Loading...

ସ୍କୁଲ ପରିସରରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅସଂଜତ ଅବସ୍ଥାରେ ଧରିଲେ ଗ୍ରାମବାସୀ, ତାପରେ ଯାହା ହେଲା ଆପଣ ଚିନ୍ତା ବି କରିପାରିବେନି…

Loading...

ମନୁଷ୍ୟ ହେଉଛି ସର୍ବଗୁଣରେ ଭୋରପୁର ତା ପାଖରେ ଚିନ୍ତା କରିବାର କଳ୍ପନା କରିବାର ଶକ୍ତ ରହିଛି । ତେବେ ମନୁଷ୍ୟ ପାଖରେ ଏତେ ସବୁ ଗୁଣ ଥାଇ ମଧ୍ୟ ସେ ଅବାଟରେ ଯାଉଛି ଏବଂ ଅନୈତିକ କାର୍ଯ୍ୟରେ ସାମିଲ ରହୁଛି । ମନୁଷ୍ୟ ଯେତେବେଳେ ଦିଗଭ୍ର୍ୟଷ୍ଟ ହୋଇ ଯାଏ ନା ସେତେବେଳେ ସେ କେଉଁ କାମ କରେ ତାହା ଭାବିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମନୁଷ୍ୟ ପାଖରେ ଶିକ୍ଷା ରହି ମଧ୍ୟ ଯେମିତି ଅନ୍ୟାୟ କୁ କାର୍ଯ୍ୟରେ ଲିପ୍ତ ରହୁଛି ମୁର୍ଖ କିମ୍ବା ଅଜ୍ଞାନୀ ବ୍ୟକ୍ତି ମଧ୍ୟ ସେମିତି । ବର୍ତ୍ତମାନର ମନୁଷ୍ୟ ପଶୁ ସହିତ ତୁଲ୍ୟ ହୋଇ ଗଲେନି ଦିନ ପରେ ଦିନ ସେମାନେ ହିଂସ ତଥା କୁତ୍ସିତ କାର୍ଯ୍ୟରେ ସାମିଲ ରହି ସମାଜ ଆଗରେ ଗୋଟିଏ ଅକାମୀ ପାଲଟି ଯାଉଛି

ନିଜର ମନୁଷ୍ୟତ୍ବ କୁ ହରାଇ ବସୁଛି । ଆଜି ଆମେ ଜଣେ ଶିକ୍ଷକ ଏବଂ ଅଙ୍ଗନୱାଡୀ ଦୀଦୀ ଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର ଅନୈତିକ କାରନମା ଦେଖିଲେ ଆପଣ ମଧ୍ୟ କ୍ରୋଧିତ ହେବେ ।

ସ୍କୁଲ ଭଳି ଗୋଚିଏ ଦେବାଳୟ ତଥା ସୁନ୍ଦର ପରିସର ମଧ୍ୟରେ ଶିକ୍ଷକ ମାନେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ସେହି ଜ୍ଞାନ ମନ୍ଦିର ମଧ୍ୟରେ ଶିକ୍ଷକ ଏବଂ ଅଙ୍ଗନବାଡି କର୍ମୀଙ୍କର ଅନ୍ତରଙ୍ଗ ଅବସ୍ଥାରେ ଧରାପଡିଲେ । ଏହି ଘଟଣା ତାଲିମନାଡୁର ଏକ ସରକାରୀ ସ୍କୁଲରେ । ଶିକ୍ଷକ ଜଣଙ୍କ ସରକାରୀ ସ୍କୁଲରେ ଶିକ୍ଷକ ତାଙ୍କର ବୟସ ଏବେ 35 ରୁ ଉର୍ଦ୍ଧ ହେବେ । ସେହି ଶିକ୍ଷକ ଜଣେ ଅଙ୍ଗନବାଡି କର୍ମୀ ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ ।

ସ୍କୁଲ ଛୁଟି ହେବା ପରେ ଏମାନେ ସ୍କୁଲ ପରିସର ମଧ୍ୟରେ ଅଟକି ଯାଇଥିଲେ ଏବଂ ଯାହା କରୁଥିଲେ ତାହା କହିବାକୁ ଲାଜ ଲାଗୁଛି । ପଡୋଶୀ ଲୋକ କୌଣସି ସନ୍ଦେଶ ପାଇ ପରିସର ମଧ୍ୟକୁ ଗଲେ ସେଠାରେ ଯାଇ ତାଙ୍କର କଳାକାରନାମା ଦେଖି ଗ୍ରାମବାସୀ ଅସଂଜତ ଅବସ୍ଥାରେ ଧରିଲେ ଏବଂ ଉତ୍ତେଜନା ପ୍ରକାଶ କରିଥିଲେ

ଗ୍ରାମବାସୀ ମାନେ ଏହି ଦୁଇଜଣଙ୍କୁ ଏପରି ଅବସ୍ଥାରେ ପାଇବା ପରେ ପୁଲିସ କୁ ଖବର ଦେଇଥିଲେ ପରେ ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ରୁଜୁ କରିଛି ।ଗ୍ରାମବାସୀ ମାନେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀଙ୍କୁ ଅସଂଜତ ଅବସ୍ଥାରେ ଧରିବା ପରେ ବାହାର କୁ ଘୋଷାରି ଆଣି ଲୋକ ଙ୍କ ସାମ୍ମାନାରେ ମାଡ ମଧ୍ୟ ମାରିଥିଲେ

ତାଙ୍କର ଏହି ଅନୈତିକ ଚିନ୍ତାଧାରା କୁ ଦେଖି ଗ୍ରାମବାସୀ ସହିତ ଅନ୍ୟ ଶିକ୍ଷକ ମାନେ ନିନ୍ଦା ପ୍ରକାଶ କରିଥିଲେ । ସ୍କୁଲ ଘରୁ ଶିକ୍ଷକ ଓ ଅଙ୍ଗବାଡିକର୍ମୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶିକ୍ଷକଙ୍କୁ ଧରି ନିସ୍ତୁକମାଡ ମାରିଥିଲେ ଲୋକେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସର୍ବନନକୁ ଉଦ୍ଧାର କରି ବିଚାରବିଭାଗୀୟ ହେପାଜତକୁ ନେଇଛି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...