ଶରୀରର ଏହି ଜାଗାରେ ଆଜିହିଁ ବାନ୍ଧନ୍ତୁ “କଳା ସୁତା”ଦେଖିବେ ସବୁଥିବ ଆପଣଙ୍କ ପାଦ ତଳେ

ଆଜିକାଲି ଲୋକମାନେ ଖରାପ ଦୃଷ୍ଟିର ଶିକାର ହେଉଛୋନ୍ତି।ସାଧାରଣତ ବୟସ୍କ ଲୋକମାନେ ମାନିଥାନ୍ତି ଯେ କୌଣସି ଶୁଭକାର୍ଯ୍ୟ କଲେ କଳା ରଙ୍ଗର ପୋଷାକ ପିନ୍ଧିଲେ ତାହା ଅଶୁଭ ମାନିଥାନ୍ତି।କାରଣ କଳା ରଙ୍ଗର ପୋଷାକ ପିନ୍ଧିଲେ ତା ଚାରିପାଖେ ଆତ୍ମାମାନେ ଘୁରିବୁଲିଥାନ୍ତି। ଯେତେବେଳେ ଆପଣଙ୍କ ମନରେ ଖରାପ ଆତ୍ମାର ଚିନ୍ତା ଆସିଥାଏ  ।

ସେତେବେଳେ ସେଇସମୟରେ କଳା ଦୌଡିର ଚିନ୍ତା ସର୍ବପ୍ରଥମେ ଆସିଯାଇଥାଏ।ଏବେ ମଧ୍ୟ ଲୋକମାନେ ଖରାପ ଦୃଷ୍ଟିରୁ ବଞ୍ଚିବା ପାଇଁ କଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି ଆଉ କଳା ରଙ୍ଗର ଦୌଡ଼ି ଗୋଡ଼ରେ ବାନ୍ଧିଥାନ୍ତି।

ଆଜି ଆମେ କଳା ରଙ୍ଗ ବିଷୟରେ କିଛି ଆଲୋଚନା କରିବା ଯାହାକୁ ଆପଣ ମାନିଲେ ବା ପାଳନ କଲେ ଆପଣଙ୍କ ପାଦ ତଳେ ସବୁ ଜିନିଷ ଆସିଯିବ।ଆପଣଙ୍କୁ କହିଦେବାକୁ ଚାହିଁଚୁଯେ ଆମେ ଯାହା କହିବୁ ତାହା କଲେ ମାତା ଲଷ୍ମୀଙ୍କ କୃପା ଆପଣଙ୍କ ପଡିବ ଆଉ ସର୍ବଦା ରହିବ।ମାତା ଲଷ୍ମୀଙ୍କ କୃପା ରହିଲେ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ।ଯାହା ଚାହିଁବାକୁ ଇଚ୍ଛା କରିବେ ତାହା ଆପଣଙ୍କୁ ଶୀଘ୍ର ମିଳିଯିବ।

ଆମ ଦ୍ୱାରା କୁହାଯାଇଥିବା କଥା କୁ ଆପଣ ପରୀକ୍ଷା କଲେ ତେବେ ଜାଣିପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ବଜାରରୁ କଳା ସୂତା ବା ଦୌଡ଼ି ଆଣିବାକୁ ପଡିବ।ତାପରେ ଏହାକୁ ମଙ୍ଗଳବାର ନହେଲେ ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ସେଠାରେ ଛୋଟଛୋଟ ଗଣ୍ଠି ପକେଇବେ ହନୁମାନଙ୍କ ନିକଟରେ ରଖି ହନୁମାନଙ୍କ ସିନ୍ଦୁର ସେଇ ଦୌଡ଼ି ରେ ଲଗାଇଦିଅନ୍ତୁ।

ଏହିପରିକରିବା ପରେ ସେଇ ଦୌଡ଼ି ବା ସୂତା କୁ ଆପଣଙ୍କ ଘରର ମୁଖ୍ୟଦୁଆରୋ ରେ ବା ଲୋକରରେ ବାନ୍ଧିଦିଅନ୍ତୁ ଯଦି ଆପଣ ଏହିପରି କରିବେ ତେବେ ଆପଣଙ୍କ ଘରେ ଧନ ବର୍ଷା ହେବ ଆଉ କୌଣସି ଅଶାନ୍ତି ଦେଖାଦେବନାହିଁ ଆପଣ ଯଥାଶୀଘ୍ର ମାଲାମାଲ ହେଇଯିବେ।

ମାତା ଲଷ୍ମୀଙ୍କ କୃପା ଦୃଷ୍ଟି ସହ ହନୁମାନଜି ଙ୍କ କୃପା ଆପଣଙ୍କ ଘର ଉପରେ ପଡିବ ଯାହାଫଳରେ ଆପଣଙ୍କ ଘରେ ସୁଖଶାନ୍ତି ତଥା ସୁଖର ଦିନ ଆରମ୍ଭ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।