Loading...

ମୋଦିଙ୍କ ମନ ଝୁମିଲେ ଓଡିଆ ପୁଅ ସତ୍ୟଜିତ୍ ଜେନା । ଗୀତ ଗାଇଲେ ଓଡିଶା ମୋ ଓଡିଶା । ସେୟାର କର ସତ୍ୟଜିତଙ୍କ ପାଇଁ

0 1,318

ଆମ ଓଡିଶା ଗୋଟିଏ ଏପରି ରାଜ୍ୟ ଅଟେ ଯେଉଁଠି ବହୁତ ଲୋକ ମାନେ ନିଜ ର ରାଜ୍ୟ କୁ ଆଗକୁ ନେବା ପାଇଁ ସାହାଯ୍ଯ କରିଥାନ୍ତି । ଯେପରି କି ଆମ ଓଡିଶା ର କଳା କୌଶଳି ଗୁଡିକୁ ରାଜ୍ୟ ବାହାରେ ଦେଖାଇବା ଦ୍ବାରା ବହୁତ ଲୋକ ମାନେ ଇମପ୍ରେସ ହୋଇଥାନ୍ତି ।  ଆଜିକା କ୍ଷେତ୍ରରେ ବହୁତ ଓଡ଼ିଶା ର ଲୋକ ରହିଚନ୍ତି ଯେଉଁମାନେ କି ନିଜର ଜୀବନ ଓଡିଶା ବାହାରେ ହିଁ କଟାଇ ଦେଇଥାନ୍ତି ।

କାରଣ ଓଡ଼ିଶା ର ଆର୍ଥିକ ଅବସ୍ଥ ବହୁତ ଦୁର୍ବଳ ଥିବାରୁ ବହୁତ ଲୋକ ଆଜିକା ସମୟ ରେ ବାହାରେ ଜାଇ ବସିଥାନ୍ତି । ଏହା ସ୍ବତେ ବି ଏପରି କିଛି ଲୋକ ରହିଛନ୍ତି । ଯେଉଁମାନେ ସେହି ଓଡିଆ ଭାଇ ମାନଙ୍କୁ ଫେରି ଆଣିବା ପାଇଁ ଆମ ଓଡ଼ିଶା ର କଳା କୃତି କୁ ବାହାରେ ସ୍ଥାପନ କରିଥାନ୍ତି। କିଛି ଏପରି ଭାବନା ନେଇ ଆମ ଓଡିଆ ପୁଅ ସତ୍ୟଜିତ୍ ଦାସ ଓ ଓଡିଆ ଝିଅ ଅନନ୍ୟ ନନ୍ଦ ଦିଲ୍ମୀ ରେ ଆମ ଓଡିଶା ର ଗାଥା ଗାଇଥିଲେ ।

ସେହି ସଂଗୀତ ର ନାମ ହେଲା ଓଡିଶା ସେ ଆମ ଓଡ଼ିଶା ନାମରେ ଏହି ଗୀତ ଟି ବହୁତ ଲୋକଙ୍କୁ ମୁଗ୍ଧ କରାଇଛି । ଏହି ଗୀତ ଟି ଏବେ ବହୁତ ପରିମାଣ ରେ ଇଣ୍ଟର ନେଟ ରେ ଭାଇରଲ ହେବାରେ ଲାଗିଛ । ଗତ ଶିଶୁ ଦିବସ ରେ ରାଷ୍ଟ୍ରୀୟ ଶୁଶୁ ଉନୟନ ପକ୍ଷରୁ ଏହି ଗୀତ ଟି ଦିଲ୍ମୀ ରେ ଗାଇବା ସହିତ ସେମାନେ ।

ଓଡିଶା ର ନାମ ଉପରକୁ ଉଠାଇଥିଲେ । ତଥା ସେହି ସମୟ ରେ ସେଠାକାର ମୂଖ୍ୟ ଅତିଥି ଭାବେ ଶ୍ରୀ ମୋଦି ଓ ଆର ଏସ ଏସ ସଂଗଠନ ର ମୂଖ୍ୟ ମହାଶୟ ରହିଥିବା ବେଳେ ଲୋକ ମାନେ ବହୁତ ତାଙ୍କ ର ପ୍ରସଂଶା କରିବା ସହିତ ।

ଏହି ଦୁଇ କୁନି ସିଂଗର ମାନଙ୍କ ର ବହୁତ ପରମାଣ ରେ ଚର୍ଚ୍ଚା ହୋଇଥିଲା । ସେତ ବେଳର ଏହି ଗୀତ ଆଝି ମଧ୍ୟ ବହୁତ ଭାଇରଲ ହେବାରେ ଲାଗିଛି । ତେବେ ଏବେକା ସମୟରେ ବହୁତ ଲୋକ ବୁଝି ପାରୁଛନ୍ତି କି ଆମ ଭାରତ ରେ ଓଡିଶା ଭଳି କୈଣସି ରାଜ୍ୟ ରହିଛି ବୋଲି ।

ଏପରି ଦିନ ଥିଲା ଯେତେ ବେଳେ ଓଡିଶା ବୋଲି ବାହାରର ଲୋକ ମାନେ ଜାଣହିଁ ନଥିଲେ । କିନ୍ତୁ ଲୋକ ମାନଙ୍କୁ ଜାଣିବାର ଓ ଟାଣି ଆଣିବାର କାମ କରିଛି । ଓଡିଶା ର କଳା କୃତୀ ଓ ସଂଗୀତ । ଆପଣ ମାନେ ବୋଧ ହୁଏ ଜାଣି ନଥିବେ କି ଏବେ କେବଳ ଭାରତ କାହିଁକି ସାରା ବିଶ୍ବ ରୁ ଲୋକ ମାନେ ବହୁତ ପରିମାଣ ରେ ଆମ ଓଡିଶା ର କଳା କୃତୀ ।ଯେପରି କି କୋଣାର୍କ ଓ ଜଗନ୍ନାଥ ମନ୍ଦିର ଓ ଓଡିଶୀ ଭଳି ପ୍ରମୁଖ ଗୀତି କୁ ଦେଖିବା ପାଇଁ ଲୋକ ମାନେ ଛୁଟି ଆସିଥାନ୍ତି ।

Loading...
Loading...