Loading...

ଏକ ବଡ ଖବର 13 ଅକ୍ଟୋବର ସୁଧା କରନ୍ତୁ ଗାଡି ନମ୍ବର ପ୍ଲେଟ ର ଏପରି ପରିବର୍ତ୍ତନ ନଚେତ ପଡିପାରେ ବହୁତ ବଡ ଫାଇନ୍ ।

0 172

ଆଜିକା କ୍ଷେତ୍ରରେ ଏକ ବଡ ସୂଚନା ଆସି ଆମ ପାଖରେ ପହଁଚିଛି ଯେଉଁଥିରୁ ବହୁତ ପ୍ରଷ୍ଟ ଭାବରେ ଜଣା ପଡିଛି କି ଆସନ୍ତା ଅକ୍ଟୋବର 13 ତାରିଖରୁ ଆପଣ ଙ୍କୁ ହାଇ ସୁକୁରିଟି ଥିବା ନମ୍ବର ପ୍ଳେଟ ଲଗାଇବା ଅନିର୍ବାଜ୍ୟ ଏଟେ ।

କଣ ଆଜ୍ଞା ବୁଝି ପାରିଲେ ନାହିଁ । କିଛି ଦିନ ତଳେ ଦିଲ୍ଲୀ ରେ ଏଲୋଟ ହୋଇଥିବା ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ରେ କୁହାଯାଇଥିଲା କି ଦିଲ୍ଲୀ ଉପରେ ଚାଲୁଥିବା ଯେକୈଣସି
ଟ୍ରାନ୍ସପୋର୍ଟ ଗାଡି ର HR ନମ୍ବର ପ୍ଲେଟ ଥିବା ଦରକାର HR ମାନେ ହାଇ ସୁକୁରିଟି ରେଜିଷ୍ରେଶ୍ନ ନମ୍ବର ପ୍ଲେଟ ଅଟେ ତେବେ ଏହାର ସୂଚନା ଏବେ ଦିଆଯାଇଛି କି ଏହି ସବୁ କ୍ଷେତ୍ରରେ ଆଉ ଆଗ ମାସଠୁ ଢିଲା ଦିଆଯିବ ନାହିଁ । ଏହି ବିଷୟ ରେ ଭରପୁର ଏକ୍ସନ ନିଆଯିବ । ଆଗ ମାସ ଠୁ କୈଣସି ଗାଡି ରେ ବନା ନମ୍ବର ପ୍ଳେଟ ରହିଥିଲେ ।

ଆଗ ମାସ ଠାରୁ ତାହାର ଚାଲାଣ କଟାଯିବ । ଏହା ସହିତ ଏହାବି ସୂଚନା ମିଳିଛି କି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ର ବଦଳି 2 ଅକ୍ଟୋବର ରୁ ହିଁ ଆରମ୍ଭ ହେଉଛି । ଓ ଏହା ସମସ୍ଥଙ୍କୁ କରିବା ଅନିର୍ବାଜ୍ୟ ଅଟେ । କାରଣ ଏହା ସରକାରଙ୍କ ଆଦେଶ ରହିଛି । ଆଉ ଏହା ପରେ ବି କୈଣସି ଲୋକ ଯଦି ସାଧାରଣ ନମ୍ବର ପ୍ଳେଟ ଲଗାଇ ଘୁରୁଥାଏ ତେବେ ତାକୁ ଫାଇନ୍ ଦେବାପାଇଁ ପଡିବ । ଏପରି କି ଦୁଇ ଚକିଆ ଓ ଛୋଟ ଚାରିଚକିଆ ।

ବା ଏହା ଠାରୁ ଅଧିକ ଟଙ୍କା ର ଗାଡିରେ ଏପରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗା ନଗଲା ତେବେ ଛୋଟ ଗାଡି ମାଲିକଙ୍କୁ 67 ଟଙ୍କା ଓ ବଡ ଗାଡି ମାଲିକଙ୍କୁ 213 ପର୍ଯ୍ଯନ୍ତ ଫାଇନ୍ ଲାଗିବ । ପ୍ରତ୍ୟେକ ଆଡେ ଆର ଟି ଓ ର ଅଫିସ୍ ରହିଛି ତେଣୁ ଆପଣ ମାନେ ବହୁତ ଶିଘ୍ର ଜାଇ ସେଠାରୁ ନିଜର ନମ୍ବର ପ୍ଳେଟ ରେଜିଷ୍ଟର କରନ୍ତୁ ।

Loading...
Loading...