Take a fresh look at your lifestyle.

ସାବାଡ୍ ହେବେ ଉଦ୍ଧତ ପୁଅବୋହୂ ! ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ଆଣିଲେ ସରକାର, ବାପାମାଆଙ୍କର ଗୋଟିଏ ଅଭିଯୋଗରେ ରାସ୍ତାକୁ ଆସିଯିବେ ସନ୍ତାନ ।

0 1,180

ଯେପରି କି ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ କି ବର୍ତମାନ ସମୟ ରେ କେଉଁ ପରି ଭାବେ ନିଜର ପୁଅ ବହୁ ମାନେ ନିଜ ବୃଦ୍ଧା ବାପା-ମାଆ ଙ୍କୁ ଅତ୍ୟାଚାର କରିବାରେ ଲାଗିଛନ୍ତି । ଏମିତି ବେଳେ ବହୁତ ଏମିତି ବୃଦ୍ଧା ବାପା-ମାଆ ମାନେ ବୃଦ୍ଧା ଆଶ୍ରମ କୁ ଲୋଡିବା ପାଇଁ ଚାହିଁଉଛନ୍ତି । ଏମିତି ରେ ସେମାନେ ଙ୍କ ର ନିଜର ଘର ରହିବା ସ୍ବତେ ବି ସେମାନେ ଏହି ପରି କଷ୍ଟ ପାଇ ଥାନ୍ତି ତେବେ ଏମିତି ବେଳେ ସେମାନେ ଆଉ ଚିନ୍ତା କରିବାର କିଛି ବି ନାହିଁ କାରଣ ସରକାର ଏବେ ସେହି ଉଦ୍ଧତ ପୁଅବୋହୂ ଙ୍କ ପାଇଁ ନେଇ ଆସିଛି କଡା ଆଇନ୍ ଯେଉଁ ଥିରେ ବାପା ମାଆ ମାନେ ବରିଷ୍ଠ ନାଗରିକ ଭାବେ ସମାଜ ରେ ମୁଣ୍ଡ ଟେକି ବଞ୍ଚି ପାରିବେ । ତଥା ଏହି ଉଦ୍ଧତ ପୁଅ ବୋହୂ ମାନେ ସାବାଡ ହୋଇ ଯିବେ ତେବେ ଆସନ୍ତୁ ଆମେ ଜାଣିନେବା କଣ କଣ ରହିଛି ଏହି ଆଇନ୍ ଗୁଡିକ ।

ଏହି ଆଇନ୍ କୁ ପ୍ରାୟ 2007 ମସିହା ରୁ ପ୍ରଣୟନ କରା ଯିବା ପାଇଁ କୁହା ୟାଇ ଥିବା ବେଳେ ବର୍ତମାନ ସମୟ ରେ ଦ ମେଂଟେନାନ୍ସ ଆଣ୍ଡ ୱେଲଫାୟର ଅଫ ପ୍ୟାରେଂଟ୍ସ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ ର ଧାରା କୁ ଧରି ଏବେ ସରକାର କହିଛନ୍ତି ଯେ ସଂମ୍ପତୀ ରୁ ଅଧେ । ଏବେ ଯଦି କେହି କୋର୍ଟ ରେ ଅପିଲ କରେ ତେବେ ତାଙ୍କର ରାୟ କୁ ମାତ୍ର 90 ଦିନ ମଧ୍ୟ ରେ ସଂମ୍ପର୍ଣ୍ଣ କରି ଦିଆ ଯିବ ବୋଲି କହିଛନ୍ତି ।
ଜାଣିକି ବା ଅଜାଣନ୍ତ ରେ ଯଦି ବୃଦ୍ଧା ଙ୍କୁ ଘରୁ ବାହାର କଲେ ତେବେ 6 ମାସ ର ଜେଲ ହେବା ସହିତ 10 ହଜାର ଟଙ୍କା ଯାଏଁ ଫାଇନ୍ ଦେବା ପାଇଁ ପଡିବ ।

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଏହି ନେଇ ଏବେ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ରହିଛି କି ଯଦି କେବେ କୈଣସି ବୃଦ୍ଧା ଙ୍କୁ ପୁଅ ଘରୁ ବାହାର କରି ଦେଉଛି ବା ସେମାନ ଙ୍କୁ ହଇରାଣ କରୁଛି ତେବେ ନିଶ୍ଚିତ ଭାବେ ବୃଦ୍ଧା ବାପା ମାଁ ଚାହିଁଲେ ତାଙ୍କ ପାଖରୁ ସଂମ୍ପତୀ ଫେରେଇ ନେଇ ପାରିବେ । ତେବେ ଏପରି ବେଳେ ଜଷ୍ଟିସ୍ ରଞ୍ଜିତ୍ ମୋରେ ଓ ଜଷ୍ଟିସ୍ ଅନୁ ପ୍ରଭୁଦେଶାଙ୍କ ଖଣ୍ଡପୀଠ ଙ୍କ ଏହି ଆଦେଶ ରହିଛି ।

ବାପାମାଆଙ୍କ ସେବା କରିବାକୁ ପୁଅ ବୋହୂ ବାଧ୍ୟ

ଯେପରି କି ଆପଣ ମାନେ ଜାଣି ଥିବେ କି ପୂର୍ବ ରେ ହୋଇ ଥିବା ଆଇନ୍ ଅନୁସାରେ ବଦ୍ଧା ଙ୍କୁ ବହୁତ ଥର ପୋଲିସ୍ ଷ୍ଟେସନ ତଥା କୋର୍ଟ ର ଚକର କାଟିବା ପାଇଁ ବଡି ଥାଏ କିନ୍ତୁ ଏବେକା ସମୟ ରେ ଲାଗୁ ହୋଇ ଥିବା ଆଇନ୍ ନେଇ ଏବେ ବୃଦ୍ଧା ମାନେ ନିକଟସ୍ଥ ନୋଡାଲ ଅଫିସର ମାନଙ୍କୁ ଜଣେଇଲେ ହିଁ ସେମାନେ ନିଜର ଭୋରଣ ପୋଷଣ ପାଇଁ ମିଳୁ ଥିବା ଭତ୍ତା ପାଇଁ ବିବେଚିତ ହୋଇ ପାରିବେ । ଏମିତି ବେଳେ କହିବା ପାଇଁ ଚାହିଁବୁ କି ଏହି ପୂର୍ବ ରୁ କେହି ଯଦି ନିଜ ବୃଦ୍ଧା ବାପା ମାଆ ଙ୍କୁ ଭୋରଣ ପୋଷଣ କରୁ ନଥିବେ ତେବେ ନିଶ୍ଚିତ ଭାବେ ତାଙ୍କ ଠାରୁ ଫାଇନ୍ ନିଆ ଯିବ । ତେବେ ସେମାନେ ନିଜ ବାପା ମାଆ ଙ୍କୁ ପୋଷବା ବାଧ୍ୟ ଅଟେ ।

Leave A Reply

Your email address will not be published.