ସ୍ୱର୍ଗରେ ଭଗବାନ ଶିବ ନିଜେ ଲେଖିଦେଇଛନ୍ତି ଏହି ନାମର ଯୋଡି ପରଷ୍ପର ବିନା ଗୋଟେ ମିହୁର୍ତ୍ତ ବି ରହିପାରନ୍ତି ନାହିଁ

ଭଗବାନ ଶିବ ନିଜେ କହିକି ପଠେଇଛନ୍ତି ଏ ଦୁଇ ଯୋଡି କେବେ ଅଲଗା ହୋଇନଥାନ୍ତି :- ଭଗବାନ ଶିବ ନିଜେ ସ୍ୱର୍ଗରୁ ଲେଖିକି ପଠେଇଛନ୍ତି ଏଇ ଦୁଇଟି ନାମର ଯୋଡି,ଜୀବନ ସାରା କେବେବି ଅଲଗା ହୁଅନ୍ତି ନାହିଁ।ପ୍ରେମକୁ ଏ ଦୁନିଆର ସବୁଠାରୁ ଏକ ସୁନ୍ଦର ଅନୁଭବ ମାନାଯାଏ।ଯାହା ସବୁଠାରୁ ମୂଲ୍ୟବାନ ହୋଇଥାଏ।ସେଥିପାଇଁ ପ୍ରତେକ ମଣିଷ ଚାହିଁଥାଏ ।

ତାକୁ ତାର ସତ ପ୍ରେମ ମିଳୁ।ମାତ୍ର କିନ୍ତୁ ଏ ଦୁନିଆରେ ବହୁତ କମ ଲୋକ ଥିବେ ଯେଉଁମାନେ ନିଜର ପ୍ରକୃତ ପ୍ରେମ ମିଳିଥାଏ,ନହେଲେ ବହୁତ ଲୋକ ଥିବେ ଯେଉଁମାନେ ଜୀବନ ସାରା ନିଜର ପ୍ରକୃତ ପ୍ରେମକୁ ଖୋଜି ବୁଲୁଥିବେ କିନ୍ତୁ ସେମାନଙ୍କୁ ସେମାନଙ୍କର ପ୍ରେମ ମିଳିପାରେ ନାହିଁ।

ଏହିକଥା ତ ସମସ୍ତେ ଜାଣିଛନ୍ତି କି ଭଗବାନ ସମସ୍ତଙ୍କ ପାଇଁ କାହାକୁ ନା କାହାକୁ ବନେଇଥାନ୍ତି।ଆପଣମାନେ ଲୋକଙ୍କ ଠାରୁ ଶୁଣିଥିବେ କି ଯୋଡି ସ୍ୱର୍ଗରୁ ବନିକି ଆସିଥାଏ।

ଏଠିକି ଆସିବା ପରେ ମଣିଷ ନିଜର ସାଥି ସହିତ ମିଶିଥାଏ।ଏହା ପରେ ବି ମଣିଷ ନିଜର ଜୀବନ ସାଥିକୁ ଥରଟିଏ ହେଲେ ପାଇପରେ ନାହିଁ।ଜ୍ୟୋତିଷ ଶାସ୍ତ୍ରରେ ବି ଏହା ବିଷୟରେ କୁହାଯାଇଛି ଯେ ଏ ଯୋଡିକୁ ବି କେହି ଅଲଗା କରି ପାରିବେ ନାହିଁ।ଆଜି ମୁଁ ଆପଣଙ୍କୁ ଏମିତି ଏକ ଯୋଡି ବିଷୟରେ କହୁଛି ଯାହାକୁ ଭଗବାନ ଶିବ ସର୍ଗରେ ବନେଇଛନ୍ତି।ତେବେ ଚାଲନ୍ତୁ ଜାଣିବା ସେ ଯୋଡି ବିଷୟରେ।

1.p ଆଉ s ର ଯୋଡି:-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏ ଦୁଇ ଅକ୍ଷରରୁ ଆରମ୍ଭ ହୋଇଥିବା ନାଁ ର ଲୋକ ଜୀବନ ସାରା ଦୁହେଁ ଦୁହିଁଙ୍କୁ ଭଲ ପାଇଥାନ୍ତି।ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ଦୁଇ ଅକ୍ଷରର ଲୋକ ପରସ୍ପର ଠିକ ହୋଇଥାନ୍ତି।ଏହି ଦୁଇ ଅକ୍ଷରର ଲୋକ ନିଜର ଭାବନାକୁ ଖୁବ ଭଲ ଭାବେ ବୁଝି ପାରନ୍ତି।

ଏମାନଙ୍କ ମନରେ ଏତେ ପ୍ରେମ ଥାଏ କି ଏମାନେ ଛୋଟ ଛୋଟ କଥାକୁ ନେଇ ଝଗଡା କରନ୍ତି ନାହିଁ।ଅନ୍ୟ ଶବ୍ଦରେ କହିବାକୁ ଗଲେ ଏମାନେ କେବେ ଅଲଗା ହୁଅନ୍ତି ନାହିଁ।

2.d ଆଉ bର ଯୋଡି:-

ଏମିତି କୁହାଯାଇକି ଏମାନଙ୍କର ଯୋଡି ସ୍ଵର୍ଗରେ ହିଁ ବନିଥାଏ ଆଉ ପୃଥିବୀରେ ଏମାନଙ୍କର ମିଳନ ହୋଇଥାଏ।ଏହି ଯୋଡି ପରସ୍ପର ବିନା ଗୋଟିଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ।ଏହି ଦୁଇ ଯୋଡି ମାନଙ୍କ ମଧ୍ୟରେ କଦାପି ଈର୍ଷାର ଭାବ ଦେଖା ଯାଏ ନାହିଁ ।

ଏହି କାରଣ ପାଇଁ ସେମାନେ ଜୀବନ ସାରା ଏକାଠି ରହିଥାନ୍ତି।ଏହା ସହିତ ସେମାନେ ଦୁହିଁଙ୍କର ସବୁ ଇଚ୍ଛାକୁ ପୁରାଣ କରିଥାନ୍ତି।ତେଣୁ ଏହି ଯୋଡିକୁ ଦେଖିବା ପରେ କୁହାଯାଏ କି ଏମାନଙ୍କର ଯୋଡି ସ୍ୱର୍ଗରୁ ବନିକି ଆସିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।