Loading...

ଆଉ ଆମ ଗହଣରେ ନାହାନ୍ତି ସାଉଥ୍‌ ର ପପୁଲାର କମେଡିଆନ … ଜଣାନ୍ତୁ କେମିତି ଅଚାନକ ମୃତ୍ୟୁ ର ଶିକାର ହେଲେ

Loading...

ପୁଣି ଗୋଟିଏ ପିଲ୍ମ ଇଣ୍ଡଷ୍ଟ୍ରି ରୁ ଆସିଲା ଦୁଖଃର ବିଷୟ । ସାଉଥ୍ ଇଣ୍ଡିଆର ଏକ ହାସ୍ୟ ଅଭିନେତା ଭେନୁ ମାଧମ ଙ୍କ ଆଜି ପରଲୋକ ହୋଇଯାଇଛି । ଭେନୁ ମାଧବ ହାଇଦ୍ରାବାଦ୍ ଫିଲ୍ମ ଜଗତରେ ସମସ୍ତ ଙ୍କୁ ଟିଭି ପରଦାରେ ହସାଇ ପାରୁଥିଲେ ଆଜି ସେହି ହସ ସମସ୍ତ ଙ୍କ ପାଇିଁ ଲୁହର ବିଷୟ ପାଲଟିଛି । ଭାନୁ ମାଧମ ହେଉଛନ୍ତି ଜଣେ ବରିଷ୍ଟ ହାସ୍ୟ ଅଭିନେତା ସାଉଥ ଫିଲ୍ମ ଜଗତରେ ସେ ଅନେକ ନାମ କମାଇଛନ୍ତି ।ତାଙ୍କର ପ୍ରଶଂସା ବଲିଉଡ୍ ଠାରୁ ଆରମ୍ବ କରି ହଲିଉଡ୍ ପର୍ଯ୍ୟନ୍ତ ସବୁଠି ରହିଛି

ଭାନୁ ମାଧବଙ୍କୁ ଫିଲ୍ମ ଦୁନିଆର ହାସ୍ୟ ଅଭିନେତା ଭାବରେ ମାନାଯାଏ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ମାନାଯାଉଥିବା ମାଧବ ଙ୍କର ଆଜି ଶେଷ ନିଶ୍ବାସ ତ୍ୟାଗ ହୋଇଛି । ସେ ରୋଗୀଣ ଅବସ୍ଥାରେ ଜୀବନ କାଟୁଥିଲେ ତେଣୁ ସିକନ୍ଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଇଥିଲେ କିନ୍ତୁ ,ସେ ଆଉ ସୁସ୍ଥ ହୋଇ ଫେରିଲେ ନାହିଁ ଯାହା ଫଳରେ

ଆଜି 12 ବାଜି 21 ମିନିଟ୍ ରେ ଭୁ ମାଧବ ଏ ଧାରାଧାମରୁ ନିଜର ଇହ୍ୟକାଳ ସମାପ୍ତ କରି ଆଜି କୋଟି କୋଟି ଦର୍ଶକ ଙ୍କ ମଧ୍ୟରେ ଶୋକର ଛାୟା ଭୋରି ଦେଇଗଲେ

କିନ୍ତୁ ଦୁଖଃର ବିଷୟ ଏହି କି ଯେ ଭାନୁ ମାଧବ ଙ୍କର ବେଶି ବୟସ ହୋଇନଥିଲା ମାତ୍ର 39 ବର୍ଷ ବୟସରେ ଆଜି ମୃତ୍ୟୁବରଣ କରିଛନ୍ତି । ଭାନୁ ଅନେକ ଦିନ ଧରି ଲିଭର ଏବଂ କିଡିନୀ ସଂକ୍ରାମକ ରୋଗରେ ପିଡିତ ହୋଇ ଜୀବନ କାଟୁଥିଲେ ତାଙ୍କର ଦୁଇଟି ଯାକ କିଡିନୀ ଖରାଫ ହୋଇଯାଇଥିଲା ।

ସେ ସିକନ୍ଦ୍ରାବାଦ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ହେଉଥିଲେୋ କିନ୍ତୁ ସମୟ ତାଙ୍କ ସାଥ ଦେଇଲା ନାହିଁ କୋଟି କୋଟି ଦର୍ଶକ ଙ୍କୁ ଛାଡି ଆଜି ଭାନୁ ମାଧବ ପରଲୋକ ହୋଇଛନ୍ତି । ତାଙ୍କର ମୃତ୍ୟୁ ହେବା ଶୁଣି ପୁରା ସାଉଥ ଇଣ୍ଡିଆର ଫିଲ୍ମ ଷ୍ଟାର ଏବଂ ଅନ୍ଯାୟ କଳାକାର ମାନେ ତାଙ୍କର ଅନ୍ତିମ ସାକ୍ଷାତ୍ କରିବା ପାଇିଁ ଉପସ୍ଥିତ ଥିଲେ .।

ଭାନୁ ଙ୍କର ଜନ୍ମ 1979 ମସିହାରେ ଆନ୍ଧ୍ରପ୍ରଦେଶର କୋଡ଼ାଡ଼ରେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେ 1996 ମସିହାରେ ଫିଲ୍ମ ଦୁନିଆରେ ପାଦ ପକାଇଥିଲେ । ସେ ଅନେକ ଫିଲ୍ମରେ ବହୁତ ଭଲ କମେଡି କରିଥାନ୍ତି ଏହି ସମୟ ସୀମା ମଧ୍ୟରେ ଫିଲ୍ମ ଦୁନିଆରୁ ଅନେକ ଖ୍ୟାର୍ତି ଅର୍ଜନ କରିସାରିଛନ୍ତି ।

ହାସ୍ୟ ଅଭିନେତା ଭାନୁ ମାଧବ ତାଙ୍କର କ୍ୟାରିୟର ଫିଲ୍ମ ଦୁନିଆରୁ ହିଁ ଆରମ୍ବ କରିଥିଲେ । ଆଜି ସେ ସମସ୍ତ ଙ୍କ ପାଇିଁ ପର ହୋଇ ଯାଇଛନ୍ତି । ବୋଧେ ତାଙ୍କର ସେହି ମଧୁର କଣ୍ଠର କମେଡି ଆଉ ଲକ୍ଷ ଲକ୍ଷ ଦର୍ଶକ ଙ୍କୁ ହସାଇ ପାରିବ ନାହିଁ କାରଣ ସେ ଆଉ ଏ ଦୁନିଆରେ ନାହାଁନ୍ତି ।

ତାଙ୍କ ଆତ୍ମାର ସଦଗତି ପାଇିଁ ପିଲ୍ମ କଳାକାର ମାନେ ଭଗବାନ ଙ୍କ ନିକଟରେ ବ୍ୟାକୁଳ ନିବେଦନ କରିଛନ୍ତି ।

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...