Loading...

ସ୍ତ୍ରୀ ଲୋକ ଙ୍କୁ ଲୁଚିକି କେବେ ଦେଖାନ୍ତୁନି ନହେଲେ ଜୀବନ ଯାକ

0

ଦୁନିଆରେ କେବେ ନାରୀ ମାନଙ୍କୁ ଅପମାନିତ କରିବା କଥା ନୁହେଁ । ଏ ସମାଜରେ ବାସ କରୁଥିବା ପ୍ରତ୍ୟେକ ଟି ମନୁଷ୍ୟ ଙ୍କ ପାଖରେ ଏହି ଭାବନା ତଥା ନୈତିକତା ରହିବା କଥା କି ଆଜି ଯଦି ସମାଜରେ ଆମେ ବାସ କରୁଛୁ କେବଳ ଏହି ନାରୀ ମାନଙ୍କ ପାଇିଂ । ନାରୀ ମାନଙ୍କ ପାଇଁ ଆଜି ସମାଜ ତିଷ୍ଟି ରହିଛି । ସେ ଏ ପୁରୁଷ ସମାଜକୁ ଜନ୍ମ ଦେଇଛି ଆଜିର ସଫଳତା କ୍ଷେତ୍ରରେ ବାସ୍ତବରେ ଗୋଟିଏ ନାରୀ ହିଁ ଭୂମିକା ରହିଆସିଛି ସେ ମା ଭଉଣୀ ଏବଂ ସ୍ତ୍ରୀ ଙ୍କର ହାତ ରହିଥାଏ ।

ନାରୀ କେତବେଳେ ମା ସାଜି ଆମକୁ ମମତାର ଡୋରି ରେ ବାନ୍ଧି ରଖେ ତାହାର ପଣତ କାନୀ ରେ ଆମକୁ ଘୋଡ଼ାଇ ମାର୍ଗ ଦେଖାଏ ତ କେତେବେଳେ ଆମକୁ ଚାଲିବା ସିଖାଏ । ଦୁନିଆ ସବୁବେଳେ ନାରୀ କୁ ସମ୍ମାନ ଦେଇଆସିଛି କିନ୍ତୁ ଆମ ସମାଜରେ ବାସ କରୁଥିବା ପୁରୁଷ ଜାତି ସବୁବେଳେ ନାରୀ କୁ ଅପମାନିତ କରିଆସିଛି ନାରୀ ପ୍ରତି ଅତ୍ୟାଚାର ଅନ୍ୟାୟ କରିଚାଲିଛି ।

Image result for indian women bath time

ପୁରାଣରେ ବର୍ଣିତ ରହିଛି ଯେଉଁ ସ୍ଥାନରେ ନାରୀ ଙ୍କୁ ସମ୍ମାନ ଦିଆଯାଏ ସେଠାରେ ସ୍ବୟଂ ଭଗବାନ ବିରାଜ ମାନ କରନ୍ତି । ଆଜିକା ଦୁନିଆରେ ନାରୀ ସବୁ ଆଡେ ଅସୁରକ୍ଷିତ ରହୁଛି ପ୍ରକୃତ ସ୍ବାଧିନତା ପାଇପାରୁ ନାହିଁ । ହିନ୍ଦୁ ଧର୍ମ ଅନୁସାରେ ମା ଶଦ୍ଦ କୁ ବହୁତ ମହତ୍ତପୂର୍ଣ୍ଣ ମାନାଯାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ସେମିତି ଏହି ମା କିମ୍ବା ନାରୀ ମାନଙ୍କୁ ନେଇ ଏମିତି ଗୋଟିଏ ରହସ୍ୟ କହିବାକୁ ଯାଉଛୁ ଯାହାକୁ ଆପଣ ବାରମ୍ବାର ବାରଣ ସ୍ବତେ ଭୁଲ କରିଚାଲନ୍ତି ।

Image result for ladies sleep in indian trainଅନେକ ପୁରୁଷ ଅଛନ୍ତି ଯଦି ନାରୀ ଟିଏ ରାସ୍ତାରେ ଏକା ଯାଉଥିବାର ଦେଖନ୍ତି ତେବେ ସତରେ ଯେମିତି ତାଙ୍କୁ ସେ ଖାଇଯିବେ ରାକ୍ଷାଶ ଙ୍କ ପରି । ବସିବା ଠାରୁ ଆରମ୍ବ କରି ଶୋଇବା ପର୍ଯ୍ୟନ୍ତ ସେମାନେ ନାରୀ ଙ୍କୁ କୁଦୃଷ୍ଟି ରେ ଦେଖନ୍ତି ଯାହା ଆମ ସମାଜ ପାଇିଁ ସବୁଠୁ ବଡ ଅପରାଧ । ନାରୀ ସମ୍ମାନ ଦେବା ଆମ ପୁରୁଷ ଜାତିର ମୌଳିକ କର୍ତ୍ତବ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ କିନ୍ତୁ ତାହା ଆମ ପୁରୁଷ ସମାଜ କରୁନାହିଁ ଓଲଟି ତାଙ୍କୁ ଖରାପ ଆଖିରେ ଦେଖିଚାଲିଛି ।

Image result for ladies sleep in indian train

କହିବାକୁ ଗଲେ ସ୍ତ୍ରୀ ଲୋକ ଗାଧୁଥିବା ସମୟରେ ଯଦି କୌଣସି ପୁରୁଷ ଲୁଚି ଦେଖନ୍ତି ତେବେ ତାଙ୍କ ପ୍ରତି ମାତା ଲକ୍ଷ୍ମୀର ଅଭିଶାପ ପଡିପାରେ ,ସେ କେବେ ଅର୍ଥର ଅଭାବରୁ ମୁକ୍ତି ପାଇପାରିବ ନାହିଁ । ନାରୀ ମାନଙ୍କୁ ଅପମାନ କରିବା ଯାହା ମାତା ଲକ୍ଷ୍ମୀ ଙ୍କର ଅପମାନ ହୋଇଥାଏ ତେଣୁ ସ୍ତ୍ରୀ ଲୋକ ଙ୍କୁ ଲୁଚିକି କେବେ ଦେଖାନ୍ତୁନି ଗାଧୋଉ ଥିବା ସମୟରେ ନହେଲେ ଆପଣ ଙ୍କୁ ଲାଗିପାରେ ପାପ ।

Image result for indian women bath time

ଏହା ସହିତ ଆପଣ ମାନେ କେବେ ନିଜ ସ୍ତ୍ରୀ କିମ୍ବା ମା ଙ୍କୁ ଅଶୀଳ ଭାଷା କହି କୌଣସି ଦୁଖଃ ଦେଲା ଭଳି କଥା ପ୍ରକଟ କରିବେ ନାହିଁ ନ ହେଲେ ଜୀବନଯାକ ଅଭାବ ନିଅଣ୍ଟ ମଧ୍ୟରେ ଦିନ କାଟିବେ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...