Take a fresh look at your lifestyle.

ସ୍ତ୍ରୀ ର ଏହି 3ଟି ଅଭ୍ୟାସ ଯାହା ସ୍ବାମୀଙ୍କର ଖାରାପ ରୁ ଖରାପ ଭାଗ୍ୟ କୁ ମଧ୍ୟ 1ମାସ ମଧ୍ୟରେ ବଦଳାଇ ଦେଇଥାଏ

0 1,251

ଯେତେବେଳେ ଝିଅଟି ଏ ବିବାହ ପୂର୍ବରୁ ବାପ ଘରେ ରହିଥାଏ ତ ସେ ସେତବେଳେ ବାପ ଘରେ ବହୁତ ସେହ୍ନ ଆଦର ଓ ଭଲ ପାଇବା ନେଇ ଜୀବନ ଅତିବାହିତ କରିଥାଏ ।ବାସ୍ତବରେ କହିବାକୁ ଗଲେ ଝିଅଟି ବିବାହ କରି ଯେତେବେଳେ ଶାଶୁଘରେ ପଦାର୍ପଣ କରେ ସେତେବେଳେ ତାଙ୍କୁ ଶାଶୁ ଘରେ ଳକ୍ଷ୍ମୀର ଆଖ୍ଯା ଦେଇ ତାଙ୍କୁ ଘରଭିତରକୁ ବିଧି ବିଧାନ ପରମ୍ପରା ଅନୁସାରେ ନେଇଥାନ୍ତି ।

ଝିଅ ରୁ ବୋଧୂ ସାଜିବା ପରେ ତାର ତା ଶାଶୁ ଘରର ଲୋକଙ୍କ ଏବଂ ପରିବାର ପାଇିଁ କିଛି କର୍ତ୍ତବ୍ୟ ରହିଛି । ଯଦି ସେ ଚାହିଁଲେ ସେହି ଘରକୁ ସ୍ବର୍ଗ କରି ତାକୁ ସୁନ୍ଦର ଭାବେ ତୋଳି ଗଡିପାରେ ଏବଂ ଯଦି ଚାହିଁବ ତେବେ ସେହି ସ୍ବର୍ଗ ପରି ଘରକୁ ନର୍କ ବନିଦେବାରେ ତାକୁ ଗୋଟେ ସେକେଣ୍ଡ ବି ଲାଗିବ ନାହିଁ । ସେ ତାର ପରିବାରର ଲୋକଙ୍କର ଧ୍ୟାନ୍ନ ରଖେ ଏବଂ ତାଙ୍କ ସ୍ବାମୀ ଯିଏକି ଜୀବନର ଅନ୍ତିମ ସହାୟତାକାରି ତାଙ୍କର ଧ୍ୟାନ୍ନ ମଧ୍ଯ ରଖିଥାନ୍ତି ।

ସ୍ବାମୀ ଙ୍କୁ ଖୁସି କରିବା ପାଇିଁ ତାଙ୍କ ସେବାରେ ଲାଗିରହିଥାନ୍ତି ।ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ସ୍ତ୍ରୀ ମାନଙ୍କର କିଛି ଗୁଣ ତାଙ୍କ ସ୍ବାମୀର ଭାଗ୍ୟକୁ ବଦାଳାଇ ଦେଇଥାଏ ।ଆସନ୍ତୁ ଜାଣିବା କିଛି ଅଭ୍ୟାସ ସମ୍ପର୍କରେ ଯାହା ପରିବର୍ତ୍ତନର ସ୍ବର ।
1. ସକାଳୁ ଶୀଘ୍ର ଉଠିବା ।
ବିବାହ ପରେ ସ୍ତ୍ରୀ ମାନେ ବଡି ଭୋର ଉଠି ଘର କାମ କରିବା ପାଇିଁ ପସନ୍ଦ କରୁନାହାଁନ୍ତି ।କିନ୍ତୁ ପୁଅ ମାନେ ଶିଘ୍ର ଉଠିବା କୁ ପସନ୍ଦ କରନ୍ତି ତାଙ୍କୁ ସ୍ତ୍ରୀ ମାନଙ୍କର ଏହି କାର୍ଯ୍ୟକଳାପ ବହୁତ ପସନ୍ଦ । ଯଦି ଆପଣ ସ୍ତ୍ରୀ ପାଖରେ ଏହି ଗୁଣ ରହିଛି ତେବେ ଆପଣ ଙ୍କ ଭାଗ୍ୟ ନଶ୍ଚିତ ବଦଳିଯିବ ।

2. କେବେବି ନ ରାଗିବା ।
. ବିବାହ ପରେ ପତି ପତ୍ନୀ ମାନଙ୍କ ମଧ୍ୟରେ କିଛିନା କିଛି କଳି ଝଗଡା ବିତ୍ରୁସନା ମନଭାବ ରହିଥାଏ । କିନ୍ତୁ ସବୁ ସ୍ତ୍ରୀ ମାନଙ୍କ ମଧ୍ୟରେ ଏହି ପରି ମନୋଭାବ ରହିନଥାଏ ।ସେମାନେ ସବୁ କଥା ପାଥେୟ କରି ନିରବ ରହିଥାନ୍ତି । ବହୁତ ଶାନ୍ତ ସରଳ ମନଭାବ ନେଇ ନିରବ ରହିଥାନ୍ତି ଏବଂ କେବେ କ୍ରୋଧିତ ହୁଅନ୍ତି ନାହିଁ ।ଏହି ଗୁଣ ଯେଉଁ ସ୍ତ୍ରୀ ପାଖରେ ଥିବ ତାଙ୍କ ପତିର ଭାଗ୍ୟ ପରିବର୍ତ୍ତନ ହେବ ।

3.ଇଚ୍ଚାକୁ କ୍ରୋଣ୍ଟଲ କରି ରଖିବା ।
ପ୍ରତ୍ୟେକ ସ୍ତ୍ରୀ ତାଙ୍କ ସ୍ବାମୀ ପାଖରୁ ଅନେକ କିଛି ଆଶା କରିଥାଆନ୍ତି ଏବଂ ଆଶାକୁ ପୂରଣ କରିବା ପାଇିଁ ଅବାଧ୍ୟ ହୋଇ ଥାନ୍ତି । ଏମିତିରେ ସ୍ଵାମୀଙ୍କ ଉପରେ ଇଚ୍ଛାକୁ ପୁରା କରିବାର ବୋଝ ରହିଥାଏ ।ଯଦି ଆପଣ ଙ୍କ ସ୍ତ୍ରୀ ପାଖରେ ଇଚ୍ଚା ସୀମିତ ରହିଛି ଓ ସେମାନେ ପତିର ଆୟକୁ ଦେଖି ଖର୍ଚ୍ଚ କରନ୍ତି ତାଙ୍କୁ ପ୍ରକୃତ ସ୍ତ୍ରୀ ର ପ୍ରକୃତ କର୍ତ୍ତବ୍ୟ ବୋଲି ବିଚାରକୁ ନିଆଯାଏ ।

Leave A Reply

Your email address will not be published.