Loading...

ପଞ୍ଚାୟତ ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ କଟକଣା: ୨ରୁ ଅଧିକ ଛୁଆ ଥିଲେ ଲଢି ପାରିବେନି ନିର୍ବାଚନ, ପଦରେ ଥିଲେ ବି ଅଯୋଗ୍ୟ ଘୋଷିତ ହେବେ ପ୍ରତିନିଧି

Loading...
0 121

ପୁଣି ଥରେ ବର୍ତ୍ତମାନ ପଂଚାୟତ ନିର୍ବାଚନ ପାଇଁ ସୁପ୍ରିମ କୋର୍ଟ ର ବହୁତ ବଡ କଟକଣା ଲଗାଇଛି । କୈଣସି ବ୍ୟକ୍ତି ଙ୍କର ଯଦି ଦୁଇ ରୁ ଅଧିକ ମାତ୍ରା ରେ ପିଲା ଥିବେ ତେବେ ସେ ଏହି ବର୍ଷ ର ପଂଚାୟତ ନିର୍ବାଚନ ଲଢି ପାରିବ ନାହିଁ । ଏପରି ପରିବର୍ତ୍ତେ ଯଦି କୈଣସି ବ୍ୟକ୍ତି ନିଜ ପଦ ପାଇବା ଭିତରେ ତୃତୀୟ ପିଲା ର ଜନ୍ମ ହୋଇ ଥାଏ ତେବେ ସେ ଏହି ପଦବି ପାଇଁ ଆୟୋଗ ହୋଇ ପାରନ୍ତି ବୋଲି କହିଛନ୍ତୁ ସୁପ୍ରିମକୋର୍ଟ ।

ଏହା ସହିତ ଏହି ଗୁରୁତ୍ବ ପୂର୍ଣ୍ଣ କଟକଣା ବି ସୁପ୍ରିମକୋର୍ଟ ଲଗାଇଛନ୍ତି କି କୈଣସି ପଂଚାୟତ ତ ଦାୟୁତ ରେ ରହିଥିବା ଲିଡର ଙ୍କ ଜଦି ପଦବି ରହିଥାଏ ତେବେ ସେହି ସମୟ ରେ ଯଦି ଏମିତି ତାଙ୍କର ସନ୍ତାନ ହେଉଛି ତେବେ ସେ ସେହି ପଦବୀ ରି ବାହାରି ଯିବେ ବୋଲି ଓଡିଶାର ଜଣେ ଆଦିବାସୀ ସରପଂଚଙ୍କ ଆବେଦନ ରେ ସର୍ବଚ୍ଚୋ ନିୟାଳୟ କହିଛନ୍ତି ।

ଆଦିବାସୀ ସରପଂଚଙ୍କ ଆବେଦନ ଅନୁସାରେ ସେ କହିଛନ୍ତି କି ମୁଁ ମୋର ଦୁଇଟି ପୁତ୍ର ଜନ୍ମ କରିବା ପରେ ଆଉ ଗୋଟିଏ ପୁତ୍ର କୁ ପୋଷ୍ୟ ଭାବେ ନେଇଛି ତେବେ ଏପରି ବେଳେ ସେ ପଚାରି ଥିଲେ କି ଏମିତି ରେ ସେ ଏହି ପଦବିରୁ ଆୟୋଗ ହେବେ କି ନାହିଁ । ତେବେ ସେଇଥି ପାଇଁ ସୁପ୍ରିମକୋର୍ଟ କହିଛନ୍ତି କି ତୃତୀୟ ସନ୍ତାନ ଜନ୍ମ ନେବା କ୍ଷେଣଇ ହିଁ ସେ ଆୟୋଗ ହୋଇ ପାରିବେ ବୋଲି ।

ଏହି କଥା ର ଖୋଲାସା ଆଜି ସର୍ବୋଚ୍ଚ ନିୟାଳୟ ର ମୁଖ୍ଯ ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି । ଏହା ବ୍ୟତିତ କୌଲ ଓ କେ.ଏମ ଏହି କଥା ର ସୁଣାଣି କରିଥିଲେ । ଆପଣ ଜାଣି ଥିବେ କି ଆମ ଦେଶ ର ଜନ ସଂଖ୍ୟା ବୃଦ୍ଧି କୁ ନେଇ କିଛି ଦିନ ତଳେ ଆମ ଦେଶ ର ପ୍ରଧାନ ମନ୍ତ୍ରୀା ଙ୍କ ସହିତ 125 ଜଣଙ୍କ ଏମିତି କି ରାମନାଥ କୋବିନ୍ଦଙ୍କୁ ଙ୍କୁ ନେଇ ଗୋଟିଏ ବୈଠକ ବସା ଜାଇ ଥିଲା ଏମିତି ରେ ସେଠାରେ ଏମିତି କିଛି ଆଇନ୍ ର ପ୍ରଚଳନ କରାଯିବ ବୋଲି କୁହା ଯାଇ ଥିଲା ।

ଏପରି କି ସେମାନେ ଏହି ପ୍ରଚଳନ ର ଘୋଷଣା ବହୁତ ଶିଘ୍ର କରି୍ବେ ବୋଲି କହିଥିଲେ । ତେବେ ଏହା ପ୍ରଚଳଳ ଏବେ ହୋଇଛି ।ଏଥି ସହିତ ସେମାନେ ଆହୁରି ବି ବହୁତ ପ୍ରକାରର ଆଇନ୍ ଏହା ନେଇ ପ୍ରଚଳନ କରିବା ର କ୍ଷେତ୍ରରେ ରହିଛନ୍ତି । ଏମିତି ରେ କିଛି ବର୍ଷ ତଳେ ଏମିତି ଜନ ସଂଖ୍ୟ ବୁଦ୍ଧି ପାଇଁ ଚିନ୍ ରେ ଏମିତି ଆଇନ୍ ର ପ୍ରଚଳନ କରାଯାଇ ଥିଲା । ଓ ପରେ ଏବେ ଜନ ସଂଖ୍ଯା ବହୁତ ନିୟନ୍ତ୍ରଣ କୁ ଆସିଛି ବୋଲି ଜଣା ପଡିଛି ।

Loading...
Loading...