ସ୍ତ୍ରୀ ନଜରରେ ଏମିତି ପୁରୁଷ ମହାମୁର୍ଖ ହୋଇଥାଏ।

ଆଜି ମୁଁ ଆପଣଙ୍କୁ ଏପରି ପୁରୁଷ ଙ୍କ ବିଷୟରେ କହିବୁ ଯାହାଙ୍କୁ ମହିଳାମାନେ ମହା ମୂର୍ଖ ଭାବନ୍ତି।ଏଥିପାଇଁ ବିଦୁର ଜି ପୁରୁଷ ଙ୍କ ପାଇଁ କିଛି ନୀତି କହିଛନ୍ତି।ଯାହାକୁ ପୁରୁଷ ଙ୍କୁ ମନେ ରଖିବା ଉଚିତ। ଆଉ ମହିଳା ସାମ୍ନାରେ ଏପରି କାମ ନ କରିବା ଉଚିତ। ସାଙ୍ଗମାନେ ମହାତ୍ମା ବିଦୁର ଙ୍କ ବିଷୟରେ ଆପଣଙ୍କୁ ଅଧିକ କହିବା ଦରକାର ନାହିଁ।

ସେ ମହାଭାରତ ରେ ମୁଖ୍ୟ ଥିଲେ।ତାଙ୍କର ଏଭଳି ଜ୍ଞାନ ଆଉ ନୀତି ପାଇଁ ପିତା ମହ ଭୀଷ୍ମ ତାଙ୍କୁ ହସ୍ତିନା ପୁର ର ପ୍ରଧାନ ମନ୍ତ୍ରୀ କରିଥିଲେ।ତା ସହିତ ବିଦୁର ଜି ଧର୍ମ ରାଜ ହୋଇଥିବା କାରଣରୁ ସେ ସମସ୍ତଙ୍କ ଭୂତ ଆଉ ଭବିଷ୍ୟତ ଜାଣି ଥିଲେ।

ବିଦୁର ଜି ଏପରି ପୁରୁଷ ଙ୍କ ବିଷୟରେ କହିଛନ୍ତି ଯିଏ କି ସର୍ବଦା ଅନ୍ୟ ମହିଳା ଙ୍କ ପାଖରେ ଫସି ନିଜର ଆଉ ପରିବାର ର ଜୀବନ ନଷ୍ଟ କରି ଦେଇଥାଏ। ଏଭଳି ପୁରୁଷ ବଡ ମୂର୍ଖ ହୋଇଥାନ୍ତି ଆଉ ସବୁବେଳେ ସବୁଠି ଫସି ଯାନ୍ତି।

ଏପରି ପୁରୁଷ ଅନ୍ୟ ମହିଳା ଙ୍କୁ ଖୁସି ପାଇଁ ଆଉ ତା ଠୁ ମିଛ ପ୍ରଶଂସା ପାଇଁ ସବୁ ବେଳେ ତା ପାଖରେ ମାଙ୍କଡ ପରି ତା ପାଖରେ ନିଜ ପରାକ୍ରମ ଦେଖାଉଥାଏ।ଏଭଳି ପୁରୁଷ ଙ୍କୁ ଲାଗେ କି ସେ ଅନ୍ୟ ପ୍ରଶଂସା ପାଉଛନ୍ତି କିନ୍ତୁ ସତ କଥା ହେଉଛି ସେ ନିଜ ସମ୍ମାନ ହରାଉଛନ୍ତି। ଏପରି ପୁରୁଷ ଙ୍କ ଆଗରେ ଲୋକ ପ୍ରଶଂସା କରିଥାନ୍ତି କିନ୍ତୁ ପଛରେ ଲୋକ ଏମାନଙ୍କୁ ମହା ମୂର୍ଖ କହିଥାନ୍ତି।

ସାଙ୍ଗମାନେ ବିଦୁର ଙ୍କ ଅନୁସାରେ ପୁରୁଷ କୁ କେବେବି ଅନ୍ୟ ମହିଳା ପ୍ରତି ମୋହିତ ହେବା କଥା ନୁହେଁ।ଆଉ ଏପରି କାମ ନକରେ ଯେଉଁ ଥିରେ ତା ସମ୍ମାନ ରେ କମି ଆଶିବ।କାରଣ କିଛି ମହିଳା ଏପରି ହୋଇଥାନ୍ତି ନିଜ ଖୁସି ପାଇଁ ପର ପୁରୁଷ କୁ ଆପଣାଇଥାନ୍ତି ଆଉ ପୁରୁଷ କୁ ଏହାର ଖବର ଜଣା ପଡି ନଥାଏ।

ଆଉ ଯେତେବେଳେ ସବୁ ନଷ୍ଟ ହୋଇଯାଏ ପୁରୁଷ ପାଖରେ ଅନୁତାପ କରିବା ଛଡା ଆଉ କିଛି ନଥାଏ।ମହାତ୍ମା ବିଦୁର ନିଜର ଶ୍ଳୋକ ରେ କହିଛନ୍ତି ପୁରୁଷ କୁ କେବଳ ପୁରୁଷ କାମ କରିବା ଦରକାର ଯିଏ ମହିଳା ଙ୍କ କାମରେ ଯାଇ କାମ କରେ ବା ତାଙ୍କ ପାଖରେ ବସି କଥା ହୁଏ ତାକୁ ମହିଳା ମାନେ ମୂର୍ଖ ଓ ସ୍ତ୍ରୀ ଲମ୍ପଟ ଭାବନ୍ତି।

ଏପରି ପୁରୁଷ ଯେଉଁଠି ମହିଳା ଦେଖନ୍ତି ସେଇଠି ଜଲଦି ପହଂଚି ଯାଆନ୍ତି।ବିଦୁର ଜି ଙ୍କ କହିବା ଅନୁସାରେ ଯେଉଁ ପୁରୁଷ ଅନ୍ୟ ମହିଳା କଥା ମାନି ତା କାମ କରେ ଓ ଘର ମହିଳା ଙ୍କ ଉପରେ ରାଗେ ତାକୁ ସମାଜ ମୂର୍ଖ କହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।