Loading...

ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ଦୁଇଟି ସନ୍ତାନକୁ ଜନ୍ମ ଦେଲେ ମହିଳା, ଏଭଳି ହେଲା ସମ୍ଭବ

Loading...

ଗୋଟିଏ ବିବାହିତ ନାରୀ ଟିଏ ବୈବାହିକ ଜୀବନ କୁ ନେଇ କଣ ସବୁ ଆଶା ରଖିଥାଏ ଭଲରେ ଟିକିଏ ଖାଇବ ସ୍ବାମୀ ର ଭଲପାଇବା ପାଇବ ତଥା ତା କୂଳକୁ ଗୋଟିଏ କୁନି ଛୁଆ ଆସିବ ଏହା ହିଁ ଗୋଟିଏ ବିବାହିତ ମହିଳା ଆଶା କରିଥାଏ । ବିବାହକୁ ନେଇ ଖୁସି ଥିବା ମହିଳା ଜଣଙ୍କ ସବୁ ପ୍ରକାର ଆଶା ଆଶଂଙ୍କା ରଖିଥାଏ କିନ୍ତୁ ତାହାର ସେହି ଆଶା ଅଧାରୁ ଭାଙ୍ଗିଯାଏ ତେବେ ସେ ନିଶ୍ଚିତ ବେସାହାରା ପାଲଟିଯିବ । ବିବାହ ପରେ କୂଳକୁ ସନ୍ତାନ ଟିଏ ଆସୁ ବୋଲି ଆପଣ ମାନେ ଜାଣିଥିବେ ସ୍ବାମୀ ସ୍ତ୍ରୀ ର ମିଳନ ନହେଲେ ଗର୍ଭବସ୍ଥା ଧାରଣ କରିବା ବହୁତ ମୁସକିଲ ଅଟେ ।

ଜଣଙ୍କର ଅଭାବ ରହିଲେ ସନ୍ତାନ ପ୍ରାପ୍ତ ଆଶା କରିବା ଭୁଲ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଗୋଟିଏ ଚକିତ କରିବା ଭଳି ଏମିତି ଗୋଟିଏ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ହୋଇରାଣ ରେ ପଡିଯିବେ ।

पति की मौत के 10 साल बाद महिला ने दिया 2 बच्चों को जन्म, बताया चमत्कारଯେଉଁ ଘଟଣା ରେ ରହିଛି ରହସ୍ୟ ଯାହାକୁ କହିବା ମାତ୍ରେ ଆପଣ ପାଗଳ ହୋଇଯିବେ । ଘଟଣା ଟା ଏହା ଯେ ସ୍ୱାମୀଙ୍କ ମୃତ୍ୟୁର ୧୦ବର୍ଷ ପରେ ଦୁଇଟି ସନ୍ତାନକୁ ଜନ୍ମ ଦେଲେ ମହିଳା ଏହି ଘଟଣା ଟି ଶୁଣିବା ପରେ ଆପଣ ନିଶ୍ଚିଚ ରିଆକ୍ଟ କରିଥିବେ । ଆପଣ ମାନେ ଭାବୁଥିବେ କି ପୁରୁଷ ଙ୍କ ର ସମ୍ବନ୍ଧ ବ୍ୟତିତ ମହିଳା ମାନେ ମା ହେବାର ସ୍ବାଭାଗ୍ୟ କେମିତି ପାଇପାରୁଛନ୍ତି କିନ୍ତୁ ଏହା ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ ଯେ ଆଇଭିଏଫ୍‌ ଜରିଆରେ ମହିଳାଙ୍କୁ ମା’ ହେବାର ସୌଭାଗ୍ୟ ଅର୍ଜନ ହୋଇଥିବା ଜଣା ପଡ଼ିଛି ।

ସ୍ବାମୀ କର୍କଟ ରୋଗରେ ପିଡୀତ ହୋଇ ମୃତ୍ୟୁବରଣ କରିବା ପରେ ପତ୍ନୀ ଙ୍କୁ ଆଇଭିଏଫ୍‌ ଜରିଆରେ ଦୁଇ ଦୁଇ ଥର ମା ହେବାର ସୌଭାଗ୍ୟକୁ ଅର୍ଜନ କରିପାରିଛନ୍ତି ।
ତେବେ ଏହି କାର୍ଯ୍ୟରେ ସଫଳ ଅର୍ଜନ କରି ମା ହୋଇପାରି ଥିବା ସେହି ମହାନ ଜଣଙ୍କ ହେଲେ ଆଞ୍ଜେଲିନ୍‌ । ଆଞ୍ଜେଲିନ୍‌ 2007 ମସିହାରେ କ୍ରିସ୍‌ ବିବାହ କରିଥିଲେ ବିବାହର ଗୋଟିଏ ବର୍ଷ ପରେ କ୍ରିସ୍ ଙ୍କର ମୃତ୍ୟୁ କର୍କଟ ରୋଗ ଦ୍ବାରା ହୋଇଥିଲା ।

Related image

ତାଙ୍କ ଜୀବନ କାଳରେ ଏମିତି ଗୋଟିଏ କାଳ ଆସି ତାଙ୍କ ଆଗରେ ଚିଡା ହେଲା ଯାହାକୁ ଆଞ୍ଜେଲିନ୍‌ ଆଜି ପର୍ଯ୍ୟନ୍ତ ଭୁଲିପାରି ନାହାଁନ୍ତି । ତେବେ ସୁଚନା ମୁତାବିକ୍ କ୍ରିସ ମରିବା ପୂର୍ବରୁ ତାଙ୍କର ଡାକ୍ତରଙ୍କ ପରାମର୍ଶରେ ମୃତ୍ୟୁ ପୂର୍ବରୁ କ୍ରିସ୍‌ଙ୍କ ସ୍ପର୍ମ ରଖି ଦିଆଯାଇଥିଲା ଯାହାକୁ ନେଇ ଏଞ୍ଜେଲିନ କ୍ରିସ୍‌ଙ୍କ ସ୍ପର୍ମ ଜରିଆରେ ଗର୍ଭବତୀ ହୋଇପାରିଲେ ।

ସେ ଏହି ସ୍ପର୍ଶ ମାଧ୍ୟମରେ ପ୍ରଥମ ସନ୍ତାନ କୁ 2013 ମସିହାରେ ଜନ୍ମ ଦେଇଥିଲେ ପରେ ସେ 2018 ମସିହାରେ ଆଉ ଗୋଟିଏ ସନ୍ତାନ କୁ ଜନ୍ମ ଦେଇଥିଲେ । ତେବେ ସ୍ବାମୀର ମୃତ୍ୟୁର 10 ବର୍ଷ ପରେ ମଧ୍ୟ ଏଞ୍ଜେଲିନ ଦୁଇ ଥର ଗର୍ଭଧାରଣ କରିପାରିଲେ ଏବଂ ମା ହେବାର ସୌଭାଗ୍ୟ କୁ ଅର୍ଜନ କରିପାରିଲେ । ତେବେ ଆପଣ ମାନେ ମଧ୍ୟ ଆଞ୍ଜେଲିନ୍‌ ଭଳି ମା କାହିଁକି ନପାରିବେ ।ଆମ ସମାଜରେ ସ୍ବାମୀ ମରି ଗଲା ପରେ ତାଙ୍କୁ ଅନ୍ୟ ପୁରୁଷ ସହିତ ବିବାହ କରିଦିଆଯାଉଛି ।

Loading...
Loading...