Loading...

ଭାଇରାଲରେ ସ୍ବାରଜ ଓ ସନମିରାଙ୍କର ପ୍ରେମ । କଣ ପ୍ରେମରେ ଫସିଲେ ସନମିରା ?

Loading...
0 206

ଓଲିଉଡ ର ଅଭିନେତା ଓ ଅଭିନେତ୍ରୀ ମାନେ ଆଜିକା କ୍ଷେତ୍ରରେ ବହୁତ ବହୁତ କଷ୍ଟ କରିବାରେ ଲାଗି ପଡିଛନ୍ତି ବୋଲି ଜଣା ପଡିଛି କାରଣ ଏବେକା କ୍ଷେତ୍ରରେ ଏମାନଙ୍କ ଫିଲ୍ମ ଗୁଡିକ ବହୁତ ଭାଇରଲ ହେବାରେ ଲାଗିଛି ଏପରିକି ବହୁତ ଲୋକମାନେ ବି ପସନ୍ଦ କରିବାରେ ଲାଗିଛନ୍ତି ।

ଏହି ଗୁଡିକ ଏବେ ବଲିଉଡ ର ସମାନ ଫିଲ୍ମ ଭଳି ବହୁତ ଆଡୁ ଲାଗିଲାଣି । ଏପଟ ରେ ଲୋକ ସିନି ବହୁତ ପରିଣାମ ରେ ପସନ୍ଦ କରିବାରେ ଲାଗିଛନ୍ତି କିନ୍ତୁ ଏହି ଫିଲ୍ମ ଗୁଡିକ ରେ ଯେଉଁ ହିରୋ ଓ ହିରୋଇନ୍ ମାନେ କାମ କରୁଛନ୍ତି ସେମାନଙ୍କ ପୋଲ ଏବେ ଖୋଲିବାରେ ଲାଗିଛି ।

ତେବେ ଏପରି ଗୋଟିଏ ଯୋଡି ଯେଉଂମାନଙ୍କ ପୋଲ ଏବେ ଖୋଲିବାରେ ଲାଗିଛି ସେମାନେ ହେଉଛନ୍ତି । ସ୍ବରାଜ ଓ ସନମିରା । ବର୍ତ୍ତମାନ ସମୟ ରେ ବହୁତ ପରିଣାମ ରେ ଏମାନଙ୍କ ଗଥା ଚର୍ଚ୍ଚା ରେ ରହିଛି ।

ବର୍ତ୍ତମାନ ସମୟ ରେ ଏହି ଦୁଇଜଣ ମାର୍କେଟ ଖାୁଥିବାର ଜଣା ପଡିଛି । ଏମାନେ ଦୁଇଜଣ ଙ୍କ ଘର ବାରିପଦା ରେ ଓ ଏମାନେ ଛୋଟ ଠୁ ହିଁ ଏପରି ଫିଲ୍ମ ରେ କାମ କରିବାରେ ଲାଗିଛନ୍ତି ।

ତେବେ ଏବେ ଏହି ପରି ପରିସ୍ଥିତି ରେ ଗୋଟିଏ ବଡ ପୋଲ ଏମାନଙ୍କ ବିଷୟ ରେ ଖୋଲିଛି ବୋଲି ଜଣା ପଡିଛି । ଏହି କିଛି ଦିନ ତଳେ ଏମାନେ ଦୁହେଁ ନିଜର ଫିଲ୍ମ ର ପ୍ରୋମସନ ପାଇଁ ଗୋଟିଏ youtube channal ରେ କହିଥିଲେ କିଛି ଏପରି ।

କି ସନମିରା ଓ ସ୍ବରାଜ ଙ୍କ ଯୋଡି ବହୁତ ଦିନର ଓ ଏମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ବୋଲି । ବି ସେମାନେ କହିଥିଲେ । ତେବେ ଏହା ପରେ ବି

ଏହା କହିଥିଲେ କି ସେମାନେ ପିଲା ବେଳେ ବହୁତ ମଜା କରୁଥିଲେ ଓ ଏପରି ବେଳେ ସେମାନେ ବିଲ କୁ ଜାଇ ସେଠାରେ ବିଲ ର ହିଡ ରେ ଚାଲିବା ସମୟ ରେ ସ୍ବରାଜ ଗୋଟିଏ ଗାତ ରେ ଗଳି ପଡିଥିଲେ କିନ୍ତୁ ଏପରି ବେଳେ ସନମିରା ତାଙ୍କୁ

ବାସ ଦେଖି ହସିଥିଲେ ଓ ଗାତରୁ ସ୍ବରାଜ ଙ୍କୁ ଉଠାଇ ନଥିବାରୁ ସ୍ବାରଜ ସନମିରାଙ୍କ ଉପରକେ ବହୁତ ଜୋରରେ ରାଗିଥିଲେ । ବୋଲି କହିଥିଲେ ଓ ଏମାନଙ୍କ କଥା ବାର୍ତ୍ତା ବି ହୋଇ ନଥିଲା ବୋଲି ସେ ପ୍ରଷ୍ଟ କରିଥିଲେ ।

ତେବେ ସେମାନେ ଏପରି ବି କହିଛନ୍ତି କି ସେମାନଙ୍କ ଭିତରେ ଏବେ ମଧ୍ୟ ସେହି ପରି ଭାବେ ସଂମ୍ପର୍କ ରହିଛି ବୋଲି । ଓ ସେମାନେ କହିଥିଲେ କି ସେମାନଙ୍କ ଭିତରେ ରହିଥିବା ସଂମ୍ପର୍କ ର ବହୁତ ଭଲ ଭାବରେ ଆଣ୍ଡରଷ୍ଚାନିଇଂ ରହିଛି କେବଳ ସେଇଥି ପାଇଁ ହିଁ ସେମାନେ ଆଜି ବି ବହୁତ ଗୁଡିଏ ଭଲ ଫିଲ୍ମ କରି ପାରୁଛନ୍ତି । ବୋଲି କହିଥିଲେ ଓ ଏହି ପରି ଆଗକୁ ବି କରି ଚାଲିଥିବେ ବୋଲି କହିଛନ୍ତି ।

Loading...
Loading...