ସ୍ବାମୀ ଙ୍କୁ ହତ୍ୟାକରି ଶବ ଉପରେ ରୋଷେଇ କରୁଥିଲା ସ୍ତ୍ରୀ

ସ୍ବାମୀ ଙ୍କୁ ହତ୍ୟାକରି ରୋଷେଇ ଘରେ ପୋତି ଦେଲା ସ୍ତ୍ରୀ , ଆଉ ଶବ ଉପରେ ଚୁଲି ତିଆରି କରି ଏକ ମାସ ପର୍ଯ୍ୟନ୍ତ ରୋଷେଇ କରୁଥିଲା ସ୍ତ୍ରୀ । ତେବେ ଏପରି ଗୋଟିଏ ଅଭାବନୀୟ ଘଟଣା ଶୁଣିବା ପରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି , ତେବେ ତା ପରେ କଣ ହେଲା , କଣ ଶବର ସନ୍ଧାନ ମିଳିପାରିଲା ଏବଂ ସ୍ତ୍ରୀ ଜଣଙ୍କ କେଉଁ କାରଣରୁ ତାଙ୍କ ସ୍ବାମୀ ଙ୍କୁ ହତ୍ୟା କରିଥିଲେ ।

ସାଧାରଣତ ସ୍ତ୍ରୀ ସ୍ହାମୀ ଙ୍କୁ ହତ୍ୟା କରିଥିବାର କିମ୍ବା ଶାଶୁ ଶଶୂର ଙ୍କର ହତ୍ୟା କରିଥିବା ଘଟଣା ଶୁଣିଥିବେ , କିନ୍ତୁ ଏବେ ଜଣେ ମହିଳା ତାଙ୍କ ସ୍ବାମୀ ଙ୍କୁ ହତ୍ୟା କରି ରୋଷେଇ ଘରେ ପୋତି ଦେଇ ଗୋଟିଏ ମାସ ରୋଷେଇ କରିଲା ।

ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜ୍ୟର ଅନୁପୁର ଜିଲ୍ଲାରେ , ଆଉ 32 ବର୍ଷୀୟ ମହିଳା ଙ୍କର ନାମ ହେଉଛି ପ୍ରମିଳା ଆଉ ନିଜ ଓକଲି ହୋଇଥିଲା ସ୍ବାମୀ ମହେଶ୍ ଙ୍କୁ ହତ୍ୟା କରି ରୋଷେଇ ଘରେ ପୋତିଦେଲା ।

ଆଉ ଗୋଟିଏ ମାସ ପରେ ସ୍ବମୀ ନିଖୋଜ ଅଛି ବୋଲି ସାରା ଗ୍ରାମରେ ପ୍ରସାର ହେବା ପରେ ପ୍ରମିଳା ନିଜେ ପୁଲିସ ଷ୍ଟେସନ ଯାଇ ସ୍ବାମୀ ନିଖୋଜ ଅଛି ବୋଲି ଏଫାୟାର ଦର୍ଜ କରିଥିଲେ । ଆଉ ଏହା ପରେ ଏହି ମାମଲାକୁ ଆଖି ଆଗରେ ରଖି ପୋଲିସ ନିଖୋଜ ବ୍ୟକ୍ତିଙ୍କର ଜାଞ୍ଚ୍ କରିଥିଲା ।

କିନ୍ତୁ 21 ନଭେମ୍ବରରେ ଏହି ମାମଲାର ଟୁଇଷ୍ଟ ଆସିଲା , ମୃତ ଙ୍କର ବଡ ଭାଈ ଅର୍ଜୁନ ପୁଲିସ ଙ୍କୁ କହିଲା କି ଭାଈ ଉପରେ ସନ୍ଧେହ ହେଉଛି , ଆଉ ଅର୍ଜୁନ କହିଲା କି ସେ ଅନେକ ଥର ତାଙ୍କ ସାନ ଭାଈ ଘରକୁ ଯାଇଛନ୍ତି କିନ୍ତୁ ତାର ପନ୍ତ୍ରୀ ବାରମ୍ବାର ଘରକୁ ପ୍ରବେଶ କରିବାକୁ ଦେଇନାହିଁ , ଆଉ ଏହି ସୂଚନା ପର ପୁଲିସ ମୃତ ଙ୍କ ଘରେ ପହଞ୍ଚିଥିଲେ ।

ସେଠାରେ ପହଞ୍ଚିବା ପରେ ପୁଲିସ କୁ ଦୁର୍ଗନ୍ଧର ସ୍ମେଲ୍ ହେଲା ଆଉ ଯେତେବେଳେ ରୋଷେଇ ରୁମ କୁ ଗଲେ ସେତେବେଳେ ଅଧିକ ଗନ୍ଧ ଆସିଲା . ଘଟଣା ସ୍ଥଳରେ ଏପରି ଗନ୍ଧ ଦେଖି ଖୋଳିବା ପରେ ମୃତ୍ୟୁ ହୋଥିବା ମହେଶ୍ ଙ୍କର ଶବ ମିଳିଲା ।

ପୁଲିସ ଯେତେବେଳେ ସ୍ବାମୀ ଙ୍କୁ ସ୍ତ୍ରୀ ଏ ପରି ହତ୍ୟା ସମ୍ପର୍କରେ ପଚାରିଥିଲା , ସ୍ତ୍ରୀ ଯାହା କହିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ମୃତ ବ୍ୟକ୍ତିଙ୍କର ସ୍ତ୍ରୀ ପ୍ରମିଳା ଙ୍କର କହିବା ଅନୁସାରେ ମହେଶ ତାଙ୍କ ସାନ ଭାଈ ଗଙ୍ଗାରାମର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରହିଆସୁଥିଲା ।

ଆଉ ତା ପର ଗଙ୍ଗା ରାମ ଏବଂ ସ୍ତ୍ରୀ ମିଶି ସ୍ବାମୀ ଙ୍କୁ ମାରିଦେବାର ଚାଲ କରିଥିଲେ ଏହା କହିବା ପରେ ଗଙ୍ଗାରାମ କହିଲେ କି ଏହି ମହିଳା ଜଣଙ୍କ ବହୁତ ଚାଲାକ୍ ଅଟେ ତାଙ୍କ କଥା ବିଶ୍ବାସ କରନ୍ତୁ ନାହିଁ ମୁଁ ଏ ହତ୍ୟାରେ ସାମିଲି ହିଁ ନାହିଁ , ବଡ ଭାଈର ଏପରି ବୟାନ ପରେ ଏହି ଘଟଣା ଏବେ ରହସ୍ୟ ହୋଇ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।