Loading...

ସୋନାଲି ଙ୍କ ପରେ ପ୍ରିୟଙ୍କା ପଡିଲେ ଏହି ବଡ ରୋଗ ରେ । ବଞ୍ଚିବାର ଆଶା ହେଲା କମ୍ ।

0 1,433

ବଲିଉଡ ଏକ ଏପରି ଗୋଟିଏ ଷ୍ଟେଜ ଅଟେ କି ଯେ କୈଣସି ବି କାଳାକାରଙ୍କୁ ଏଠାରେ ତିଷ୍ଟି ହୋଇ ରହିବା ପାଇଁ ବହୁତ କଷ୍ଟ କରିବା ପାଇଁ ପଡିଥାଏ ତେବେ ଆଜିର ଦିନ ମାନଙ୍କରେ ଏପରି କିଛି ଅଭିନେତା ରହିଛନ୍ତି ଯେଉଂ ମାନଙ୍କ ପାଇଁ ଆମେ ମାନେ ବହୁତ ଝୁରୁଥାଏ ।

ଯେ ପରି କହିବା ପାଇଁ ଗଲେ ସଲମାନ ସାରୁଖ ଓ ରଜନାକାନ୍ତ ଓ ଏପରି ବହୁତ ଅଭିନେତା ଯେଉମାନେ ରହିଛନ୍ତି ଯେଉଁ ମାନଙ୍କୁ ଆମେ ବହୁତ ପରିମାଣ ରେ ଝୁରୁଥାଏ ।

ତେବେ ଏହି କିଛି ଦିନ ତଳେ ହ଼ଦ ଘାତ ରେ ମୃତ୍ୟୁ ହୋଇଥିବା ଶ୍ରୀ ଦେବୀ ଙ୍କୁ ଲୋକ ମାନେ ଆଜି ବି ବହୁତ ପରମାଣ ରେ ଝୁରୁଛନ୍ତି । ଠିକ୍ ଏହି ପରି ଗୋଟିଏ ଘଟଣା ହେବାକୁ ଜାଉଛୁ ପ୍ରିୟଙ୍କା ଙ୍କ ସହିତ ଓ ଏପରି ସ୍ଥଳ ରେ ଏହି କିଛି ଦିନ ହେଲା ପ୍ରିୟଙ୍କା ଙ୍କୁ ଗୋଟିଏ ବଡ ରୋଗ ହୋଇଛି ବୋଲି ଜଣଆ ପଡିଛି ।

ଜାହାକି ଠିକ୍ ଏହି ପରି ରୋଗ କିଛି ଦିନ ତଳେ ସୋନାଲି ଙ୍କୁ ହୋଇଥିବାର ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ଏହି ରୋଗ ଟି କଣ ଓ ଏହା କଣ ପ୍ରିୟଙ୍କା ଙ୍କ ଜୀବନ ନେଇ ପାରେ ହଁ ଆଜ୍ଞା ଏହା ହେବା କିଛି ବି ଅସମ୍ଭବ ନୁହେଁ କାରଣ ମଣିଷ ଜୀବନ ଟି ପାଣି ର ଫୋଟକା ଭଲି ।

ଗତ କାଲି ଏହି ପରି ଭାବେ ନିଜର ର ସୋସିଆଲ ମିଡିଆ ରେ କହିଥିବା ବେଳେ ତାଙ୍କର ରୋଗ ବିଷୟ ରେ ସେ ଆଲୋଚନା କରିଥିଲେ । ଓ କହିଥିଲେ ତାଙ୍କୁ ଏହି କିଛି ଦିନ ହେଲା ସ୍ବାଶ ରୋଗ ଭଳି ବହୁତ ବଡ ସମସ୍ୟା ଦେଖା ଦେବାରେ ଲାଗିଛି । ଓ ଖାସ୍ ,ସେ ଏଇଥି ପାଇଁ କୈଣସି ବି କାର୍ଯ୍ଯ ପୂରଣ କରି ପାରୁ ନାହାନ୍ତି ବୋଲି ସେ କହିଥିଲେ ।

ଏପରି ବି କହିଥିଲେ କି ସେ ଏବେ ଉଚ୍ଚ ତାଲା ବିଲ୍ଡଇଂ ରେ ରହିବା ଓ ଉଡା ଜାହାଜ ରେ ଦୂର ଯାତ୍ରା କରି ପାରୁ ନାହାନ୍ତି ବୋଲି କାରଣ ଏଇଥିରେ ତାଙ୍କର ଏହି ରୋଗ ତୁରନ୍ତୁ ବାହାରୁଛୁ । ଓ ଏହା ବି କହିଥିଲେ ସେ ଏହା ପୂର୍ବ ରୁ କେବଳ ଘର ଲୋକ ଙ୍କୁ ଏହି କଥା କହିଥିଲେ ଓ ଏବେ ସେ ନିଜର ସୋସିଆଲ ମିଡିଆ ରେ ଅନ୍ୟ ମାନଙ୍କୁ ବି କହୁଛନ୍ତି ।

ତେବେ ଏହି ରୋଗ ରୁ ସେ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ବ୍ୟବସ୍ଥା ବି କରୁଛନ୍ତି ବୋଲି ଜଣ ପଡିଛି । ତେବେ ଏହି କିଛି ଦିନ ତଳେ ଠିକ୍ ଏହି ପରି ଗୋଟିଏ ରୋଗ ରେ ଫସି ରହିଥିଲେ ସୋନାଲି ଓ ଏହି ରୋଗ ରୁ ତାଙ୍କୁ ବାହାରି ବା ପାଇଁ ବହୁତ ଦିନ ଲାଗିଥିବା ବେଳେ ଏପରି ଭାବେ ପ୍ରିୟଙ୍କା ଙ୍କୁ ବି ହେବା ନେଇ ସେ ବହୁତ ଚିନ୍ତା ରେ ରହିଛନ୍ତି ବୋଲି ଜଣଆ ପଡିଛି ।

Loading...
Loading...