Take a fresh look at your lifestyle.

ସିଲିଣ୍ତର ଶେଷ ହେବାପରେ ଦ୍ୱିତୀୟ ସିଲିଣ୍ତର ଲଗାଇଲେ , ତାପରେ ହେଲା ଏଭଳି ଧମାକା , ଜୀବନ୍ତ ଦଗ୍ଦ ହୋଇଗଲେ ମା ବାପା ଓ ପୁଅ – ପଢନ୍ତୁ କିପରି ହେଲା ଏ ଅଘଟଣ.

0 5,130

ପୁଣି ଗୋଟିଏ ଗୁରୁତ୍ବର ଘଟଣା ଘଟିଥିବାର ନଜର ଆସିଛି ।କେନ୍ଦ୍ର ସରକରା ପ୍ରଦାନ କରିଥିବା ଏଲପିଜି ଗ୍ୟାସ ଶେଷ ହେବା ପରେ ଦିତୀୟ ଗ୍ୟାସ ଲଗାଇବା ପରେ ଗ୍ୟାସ ବ୍ଲାଷ୍ଟ ହୋଇଛି ।ଏବଂ ଏହି ବ୍ଲାଷ୍ଟରେ ତିନି ତିନି ଜାବନ ଜାଇଥିବାର ସୂଚନା ମିଳିଛି । ଘଟଣା ଟି ହେଉଛି ,ମଧ୍ୟପ୍ରଦେଶର ଗ୍ୱାଲିୟରରେ । ଗତ ସୋସବାର ଦିନ ସମୟ 8.30 ମିନିଟ୍ ବହୋଡାପୁର କ୍ଷେତ୍ରରେ ବିନୟ ନଗର ଗାଁର

ଏକ ଘରେ ଏହି ଗ୍ୟସ ବ୍ଲାଷ୍ଟ ହେବା ଦ୍ବାରା ସବୁ ଧନ ଜୀବନ ନ୍ୟଷ୍ଟ ହୋଇ ପାଉଁଶ ପାଲଟିଯାଇଛି । ଆସନ୍ତୁ ଜାଣିବା ଏହି ଘଟଣା ମଧ୍ୟରେ ଥିବା ପ୍ରକୃତ ରହସ୍ୟ । ଏହି ଗୁରୁତ୍ବର ଘଟଣାରେ ପତି . ସ୍ତ୍ରୀ ଏବଂ 26 ବର୍ଷୀୟ ପୁଅ ସପୂର୍ଣ୍ଣ ଜଳିଯାଇଛନ୍ତି । ସୂଚନା ମୁତାବିକ ସବୁଠିକ ଠାକ ଥିବା ସ୍ଥଳେ ହଠାତ୍ ପୁରା ଘର ନିଆଁ ଲାଗିବାର ଦେଖାଯାଇଛି ।

ଏବଂ ତିନି ଜଣ ସଦସ୍ୟଙ୍କର ପ୍ରାଣ ଯାଇଥିଲା । ତାଙ୍କ ଝିଅ ଦିପା ସେ କିନ୍ତୁ ଆହାତ ଅବସ୍ଥାରେ ରହିଛନ୍ତି ।ତା ତଳେ ଭାଇ ଏକା ଥିଲା ରୋଷେଇ ଘରେ କେବଳ ମା ଏବଂ ବାପା ଥିଲେ ମୁଁ ମୋର ଜେଜେ ମା ରୋମରେ ଟିଭି ଦେଖୁଥିଲି . କିଛି ସମୟ ପରେ ମା ବାପା ଙ୍କ ପାଇିଁ ଛାତ ଉପରକୁ ଚାହା ନେଇ ଗଲେ । ମା ଚାହା ବନାଇ ସମୟରେ ହଠାତ୍ ଗ୍ୟାସ ସରିବା ଗଲା ଯାହା ଫଳରେ ବାପା ଆଉ ଗୋଟିଏ ଗ୍ୟାସ ଧରି ଗଲେ ତାହା ପରେ କଣ ହେଲା ସେ ଜଣନ୍ତି ।

ଦିପା ଙ୍କର କହିବା ମୁତାବିକ ଯେତେବେଳେ ବ୍ଲାଷ୍ଟ ହେଲା ତ ସେତେବେଳେ ମୁଁ ବାହରେ ପଡିଥିଲେ କିନ୍ତୁ ଅନ୍ୟ ମାନଙ୍କୁ ବଞ୍ଚାଇବା ପାଇିଁ ସେ ଶିଡି ବାଟେ ରୋମ କୁ ଯିବା ପାଇିଁ ପ୍ରୟାସ କଲେ କିନ୍ତୁ ସେ ରୋମ କୁ ଯିବା ସମୟରେ ତାଙ୍କ ଭାଇ ଏବଂ ବାପା ମା ଙ୍କର ଅନ୍ତିମ ଚିତ୍କାର ଶୁଣାଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଇପାରିଲି ନାହିଁ । ତାଙ୍କ ଆଖି ସାମ୍ମନାରେ ତିନୋଟି ପ୍ରାଣ ଛିନ ବିନ ହୋଇଗଲା ।

ଦିପା ତାଙ୍କ ପରିବାର ଲୋକଙ୍କର ଦେହାନ୍ତ ଦେଖି ସେ ମଧ୍ୟ ଅଚେତ ହୋଇଯାଇଛନ୍ତି । ପ୍ରତି ମୃହର୍ତ୍ତରେ ସେ ତାଙ୍କ ଭାଇ ଏ ବାପା ମା ହ୍କୁ ଖୋଜୁଛନ୍ତି ।କାରଣ ଘଟଣା ଘଟିବା ର କିଛି ସମୟ ପୂର୍ବରୁ ସେ ତାଙ୍କ ପରିବାର ସହିତ ଥିଲେ ମାତ୍ର କ୍ଷଣଟି ସମୟ ସବୁ ଛାରକାର କରିଦେଲା ।ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.