ସ୍ୱାମୀ ପୂର୍ବରୁ ନିଜର ବୟଫ୍ରେଣ୍ଡ ଠାରୁ ଗର୍ଭବତୀ ଥିଲେ ଏହି ମହିଳା ମାନେ। ତାଙ୍କର ସତ କଥା ଜାଣିବା ପରେ ବି ତାଙ୍କ ସ୍ବାମୀ ତାଙ୍କ ହାତ ଥାମିଲେ

ମା ବନିବା କାହା ପାଇଁ ବି ଅତି ସୌଭାଗ୍ୟ ର କଥା ହେଇଥାଏ । ଏହା ସବୁ ମହିଳା ମାନଙ୍କର ଏକ ସ୍ବପ୍ନ ହେଇଥାଏ । ଏହା ଅତ୍ୟନ୍ତ ସୁନ୍ଦର ଅନୁଭବ ଥାଏ କି ଆପଣ ମା ବନିବେ ଆଉ ଏକ ସନ୍ତାନ କୁ ଜନ୍ମ ଦେବେ । ସେଇ ସମୟରେ ହି ତାର ବାପ କୁ ବି ବହୁତ ଭଲ ଅନୁଭବ ହେଇଥାଏ । ବାପା ହେବା ବି ଏକ ଅତ୍ୟନ୍ତ ସୁନ୍ଦର ଅନୁଭବ ଥାଏ ।

ମାତ୍ର ଥରେ ଚିନ୍ତା କରନ୍ତୁ ଯଦି ଜଣେ ବାପ ଏହା ଜାଣେ କି ତାର ସ୍ତ୍ରୀ ବିବାହ ପୂର୍ବରୁ ବି କାହା ଠାରୁ ଗର୍ଭବତୀ ଥିଲେ ତ ତା ଉପରେ କଣ ବିତୁଥିବ । ଏହା ଅତ୍ୟନ୍ତ ସ୍ୱାଭାବିକ କଥା କି ତାକୁ ବହୁତ ଖରାପ ଲାଗିବ ।

ମାତ୍ର ଏହା ବାସ ଆମ ସାଧାରଣ ଲୋକଙ୍କ ସହ ହେଇଥାଏ କି ଜଣେ ମହିଳା ଯଦି ବିବାହ ପୂର୍ବରୁ ଗର୍ଭବତୀ ଥାଏ ତ ସେ ଜମା ବି ଭଲ ଅନୁଭବ କରେନା । ମାତ୍ର ଏହା ସେଲିବ୍ରିଟି ମାନନ୍କ କ୍ଷେତ୍ର ରେ ଜମା ବି ହେଇ ନଥାଏ । ସେମାନେ ନିଜ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ବି ସେମାନେ ବହୁତ ଲୋକପ୍ରୟ ଅଭିନେତା ମାନଙ୍କୁ ବିବାହ କରିଛନ୍ତି ଆଉ ସବୁଠୁ ବଡ଼ ତାଯୁବ କଥା ଏଇଆ କି ସେମାନଙ୍କ ସ୍ୱାମୀ ଏହା ଜାଣିବା ପରେ ବି ତାଙ୍କ ହାତ ଥାମିଛନ୍ତି ଆଉ ତାଙ୍କ ସହ ଅଛନ୍ତି ।

୧. ସେଲିନା ଜେଟଲି :

ମିସ ଇଣ୍ଡିଆ ସେଲିନା ଜେଟଲି ନିଜ ବିବାହ ପୂର୍ବରୁ ହି ତାଙ୍କ ବୟଫ୍ରେଣ୍ଡ ଙ୍କ ଠାରୁ ଗର୍ଭବତୀ ଥିଲେ ତେଣୁ ସେ ଆବର୍ଷନ ର ସାହାରା ନେଲେ । ତା ପରେ ସେ ପିଟର ହଗ ଙ୍କୁ ଡେଟ କଲେ ଆଉ ତାଙ୍କୁ ହି ବାହା ହେଲେ । ରିପୋର୍ଟ ମୁତାବିକ ପିଟର ଙ୍କୁ ସେଲିନା ଙ୍କର ଗର୍ଭାବସ୍ଥା ବାବଦରେ ବିବାହ ପୂର୍ବରୁ ହି ଜଣା ଥିଲା ମାତ୍ର ତାହା ସତ୍ତ୍ୱେ ସେ ତାଙ୍କୁ ବିବାହ କଲେ ।

୨. କୋଙ୍କାନା ସେନ ଶର୍ମା :

କୋଙ୍କାନା ସେନ ଶର୍ମା ବଲିଉଡ ଆଉ ସାଉଥ ଇଣ୍ଡିଆନ ସିନେମା ର ଏକ ଅତ୍ୟନ୍ତ ଲୋକପ୍ରିୟ ଏକଟ୍ରେସ ଅଟନ୍ତି । ତାଙ୍କ ସୂତ୍ର ମୁତାବିକ ସେ ରନବୀର ସୋରି ଙ୍କୁ ବିବାହ କରିବା ପୂର୍ବରୁ ଆଉ ଜଣଙ୍କୁ ଡେଟ କରୁଥିଲେ ଆଉ ତାଙ୍କ ଠାରୁ ଗର୍ଭବତୀ ବି ଥିଲେ । ମାତ୍ର ପରେ ସେ ରଣବିର ସୋରି ଙ୍କୁ ବିବାହ କଲେ ଆଉ ତାଙ୍କ ଠାରୁ ବି ଗର୍ଭବତୀ ହେଲେ । ଏବେ ତାଙ୍କ ଛାଡପତ୍ର ହେଇ ସାରିଛି ।

୩: ସାରିକା :

ଅଭିନେତ୍ରୀ ସାରିକା ବି କମଳ ହାସନ ଙ୍କୁ ବିବାହ କରିବା ପୂର୍ବରୁ ଆଉ ଜଣଙ୍କ ପାଖରୁ ଗର୍ଭବତୀ ଥିଲେ ମାତ୍ର ଏହା ଜାଣିବା ସତ୍ତ୍ୱେ ତାଙ୍କୁ କମଳ ହାସନ ବିବାହ କଲେ ଆଉ ତାଙ୍କୁ ପରେ ଦୁଇ ଜଣ ଝିଅ ହେଇ ଥିଲେ । ସେ କମଳ ଙ୍କ ଠାରୁ ବି ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଆଉ ତା ପରେ ତାଙ୍କ ବିବାହ ହେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।