ଶରୀରରେ ଏହି ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ଏହି ଫଳ ,ଏହି ଫଳ ଖାଇଲେ କେଉଁ କେଉଁ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ

0

ଆପଣ ମାନେ ଜାଣିଛନ୍ତି ଯେ ଯେମିତି ମଣିଷ ମାନଙ୍କର ପ୍ରିୟ ସଖା ହେଉଛି ଉତ୍ତମ l ସମସ୍ତେ ଉତ୍ତମ ଶରୀର ପାଇବା ପାଇଁ ସମସ୍ତେ ଅନେକ ପ୍ରକାର ଔଷଧ ଖାଇଥlଏ l ଆମେ ଅନେକ ପ୍ରକାର ଚେର ମୁଲିକା ମଧ୍ୟ ଖାଇଥାଉ l ଯାହା ଦ୍ୱାରା ଆମ ଶରୀର ସୁସ୍ଥ l

କାରଣ କୁହାଯାଏ ଯେ ସ୍ୱାସ୍ଥ୍ୟ ହି ଅମୁଲ୍ୟ ସମ୍ପଦ l ନିଜର ଏକ ସୁସ୍ଥ ଶରୀର ପାଇଁ ମଣିଷ ବିଭିନ୍ନ ପ୍ରକାରର ବ୍ୟାୟାମ ଆଦି ଅଭ୍ୟସ କରିଥlଏ l
ଏହିପରି ଅନେକ ଶାରୀକ ବ୍ୟାୟାମ ତଥା ପ୍ରାଣାୟାମ ଆଦି ବାରବାର କରିଥାଏ l ଏହି ପରି କରି ଏକ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଚେଷ୍ଟା ଆଦି କରିଥାଏ l ଆପଣ ମାନେ ଜାଣନ୍ତି ଏହି ପରି ଶରୀର ସୁରକ୍ଷା ନିମନ୍ତେ ମଧ୍ୟ ଅନେକ ପ୍ରକାର ଆୟୁର୍ବେଦ ଔଷଧ ଖାଇ ଥାଉ l

ଏହି ସବୁ ମଧ୍ୟରୁ ଯାଇ ଫଳ ଅନ୍ୟତ୍ତମ ଅଟେ l ଆଜି ଆମେ ଆପଣଙ୍କୁ ଯହିଁବୁ କି ଦୁସ୍ଥ ଶରୀର ପାଇଁ ଯାଇଫଳରେ କଣ ସବୁ ରହିଛି ଆଉ କେମିତି ଏହି ଫଳ ମଣିଷ ଶରୀର କୁ ସୁସ୍ଥ ରଖେ l

ଆପଣଙ୍କ ଦୈନ ଦିନ ଜୀବନରେ ଏହି ଯାଇ ଫଳ ବହୁତ ଆବଶ୍ୟକ ଅଟେ l କାରଣ ଏହି ଯାଇ ଫଳରେ ଅଛି ବହୁମାତ୍ରାରେ ଅମିନ ସାଇଡ ଯାହା ମଣିଷ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ l ଏହି ଯାଇ ଫଳକୁ ଜଳରେ ପକେଇ ଏହାର ରସ ଖାଇଲେ ଆମକୁ ଥଣ୍ଡା ଆଦି ରୋଗରୁ ମୁକ୍ତି ମିଳିଥାଏ l ଏହି ଜାଇଫଳ ରସ ପିଇବା ମତ୍ରେ ଆମ ଶରୀର ର ଉମୁନିଟି ପାୱାର ବଢ଼ି ଯିବାରୁ ସହଜରେ କୌଣସି ରୋଗର ଆକ୍ରାନ୍ତ ହୋଇ ନଥାଏ l

ଏହି ଯାଇ ଫଳ କୁ ସାଧାରଣ ରୂପେ ଲୋକେ ଗ୍ରାଇଣ୍ଡ କରି ଏହାର ଗୁଣ୍ଡ କୁ ତରକାରୀ ରେ ପକା ଯାଇଥାଏ l ଏହାକୁ ତରକାରୀ ରେ ମିଶାଇଲେ ତରକାରୀ ସ୍ୱାଦିଷ୍ଟ ହେବା ସହିତ ତରକାରୀ ରେ ଏସିଡ ମୁକ୍ତ ହୋଇଥାଏ l ଏହାକୁ ଖାଇବା ଦ୍ୱାରା ଆମର ଇଞ୍ଚୁମୁନିଟି ପାୱାର ବଢିବ ମଧ୍ୟ l

ଏହି ଜାଇଫଳ କୁ ମଧ୍ୟ ଛୋଟ ଛୋଟ ଗୁଣ୍ଡ କାରି ପାନରେ ମିଶି ଖା ଯାଏ ଯାହାକୁ ଖାଇବା ଦ୍ୱାରା ଦାନ୍ତ ମୂଳକୁ ରସ ଆସେ ନାହିଁ l ତେଣୁ ଏହି ଜାଇଫଳ ନିତ୍ୟ ପ୍ରତିଦିନ ଯଦି ଆପଣ ପାନ ଖାଉଥାନ୍ତି ସେଥିରେ ଅଳ୍ପ ମାତ୍ରାରେ ଜାଇଫଳ ମିଶାଇ ଖାନ୍ତୁ l

ତା ଛଡା ଏହି ଜାଇଫଳ କୁ ଯଦି ଜଣେ ପ୍ରତିଦିନ ସକାଳ ପାଣିରେ ପକେଇ ସକାଳ ସେହି ପାଣିକୁ ସକାଳେ ଖାଇଥାଏ ତାହାଲେ ସେହି ମଣିଷ ର ଏସିଡ ଭୟ ରହିବ ନାହିଁ l ଆହୁରି ଏହାକୁ ମିଶା ଯାଇଥିବା ପାଣି ଖାଇଲେ ଆମର ପେଟ ଥଣ୍ଡା ରହେ ଯାହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର ଗର୍ମୀ ରୋଗ ମଧ୍ୟ୍ୟ ହେବ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.