ସ୍ତ୍ରୀ ସାମ୍ନାରେ ବର୍ଷ ବର୍ଷ ଧରି ଅନ୍ଧ ହୋଇ ରହିଲା ଏହି ସ୍ଵାମୀ, କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

0

ଜୀବନରେ ଯେଉଁ ବ୍ୟକ୍ତି ହୃଦୟରେ ସ୍ବଚ୍ଚା ପ୍ରେମ କରିପାରିଲା ତା ପ୍ରେମ ନିଶ୍ଚିତ ଅମର । ପ୍ରେମ କୌଣସି ଜାତି ବର୍ଣ୍ଣ କିମ୍ବା ସୁନ୍ଦରତାକୁ ନେଇ କରାଯାଏ ନାହିଁ । ଗୋଟିଏ ହୃଦୟ ଆଉ ଗୋଟିଏ ହୃଦୟ ଶ୍ରମିଶଣରେ ପ୍ରେମ ସମ୍ପର୍କ ଗଡିଉଠିଥାଏ ।ଏ ଦୁନିଆରେ ସମସ୍ତ ଙ୍କର ପ୍ରେମ ସମ୍ପର୍କ ଅଲଗା ଅଲଗା ସମସ୍ତ ଙ୍କର ପ୍ରେମ ଅମର ହୋଇପାରି ନଥାଏ କିନ୍ତୁ ଏ ସମାଜରେ ଏମିତି କିଛି ଦାମ୍ପତ୍ୟ ରହିଛନ୍ତି ଯିଏ ଦିନ ଦିନ ଧରି ମନେ ମନେ ଭଲ ପାଇବସିଥିଲେ

ଯେତେବେଳେ ତାଙ୍କର ଭାବନା ଝିଅ ପାଖରେ ପ୍ରକାଶ କରିଥିଲେ ,ସେତେବେଳେ ଝିଅ ଟି ତାଙ୍କ ପ୍ରେମକୁ ପାଦରେ ଆଡେଇଦେଇଥିଲେ । ଶିବମ୍ ଝିଅର ମନା ହେବା ପରେ ବହୁତ ନିରାଶ ହୋଇପଡିଥିଲେ କାରଣ ସେ ତାଙ୍କୁ ପ୍ରକୃତ ଭଲପାଉଥିଲେ । ଶିବମ୍ ଙ୍କର ପ୍ରଥମ ପସନ୍ଦ ରେ ଝିଅ ମନା କରିଦେଲା ପରେ ସେ ହାର ମାନିନଥିଲେ ପୁଣି ସେହି ଝିଅ ଘରକୁ ଯାଇ ବିବାହ ପାଇିଁ ପ୍ରସ୍ତାବ ଦେଲେ କିନ୍ତୁ ଝିଅଟି ଦ୍ବିତୀୟ ଦେଖାରେ ପସନ୍ଦ କରି ବିବାହ ପାଇିଁ ରାଜି ହୋଇଥିଲେ ।

ଏହା ପରେ ଉଭୟ ଉଭୟ ଙ୍କୁ ବିବାହ କରିଥିଲେ । ବୈବାହିକ ଜୀବନ ରେ ସେମାନେ ବେଶ ଖୁସିରେ ଥିଲେ କିନ୍ତୁ ହଟାତ୍ ତାଙ୍କ ଜୀବନରେ ପସିଆସିଲା କିଛି ଦୁଖଃ । ତେବେ କଣ ଥିଲା ସେ ଦୁଖ ଆସନ୍ତୁ ଜାଣିବା । ବିବାହ ର 6 ମାସ ପରେ ଶିବମ୍ ଙ୍କ ସ୍ତ୍ରୀ ସୁନ୍ଦରତା ଆସ୍ତେ ଆସ୍ତେ କମିଗଲା ନିଜ ସୌନ୍ଦର୍ଯ୍ୟର ଭାରସାମ୍ୟ ହରାଇବସିଥିଲେ ପତ୍ନୀ । ସେ ନିଜର ସନ୍ଦରତା ହରାଇବା ସହିତ ଧିରେ ଧିରେ ରୋଗୀଣ ଅବସ୍ଥାରେ ପଡିରହିଲେ ଫଳରେ ତାଙ୍କ ସୁନ୍ଦରତା କୁ ନେଇ ଚିନ୍ତାରେ ରହିଲେ ।

ସେ ଭାବିଲେ କି ମୋର ସ୍ବାମୀ ଏବେ ମୋତେ ଆଉ ପସନ୍ଦ କରିବେ ନାହିଁ କାରଣ ମୋର ଯୌବନାବସ୍ଥା କୁ ଦେଖି ସେ ମୋ ପ୍ରତି ଆକୃଷ୍ଟ ହୋଇଥିଲେ କିନ୍ତୁ ତାହା ହେଲା ନାହିିଁ ଶିବମ୍ ତାଙ୍କ ପତ୍ନୀ ଙ୍କୁ ହୃଦୟ ସହକାରେ ଭଲପାଇ ଆସିଥିଲେ ଏବଂ ପାଉଥିବେ ମଧ୍ୟ । କିନ୍ତୁ ର୍ଦୁଭାଗ୍ୟ ବସତ ତାଙ୍କ ପତ୍ନୀ ଙ୍କର ମୃତ୍ୟୁବରଣ ହୋଇଗଲା ଫଳରେ ଶିବମ ଆହୁରି ଭାଙ୍ଗିପଡିଥିଲେ ସେ ଏହି ଅଭାବକୁ ପରିଲିଖିତ କରି ଘର ଚାଡି ବିଦେଶ ପଳାଇ ଗଲେ ।

ଯେତେବେଳେ ସହରକୁ ଛାଡି ଯାଉଥିଲା ତେବେ ସେଠିକାର ଲୋକମାନେ ତାକୁ ଅଟକାଇ କହିଲେ କି ତୁମର ତ ଆଖି ନାହିଁ ତୁମେ ନୂଆ ଜାଗାରେ କେମିତି ରହି ପାରିବ । କିନ୍ତୁ ଶିବମ ସେହି ବ୍ୟକ୍ତି ଙ୍କର ପ୍ରଶ୍ନ ର ଉତ୍ତର କଣ ଦେଇଥିଲେ କି ମୁଁ ଏତେ ଦିନ ପ୍ରର୍ଯ୍ୟନ୍ତ ଅନ୍ଧ ହେବାର ଅଭିନୟ କରିଆଥିଲି ଯାହା ଦ୍ବାରା ମୋର ସ୍ତ୍ରୀ ଖୁସିରେ ରହିପାରିବ ।

ଏହା ସେହି ଉକ୍ତ ସ୍ଥାନରୁ ପଳାଇଗଲେ । ଏହା ଥିଲା ତାଙ୍କ ଜୀବନର ବଡ ଦୁଖଃ ଏବଂ ସଚ୍ଚା ପ୍ରେମର ଆଭାଷ । ଏ ଦୁନିଆରେ ସମସ୍ତ ଙ୍କର ପ୍ରେମ ସମାନ ନଥାଏ କିନ୍ତୁ ବର୍ତ୍ତମାନ ଷ୍ଟେଜରେ ଏପରି ପ୍ରେମ କରୁଥିବା ବ୍ୟକ୍ତି ମିଳିବା ବହୁତ କଷ୍ଟକର । ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.