Take a fresh look at your lifestyle.

ଦେଖନ୍ତୁ ଭିଡିଓ । ଅଳ୍ପକେ ବର୍ତ୍ତଲେ ସ୍ବରାଜ ବାରିକ ଖଣ୍ଡଗିରି ଛକରେ ଅନ୍ୟମନସ୍କତା ହେତୁ ଦୁର୍ଘଟଣାର ଶିକାର ହେଲେ

0 65

ଏମିତି ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯଦି ଆମେ କିଛି ଜଣା ଶୁଣା ନାୟକ ଙ୍କ ନାମ କହିବା ତେବେ ତାଙ୍କ ଭିତରୁ ତ ସ୍ୱରାଜ ବାରିକ ବି ଆସିବେ । ଏମିତି ରେ ସେ ସବୁ ବେଳେ ତାଙ୍କ ଅଭିନୟ ର ଯାଦୁ ରେ ଲୋକ ମାନଙ୍କୁ ବୁଡାଇ ଦେବା ପାଇଁ ଚାହିଁ ଥାନ୍ତି । ଏପରି ବେଳେ ଯୁବ ପଢୀ ମାନଙ୍କର ସେ ହେଉଛନ୍ତି ବାଦସାହୋ । ତାଙ୍କର ଫିଲ୍ଲ ଲୈଲା ଓ ଲୈଲା ରେ ସେ କାମ କରି ଅଭିନୟ ର ଯାଦୁ ସେ ଲୋକ ମାନଙ୍କୁ ପ୍ରଥମ ଥର ଦେଖେଇ ଥିଲେ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଆଗ ଧାଡି ର ନାୟକ ଭାବେ ହୋଇ ସାରିଛନ୍ତି ।

ଏମିତି ସେ ନିଜ କେରିଅର ରେ ବହୁତ କିଛି କରିବା ପାଇଁ ଚାହିଁ ଥାନ୍ତି କିନ୍ତୁ । ଏମିତି ରେ ପୁଣି ଥରେ ଓଡ଼ିଆ ଇଣ୍ଡଷ୍ଟୀ କୁ ଲାଗିଛି ଏକ ବହୁତ ବଡ ଝଟ୍କା । ଜଣା ପଡିଛି କି ଗତ କାଲି ରାତି ରେ ସ୍ବରାଜ ବାରିକ ଙ୍କର ସଡକ ଦୁର୍ଘଟଣା ହେଇଛି ଯେଉଁ କାର ସହିତ ଏହି ଦୁର୍ଘଟଣା ହୋଇଛି ସେଇ ଥିରେ ସ୍ବରାଜ ବାରିକ ଥିଲେ ବୋଲି ଜଣା ପଡିଛି । ବିଷେଶ ସୂତ୍ରରୁ ଜଣା ପଡିଛି କି ତାଙ୍କର ଗାଡି ଭାଙ୍ଗିବା ସହିତ ସେ ଆହାତ ହୋଇଛନ୍ତି ବୋଲି । ଏହା ସୂଚନା ମିଳିଛି କି ଗତ ରାତି ରେ ସ୍ବରାଜ ଗୋଟିଏ ସୋ ସାରି ଘରକୁ ଫେରୁ ଥିବା ବେଳେ ଖଣ୍ଡ ଗିରି ଛକ ରେ ଏମିତି ଗୋଟିଏ ବଡ ଦୁର୍ଘଟଣା ହୋଇ ଥିଲା ।

ଏଥିରେ ତାଙ୍କର କିଛି ବି ହୋଇ ନଥିବା ବେଳେ ସେ କହିଛନ୍ତି କି ତାଙ୍କର ବାମ ହାତରେ ଟିକିଏ ମକଚି ଯାଇଛି ବୋଲି । ଏମିତି ଏତେ ବଡ ଦୁର୍ଘଟଣା ରୁ ଟିକିଏ ବର୍ତ୍ତି ଜାଇଛନ୍ତି ସ୍ବରାଜ ବୋଲି ଜଣା ପଡିଛି । ଏମିତି ରେ ସେ ଆଝି ତାଙ୍କ ସୋସିଆଲ ମିଡ଼ିଆ ରେ ତାଙ୍କ ଫେନ୍ ମାନଙ୍କୁ କିଛି ବି ଚିନ୍ତା ନ କରିବା ସହିତ ଏହି ଖବର କୁ ଏତେ ବି ଶିରିଏସ ନ ନେବା ପାଇଁ ଏମିତି ରେ ତାଙ୍କ ସହିତ ତାଙ୍କ ଯୋଡି ନାୟିକା ସନମିରା ଏହି ଖବର ସୁଣିବା ପରେ ଦୁଖଃ ପ୍ରକାଶ କରି୍ଛନ୍ତି ବୋଲି ଜଣା ପଡିଛି ।

ଏପରି କି ସ୍ବରାଜ ଙ୍କୁ ସଚେତନା କରାଇ ଥିବାର ଜଣା ପଡିଛି । ଏପରି ବେଳେ କାଲି ଯେଉଁ ସ୍ଥାନ ରେ ଦୁର୍ଘଟଣା ହୋଇ ଥିଲା ସେହି ସ୍ଥାନ ରୁ ଅନ୍ୟ ଏକ ଗାଡି ନେଇ ଘରକୁ ଜାଇ ଥଇବାର ଜଣା ପଡିଛି କାରଣ ଗାଡି ରେ କିଛି ଅସୁବିଧା ହେତୁ । ଗାଡା ସ୍ଟାର୍ଟ ହୋଇ ନଥିଲା ବୋଲି ଜଣ ପଡିଛି । ଏମିତି ବେଳେ ସାରା ଓଲିଉଡ ଜଗତ ବି ତାଙ୍କ ପାଇଁ ଶୁଭ ମନାସିଛନ୍ତି କି ସେ ଆଗକୁ ଜାଆନ୍ତୁ ବୋଲି ।

Leave A Reply

Your email address will not be published.