Take a fresh look at your lifestyle.

ଶାସ୍ତ୍ର ଅନୁସାରେ ସ୍ତ୍ରୀ-ପୁରୁଷ ସକାଳୁ ସକାଳୁ କରନ୍ତୁ ଏହି କାମ, ଆପଣ ଦିନସାରା ରହିବେ ଖୁସି

0 6,577

ବିବାହ ଏକ ପବିତ୍ର ବନ୍ଧନ ଏହିବନ୍ଧନରେ ପତି ପତ୍ନୀ ଉଭୟଙ୍କ ମଧ୍ୟରେ କୌଣସି ବି ବିବାଦ ସୃଷ୍ଟି ହେବାଉଚିତ ନୁହେଁ । ବାହାଘର ପରେ ସ୍ତ୍ରୀନିଜ ସ୍ବାମୀର କଥା ଅନୁସାରେ ଚଳିବାପାଇିଁ ପଡେ ଏବଂ ନିଜକୁ ଘର ତଥା ସ୍ବାମୀର ଖୁସି ପାଇିଁ କିଛିନା କିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭିବାକୁ ପଡେ । ଘର କରି ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୁଏ କିନ୍ତୁ ତାହା ଅଳ୍ପଦିନ ପରେ ସବୁଠିକ ହୋଇଯାଏ ।

ବାହାଘର ପରେ ଗୋଟିଏ ପତି ତାର ସ୍ତ୍ରୀପାଖରୁ ସବୁବେଳେ ଭଲପାଇବା ସହ ରମାନ୍ସ କରିବାର ଇଛାରହିଥାଏ ।କିନ୍ତୁ କାହିଁକି ସ୍ବାମୀ ସ୍ତ୍ରୀ ଙ୍କଠାରେ ବିବାଦ ଦେଖାଯାଏ ଓ ନିଜେ ନିଜକୁ ଖୁସିରେ ସାମିଲ ହେଇପାରନ୍ତି ନାହିଁ ଆଜି ଆମେ ଏହି ଖୁସିର ପ୍ରକୃତ ଟିପ୍ସ ଗୁଡିକ ଆପଣଙ୍କ ସହ ସେୟାର କରିବାପାଇିଁ ଯାଉଛୁ।ଯେଉଁ ଟିପ୍ସ ଆପଣଙ୍କୁ ଶାସ୍ତ୍ରଅନୁସାରେ ଖୁସି ଦେବ ଆସନ୍ତୁ ଜାଣିବା ସେ ଖୁସିର ପ୍ରକୃତ ଟିପ୍ସ ବିଷୟରେ ।

ଆପଣ ଯଦି ନିଜ ସ୍ତ୍ରୀସହ ଖୁସିରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣ ସର୍ବପ୍ରଥମେ ସକାଳ ବିଛଣାରୁ ଉଠିଲା ପରେ ତୁମେ ତୁମ ସ୍ତ୍ରୀ ସହ କିଛି ରୋମାନ୍ସ କରନ୍ତୁ ଏହି ରୋମାନ୍ସ କରିବା ପରେ ଆପମଙ୍କ ମନ ପ୍ରଫୁଲ୍ଲ ରହିବ ଏବଂ ଦିନସାରା ଡିପରେସନ ମଧ୍ୟରେ ଗତି କରିବେ ନାହିଁ କିନ୍ତୁ ଯଦି ଆପଣ ଏସବୁ ରୁବାଦ ପଡୁଛନ୍ତି ତେବେମସ୍ତବଡ ଭୁଲ କରିବସୁଛନ୍ତି ।ଆଗକୁ ଜାଣନ୍ତୁ କିପରି ସକାଳ ସମୟରେ ସ୍ତ୍ରୀଙ୍କ ସହ ଦିନ କଟିବ ।ଏବଂ ସକାଳ ସମୟରେ ଶାରୀରିକ ସୁସ୍ଥ ନିମନ୍ତେ ଯୋଗ କରିବା ଉଚିତ ଯାହଦ୍ବାରା ଆପଣ ସବୁବେଳେ ସୁସ୍ଥରହିବେ ଓ ସ୍ତ୍ରୀଙ୍କସାମ୍ମନା ରେ ଉତ୍ତମ ପତିହୋଇପାରିବେ ।

ସକାଳ ସମୟରେ ନିଜର ନିତ୍ୟକର୍ମ ସମାପନା କରିସାରିଲା ପରେ ସ୍ତ୍ରୀଙ୍କ ସହ ଚାହା ପିଅନ୍ତୁ ତାପରେ ସକାଲର ଖବର କାଗଜ ପଡନ୍ତୁ ଯାହା ଆପଣଙ୍କୁ ଆଉକିଛି ଭଲପାଇବା ଦେଇପାରିବ । ମହିଳା ମାନେ ନିଜର ନିତ୍ୟକାମ ସାରି ଅର୍ଥାତ୍ ସ୍ନାନକରି ପୂଜାପାଠସକାଳେ ସ୍ନାନପରେ ତୁଳସୀ ଚଉରାରେ ପାଣିଦେବା ସହିତ ଧୂପଦେଇ ପୂଜା କରିବା ଦରକାର ପୂଜାପାଠ କରନ୍ତୁ ଏବଂ ଘରର ସମସ୍ତ ଗୁରୁଜନଙ୍କୁ ପ୍ରଣାମ କରି ଆର୍ଶିବାଦର ପ୍ରାପ୍ୟ ହୁଅନ୍ତୁ ତାପରେ ସ୍ବାମୀସହ ଘରଭିତରେ କିଛି ରୋମାନ୍ସ କରନ୍ତୁ ଜାଣିବେ ଆପଣଙ୍କର ମନ ଦିନଯାଏଁ ଆଛାଦିତ ରହିବ।ହାଲକା ରୋମାନସ୍ କରନ୍ତୁ, ମନ ଭଲ ରହିବ ।

ସ୍ବାମୀଙ୍କ ସହ କୌଣସି ଜାଗାକୁ ବୁଲିବାକୁ ଯାଆନ୍ତୁ ଯାହାଦ୍ବାରା ଘରର ସମସ୍ତ ଚିନ୍ତାଦୂର ହୋଇଯିବ । ପ୍ରତ୍ୟେକ ସ୍ବାମୀ ସ୍ତ୍ରୀ ଏପରି କରିବା ଦ୍ବାରା ନିଜ ମନମଧ୍ୟରେ କେବେ ଦୁଖଃ ଅନୁଭବ ହେବନାହିଁ ତେଣୁ ଆପଣ ମଧ୍ୟ ଭୁଲିବେ ନାହିଁ ଏପରି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ କାରଣ ଏହା ଆପଣଙ୍କ ଜୀବନକୁ ଆହୁରି ମଜବୁତ କରିଦେବ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.