ସ୍କୁଲ ରେ ପଢ଼ୁଥିବା ପିଲାଙ୍କ ପାଇଁ ଆସିଲା ଖୁସି ଖବର। ଏହି ତାରିଖରେ ପ୍ରକାଶ ପାଇବ ରେଜଲ୍ଟ , ସ୍କୁଲ ରେ ଆପଣଙ୍କ ପିଲା ପଢୁଥିଲେ ନିଶ୍ଚୟ ଦେଖନ୍ତୁ

0 1,804

ଆଜି ଆମେ ଜାଣିବା 2020 ର ମାଟ୍ରିକ ପରୀକ୍ଷା ଫଳ କେବେ ପ୍ରକାଶିତ ହେବ । ତେବେ ବର୍ତ୍ତମାନ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଏବେ ଏକ ବହୁତ୍ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଯେମିତି କି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ କରନା ଭାଇରସ ର ସିଜୀନି ଚାଲିଛି । ଏହି କରନା ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ଦେଶ ରେ ଲକ୍ ଡାଉନ୍ ଜାରି କରା ଯାଇଛି। ଏହି ଲକ୍ ଡାଉନ୍ ପାଇଁ ଦେଶ ର ତଥା ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ମାନ ବନ୍ଦ୍ ରହୁଚି ।

ତେବେ ସ୍କୁଲ୍ ଓ ଗଣ ଶିକ୍ଷା ପରିଷଦ ର ନିର୍ଦ୍ଦେଶ ରେ ଏହି ଲକ୍ ଡାଉନ୍ ସମୟ ରେ ମାଟ୍ରିକ ପରୀକ୍ଷା ରେ ରେଜଲ୍ଟ ବାହାରି ବା ଖାତା ର ମୂଲ୍ୟାୟନ କରା ଯାଇଛି ।

ତେବେ ରାଜ୍ୟ ରେ ସାଢେ଼ 5 ଲକ୍ଷ ରୁ ଅଧିକ ପିଲା ମାନେ ମାଟ୍ରିକ ପରୀକ୍ଷା ଦେଇ ଥିଲେ ଯେଉଁ ମାନଙ୍କ ର ଖାତା ର ମୂଲ୍ୟାୟନ କରାଯାଉ ଅଛି । ତେବେ କଣ ରହିଛି ଅପଡେଟ ଚାଲନ୍ତୁ ସମ୍ପୂର୍ଣ ଭାବେ ଜାଣି ନେବା ।

ତେବେ ଦେଖନ୍ତୁ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଏବେ କହିଛନ୍ତି ଯେ ଜୁଲାଇ ଶେଷ ସୁଧା ଯାହା କି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇ ଯିବ। ତେବେ ଆପଣ ମାନେ ଯେମିତି ଜାଣିଥିବେ କରନା ମହାମାରୀ ଯୋଗୁ ଯାହା କି ଖାତା ଦେଖା ଗୁଡ଼ିକୁ ବନ୍ଦ୍ କରି ଦିଆ ଯାଇଛି। ଓ ବର୍ତ୍ତମାନ ପୁଣି ଥରେ ଖାତା ଦେଖା ଆରମ୍ଭ ହୋଇ ଯାଇଛି । ଏହି ମାସ ଶେଷ ସୁଦ୍ଧା ଯାହା କୁ ଏହି ମାସ 30 ତାରିଖ ସୁଦ୍ଧା ଦଶମ ଶ୍ରେଣୀ ର ସବୁ ଖାତା ଦେଖା ଶେଷ ହୋଇ ଯିବ ।

ଯାହାକି ଜୁଲାଇ ମାସ ଶେଷ ସୁଦ୍ଧା ଆପଣ ଙ୍କ ମାଟ୍ରିକ ପରୀକ୍ଷା ର ର ଫଳ ବାହାରି ଯିବ । ଚଳିତ ବର୍ଷ ଯାହା କି ଏହି ବର୍ଷ ସାଢେ଼ 5 ଲକ୍ଷ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିଲେ । ସେହି ସାଢ଼େ 5 ଲକ୍ଷ ପିଲାଙ୍କ ର ରେଜଲ୍ଟ ବାହାରି ବା ପାଇଁ ଯାଉଚି । ତ ଯଦି ଆପଣ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ଜାଣିଛନ୍ତି ଯେ ଇଣ୍ଡିଆ ଓ ଓଡ଼ିଶା ରେଜଲ୍ଟ ଡ଼ଟ୍ ଏନସିସି ଡ଼ଟ୍ କମ୍ ରେ ଦେଖି ପାରିବେ ।

ଏହି ୱେସାଇଟ ରେ ରେଜଲ୍ଟ ଦେଖି ପାରିବେ । ଏହି ରେଜଲ୍ଟ କିପରି ବାହାର କରିବେ ଏହା ର ପ୍ରୋଷିଯୋର୍ ମଧ୍ୟ କହିଦେବି । ତେବେ ଯାହା କି ଆପଣ ଜାଣି ପାରୁଥୁବେ ଯେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ବା ଦଶମ ପରୀକ୍ଷା ର ରେଜଲ୍ଟ ଟି ପ୍ରକାଶ ପାଇବ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଡେଟ୍ ଆସି ନାହିଁ  ।

ଯାହା କି କନଫର୍ମ ଡେଟ୍ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ପାଇଁ କି ଏହି ଡେଟ୍ ରେ ରେଜଲ୍ଟ ଟି ପ୍ରକାଶ ପାଇବ । ତେବେ ରେଜଲ୍ଟ ପ୍ରକାଶ ପାଇବାର ସଠିକ୍ ଡେଟ୍ ଆସିଲେ ଓ କିପରି ଆପଣ ଏହାକୁ ଦେଖୁ ପାରିବେ ଏହାର ସମ୍ପୂର୍ଣ ଖବର ମୁଁ ଆପଣ ଙ୍କୁ କହିଦେବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।

Leave A Reply

Your email address will not be published.