ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ଉର୍ବସି ଙ୍କର ଏହି ଭୟଙ୍କର ମଂଜୁଳିକା ଵାଲା ଲୁକ । ଫ୍ୟାନସ ମାନେ କେବଳ ଗୋଟେ ପ୍ରଶ୍ନ ହି ପଚାରିଲେ

0

ଉର୍ବଶୀ ରାଉତେଲା ତାଙ୍କ ବଲିଉଡ କ୍ୟାରିଅରର ପ୍ରଥମେ ସିଂ ସାଵ ଦି ଗ୍ରେଟ ଫିଲ୍ମ ରୁ ଆରମ୍ଭ କରିଥିଲେ । ସେ ଯେତେବେଳେ ପ୍ରଥମେ ବଲିଉଡ ରେ ପାଦ ରଖିଲେ ତାଙ୍କ ବୟସ ମାତ୍ର ୧୭ ବର୍ଷ ଥିଲା । ସେ ଏବେ ମାତ୍ର ୨୫ ବର୍ଷ ବୟସ ର ଅଟନ୍ତି ମାତ୍ର ସେ ବହୁତ ନାମ କମେଇ ସାରିଛନ୍ତି । ସେ ୨୦୧୫ ରେ ଭାରତ ତରଫ ରୁ ମିସ ୟୁନିଭର୍ସ କଣ୍ଟେଷ୍ଟ ରେ ଭାଗ ନେଇଥିଲେ ।

ଯେତେବେଳେ ତାଙ୍କ ନାଁ ନିଆଯାଏ ତ ସର୍ବଦା ଆମକୁ ଭାରତ ର କିଛି ସବୁଠୁ ସୁନ୍ଦର ଅଭିନେତ୍ରୀ ମାନଙ୍କର ବର୍ଣନା କରିବାକୁ ପଡିଥାଏ । ଆଉ ସେ ଶେଷ ଥର ପାଇଁ ତାଙ୍କ କମେଡି ଫିଲ୍ମ ପାଗଲପନ୍ତି ରେ ନଜର ଆସିଥିଲେ ।ସେ ହୁଏତ ଫିଲ୍ମ ଦୁନିଆ ରେ ଏତେ ଏକ୍ଟିଭ ରୁହନ୍ତି ନାହିଁ ମାତ୍ର ସେ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ ରୁହନ୍ତି ଆଉ ତାଙ୍କ ଫୋଟୋ ପାଇଁ ବହୁତ ଚର୍ଚ୍ଚା ରେ ରୁହନ୍ତି । ସେ ବହୁତ ଥର ତାଙ୍କ ଇଂଷ୍ଟାଗ୍ରାମ ରେ ଫୋଟୋ ପାଇଁ ଚର୍ଚ୍ଚା ରେ ରହିଛନ୍ତି ଆଉ ଆଜି ବି ସେ ତାଙ୍କ ଏକ ଫୋଟୋ ପାଇ ହି ଚର୍ଚ୍ଚା ରେ ଆସିଛନ୍ତି । ସେ ଏହି ଫୋଟୋ ରେ ଭୁଲ ଭୁଲେଇଆ ୨ ର ମଂଜୁଳିକା ଚରିତ୍ର ରେ ଦେଖା ଯାଉଛନ୍ତି ।

ଆପଣଙ୍କୁ ଫୋଟୋ ବାବଦରେ କହିବୁ ତ ଏହି ଫୋଟୋ ରେ ଉର୍ବଶୀ ବହୁତ ଭୟଙ୍କର ଦେଖା ଯାଉଛନ୍ତି । ସେ ତାଙ୍କ ମୁହଁ ରେ ଏକ ଖୋଲା ଖୋଲା ଚୁଟି ପକେଇଛନ୍ତି ଆଉ ସିଂଥି ରେ ମୋଟା ସିନ୍ଦୁର ଗାର ଆଉ ତାଙ୍କ ଆଖି ତଳେ ପୁରା କଳା ଅଛି । ସେ ପୁରା ଭୁଲ ଭୁଳେଇଆ ର ମଂଜୁଳିକା ଚରିତ୍ର ରେ ଦେଖା ଯାଉଛନ୍ତି । ଏହି ଚରିତ୍ର ସର୍ବ ପ୍ରଥମେ ବିଦ୍ୟା ବାଲନ ଭୁଲ ଭୁଳେଇଆ ରେ କରିଥିଲେ ।

ଏହା ବିଶ୍ୱାସ ଯୋଗ୍ୟ କି ବିଦ୍ୟା ବି ଉର୍ବଶୀ ଙ୍କର ଏହି ରୂପ ଦେଖି ଅତି ଚକ୍କିତ ରହିଯିବେ ।ତାଙ୍କ ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ଆଉ ତାଙ୍କ ଏହି ଅବତାର କୁ ଫ୍ୟାନସ ମାନେ ବହୁତ ପସନ୍ଦ କରୁଛନ୍ତି । ତାଙ୍କ ଏହି ଅବତାର ଦେଖିବା ପରେ ଫ୍ୟାନସ ମାନଙ୍କର ଗୋଟେ ହି ପ୍ରଶ୍ନ କି ପ୍ରକୃତରେ ଉର୍ବଶୀ ଏପରି ଅବତାର କାହିଁକି ନେଇଛନ୍ତି ।

ଏହା ଜାଣିବା କଥା କି ବୋଧେ ଭୁଲ ଭୁଳେଇଆ ୨ ରେ ସେ ହି ମଂଜୁଳିକା ଚରିତ୍ର ରେ ଆସିବ । ତ ଏହି କିଛି ଦିନ ପୂର୍ବରୁ ଭୁଲ ଭୁଲେଇଆ ୨ ର ଏକ ପୋଷ୍ଟର ରିଲିଜ ହେଇଥିଲା ଯେଉଁଥିରେ କି କାର୍ତ୍ତିକ ଆରୟାନ ନଜର ଆସିଥିଲେ । ତାଙ୍କ ଅବତାର ଅକ୍ଷୟ କୁମାର ଙ୍କ ପରି ଥିଲା । ଉର୍ବଶୀ ସୁନ୍ଦର ହେବା ସହ ବହୁତ ବୋଲଡ଼ ବି ଅଟନ୍ତି । ଆଉ ସେ ତାଙ୍କ ଏହି ଫୋଟୋ ପାଇଁ ଚର୍ଚ୍ଚା ରେ ରୁହନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.