Loading...

ସେପ୍ଟେମ୍ବର ପହିଲାରୁ ନୂଆ ନିୟମ: ଟ୍ରାଫିକ୍‌ ନିୟମ ଅବମାନନା କଲେ ଦେବାକୁ ହେବ ଅଧିକ ଜରିମାନା

Loading...

ଫ୍ରେଣ୍ଡସ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ କୁ ସ୍ବାଗତମ୍ । ଆମର ଏହି ୱେବ୍ସାଇଟ୍ ଆପଣ ମାନଙ୍କୁ ବିଭିନ୍ନ ଗୁରୁତ୍ବପ୍ବର୍ଣ୍ଣ ସୂଚନା ଦେଇଆସିଛି । ସେମିତି ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସୂଚନା ଦେବୁ ଯାହାକୁ ନିୟମ ସହକାରେ ପାଳନ କରିବେ ନଚେତ ଯାଇପାରନ୍ତି ଜେଲ୍ । ଦୁନିଆରେ ଲୋକ ସଂଖ୍ୟା ବଡିବା ଭଳି ଜାନବାଜନ ମଧ୍ୟ ଦୃତ ଗତିରେ ବୁଦ୍ଧି ପାଉଛି ।

ଜାନବାନର ସଂଖ୍ୟା ବୁଦ୍ଧି ପାଇବା ସହିତ ଲୋକ ଙ୍କର ମୃତ୍ୟୁବରଣ ଅକାଳେ ହୋଇଯାଉଛି ଯାହାର ଏକ ମାତ୍ର କାରଣ ହେଉଛି ଲୋକଙ୍କର ଅସାବଧାନତା ଯୋଗୁଁ । ଲୋକ ଗାଡି ଚଳାଉଥିବା ସୟରେ ଟ୍ରାଫିକ୍ ନିୟମ କୁ ଭାଙ୍ଗି ଯାଇଥାନ୍ତି ବିନା ହେଲମେଟ୍ ରେ ଗାଡି ଚଳାଇଥାନ୍ତି । ଏହାର କେତେକ ନିୟମ କୁ ଶାନ ଚାଳକ ଭଙ୍ଗ କରିବା ଦ୍ବାରା ପରିଶେଷରେ ସେମାନେ ମୃତ୍ୟୁ ସହିତ ଲଢେଇ କରନ୍ତି ।

Image result for traffic police new ruleଲୋକ ଙ୍କର ଏହି ଅବମାନନା କୁ ପ୍ରଶାସନ ଆଉ ବେଶି ଦିନ ଧର୍ଯ୍ୟଧରି ରହିପାରିବ ନାହିଁ ତେଣୁ ଲୋକ ଙ୍କୁ ତାଙ୍କ ଭୁଲ ର ନିରାକରଣ ପାଇିଁ ବାହାର କରିଛି କଡା ନିୟମ ଯାହକୁ ଜାଣିବା ଆପଣ ଙ୍କ ନିତ୍ୟାନ୍ତ ଜୁରରୀ । ଯଦି କୌଣସି ଚାଳକ ଟ୍ରାଫିକ ନିୟମ କୁ ଭଙ୍ଗ କରନ୍ତି ତେବେ ସେ ମୋଟା ଅଙ୍କରେ ଗଣିବେ ଟଙ୍କା । ତାଙ୍କ ପାଇିିିଁ ଏହି ନିୟମ ମହଙ୍ଗା ସାବ୍ୟସ୍ତ ହୋଇଛି । ସେପ୍ଟେମ୍ବର ପହିଲାରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ., ଯେଉଁ ନିୟମ ରେ ଟ୍ରାଫିକ୍ ନିୟମ କୁ ନ ମାନିଲେ ମୋଟା ଅଙ୍କର ଜୋରିମାନା ଭରିବେ ।

Image result for traffic police new ruleତହା ଛଡା ଯଦି କୌଣସି ବ୍ୟକ୍ତି ଆପତ୍ତିଜନକ 102 , 108. ଏବଂ ଦମକଳ ଆଦି ଜନବାହନକୁ ଅଟେଇକା ପାଇିଁ ପ୍ରୟାସ କରନ୍ତି ତେବେ ତାଙ୍କୁ 10 ହଜାର ଟଙ୍କା ଜୋରିମାନା ଲାଗିବ । ସେହିପରି ଯଦି ଚାଳକ ଗାଡି କୁ ଦୃତ ଗତିରେ ଚଳାନ୍ତି ତେବେ ତାଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପ୍ଟେମ୍ବର ପହିଲାରୁ ଯେଉଁ ବ୍ୟକ୍ତି ଟ୍ରାଫିକ୍ ନିୟମ କୁ ଭାଙ୍ଗିବ ସେ 100 ଟଙ୍କା ପ୍ରତିବଦଳରେ 5000 ଟଙ୍କା ଜୋରିମାନା ପୁରିବ ।

ବିନା ହେଲମେଟ୍ ରେ ଗାଡି ଚଳାଇଲେ କିମ୍ବା ଗାଡ଼ି ଚଲାଇଲା ବେଳେ ସିଟ୍‌ ବେଲ୍‌ଟ ନପିନ୍ଧିଥିଲେ ଦଶ ହଜାର ଟଙ୍କା ଭରିବେ ଚାଳକ । ଏପରିକି ବିନା ଢ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବାର ଧରା ପଡିଲେ ପୁରିବେ 5000 ହଜାର ଟଙ୍କା । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...