୁଲିସ ଙ୍କର ଚର୍ଚ୍ଚା ହେବା ବହୁତ କମ୍ କହିଲେ ଚଳେ କିନ୍ତୁ ଏହି ମହିଳା ଅଫିସର ଜଣଙ୍କ ଏମିତି ଗୋଟିଏ ଘଟଣା ର ଖୋଳତାଳ କରି ଅପରାଧି ଙ୍କୁ ଗିରଫ୍ କରିଥିବା ନେଇ ଚର୍ଚ୍ଚା ଚାଲିଛି ।

ମେରିନ୍ ଜୋସେଫ ଜଣେ କର୍ତ୍ତବ୍ୟ ନିଷ୍ଟା ପୁଲିସ ଅଫିସର ସେ କେବେ ତାଙ୍କ ଡ୍ୟୁଟିରେ ଅବହେଳା କରନ୍ତି ନାହିଁ କିମ୍ବା ତାଙ୍କ ଆଇନ ଆଗରେ କୌଣସି ଖିଲାଡି କୁ ଯିବାକୁ ଦିଅନ୍ତି ନାହିଁ । ପୁଲିସ ନାମନା ଘଟଣା ସହିତ ସଂପୃକ୍ତ ସେ ଘଟଣା ର ରହସ୍ଯ କୁ ବୁଝି ଅପରାଧି ଙ୍କୁ ଧରିବା ତାଙ୍କର ନିତିଦିନିଆ କାମ । ମେରିନ୍ ଜୋସେଫ 2 ବର୍ଷ ତଳେ ସାଙ୍ଗର ଭାଣିଜୀ ସହ ଦୁଷ୍କର୍ମ କରି ସାଉଦୀ ପଳାଇଥିବା ଅଭିଯୁକ୍ତକୁ ଇଣ୍ଟରପୋଲ୍ ସହାୟତାରେ ଧରି ବର୍ତ୍ତମାନ ସମସ୍ତ ଙ୍କର ପ୍ରିୟ ପାଲଟିଛନ୍ତି .। ସେ ଅପରାଧି ଙ୍କୁ ଧରିବା ପଚରେ ଅନେକ ପରିଶ୍ରମ କରିଥିଲେ ଡିସିପି ମେରିନ ଜୋସଫେ ।

ଘଟଣା ଅନୁସାରେ ଅପରାଧି ସୁନୀଲ କୁମାର ଜଣେ 13 ବର୍ଷୀୟ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ କରି ସାଉଦି ଫେରାର ହୋଇଯାଇଥିଲେ । ଅପରାଧି ଙ୍କର ବହୁତ ଖୋଜ ଖବର ସ୍ବତ୍ବେ ତାଙ୍କୁ କେରଳ ରାଜ୍ୟରେ ଦେଖିବାକୁ ମିଳିନଥିଲା କିଛିଦିନ ପରେ ସେ ବିଦେଶ ଗ୍ରସ୍ତ ହୋଇଛନ୍ତି ବୋଲି ଅନୁମାନ କଲା କେରଳର କୋଲ୍ଲମ ପୋଲିସ । ଯାହା ତାଙ୍କୁ ଉକ୍ତ ସନ୍ଦେହଃ ର ସରଳ ଉପାୟ ବାହାର କରିଥିଲେ ମହିଳା ଆଇପିଏସ୍ ।

ପୁଲିସ ସୁନିଲ ଙ୍କ ନାମରେ ମୋଷ୍ଟଓାଣ୍ଟେଟ୍ ଲେଖି ପୋଷ୍ଟ ଚାରିଆଡେ ମାରିଥିଲେ ତାଙ୍କ ନାମ ରେ ପୁଲିସ ଭିବିନ୍ନ ନୋଟିସ ମଧ୍ୟ ଜାରି କରିଥିଲେ । ଅପରାଧି ଙ୍କୁ ପାଇବା ନିମନ୍ତେ ତୁରନ୍ତ ସୁଟ୍ ର ଆଦେଶ ଜାରିକରାଯାଇଥିଲା । ଘଟଣା ଟି 2017 ମସିହାରେ ସୁନିଲ ଛୁଟି ଦିନରେ ତାଙ୍କ ସାଙ୍ଗ ଘରକୁ ବୁଲିବାକୁ ଆସିଥିଲେ ଏବଂ ସୁଯୋଗ ପାଇ ସାଙ୍ଗର ଭାଣିଜି ଙ୍କୁ କରିଥିଲେ ଦୁଷ୍କର୍ମ ପରେ ପିଡିତା ଜଣଙ୍କ ଲୋକଲଜ୍ୟା କୁ ସର୍ଯ୍ୟ ନ କରିପାରି ପ୍ରାଣ ହରାଇଥିଲେ ।। ମାମଲା 2 ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ମନରୁ ଛେଦ ସୁଖି ନଥିଲା ପରିବାର ଲୋକଙ୍କର । କେସ୍ ଟି ବନ୍ଦ ହୋଇଯାଇଥିଲେ ମଧ୍ୟ ପୁଣି ତାହାର ପୁନଃଉଦ୍ଦାର ହୋଇଛି ।

ଅଭିଯୁକ୍ତକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ମେରିନ ।ଡିସିପି ସଂପୂର୍ଣ୍ଣ ତଥ୍ୟ ନେଇ ନ୍ ସିଗନାଲ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସାଉଦି ଆରବରେ ପହଞ୍ଚିଥିଲେ । ଏବେ ପୁଲିସ କବଜା ରେ ଅପରାଧୀ ସୁନୀଲ କୁମାର । ଆଜି ଜଣେ ମହିଳା ଅଫିସର ଙ୍କ ପାଇିଁ ଅପରାଧି ଜଣଙ୍କୁ ସାଉଦୀ ରୁ ଧାରାଯାଇଥିଲା । ଆପଣ ମାନେ ଜାଣିଥିବେ କି ସାଇଦି ଏବଂ ଭାରତ ମଧ୍ୟରେ କେତେ ଦୂରତା ତେବେ ଆଜି ଏହି ମହିଳା ଅଫିସର ଙ୍କର କାର୍ଯ୍ୟକଳାପ ଦେଖି ସମସ୍ତ ପୁଲିସ କର୍ମୀ ସେଲୁଟ କରିଛନ୍ତି ଖାଳି କେରଳ ରାଜ୍ୟରେ ନୁହେଁ ଆଜି ସାରା ଭାରତ ବର୍ଷରେ ତାଙ୍କର ଗୁଣଗାନ କରାଯାଉଛି । ଏହି ଅଫିସର ଙ୍କ ପାଇଁ ଟିକିଏ ଲେଖନ୍ତୁ ଜୟ ହିନ୍ଧ୍ ।

Leave A Reply

Your email address will not be published.