Loading...

ଶଶୁର ଉଧାର ନେଇ ବୋହୁ କକ୍ଷରେ ଲଗାଇଥିଲା କାମେରା।କ୍ୟାମେରା ରେ ଯାହା କଏଦ ହେଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ।

Loading...

ଶଶୁର ଉଧାର ନେଇ ବୋହୁ କକ୍ଷରେ ଲଗାଇଥିଲା କାମେରା।ତାପରେ ବୋହୁ ଟି ଯାହା କଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆସନ୍ତୁ ଜାଣିବା ଘଟଣାଟି କଣ ଘଟି ଥାଇପାରେ । ଆଜିର ଖବର ଅନୁସାରେ ଏଭଳି ଏକ ତଥ୍ୟ ସାମ୍ନା କୁ ଆସିଛି କି।ଖୁସୁରପୁରେ ଏକ ବ୍ୟକ୍ତି କୁ ତା ଉପରେ ସେ ବହୁତ ଦାରିଯାଇଥିଲା ଏଥିପାଇଁ କରଜ କରି ସେ ତା କକ୍ଷ ସିସିଟିଭି କ୍ୟାମେରା ଲଗାଇଲା।ଶଶୁରଙ୍କ କହିବା କଥା ହେଲା ଯେ ବୋହୁ ଟି ବହୁତ ଥର ଆତ୍ମା ହତ୍ୟା କରିବାକୁ ଚେଷ୍ଟା କରିଛି।ବାରମ୍ବାର ଧମକ ଦେଇ କହିଛି କି ଏମିତି କରିକି ସମସ୍ତଙ୍କୁ ଫସେଇଦେବ ବୋଲି।

ପରେ ବୋହୁ ର ଶଶୁରଙ୍କୁ ପରେ କିଏ ଉପଦେଶ ଦେଲା କି ଘରେ ଏକ ସିସିଟିବି କ୍ୟାମେରା ଲଗାଇବା ପାଇଁ।ପରେ ଶଶୁର ପଡୋସି ଜଣଙ୍କ ଠୁ ଉଦ୍ଧାର ନେଇ ଘରର ଚାରିଜଗରେ କ୍ୟାମେରା ଲଗାଇଦେଲେ। ଏହା ପରେ ସେ ରବିବାର ଦିନ ମହିଳା ଗୋଷ୍ଟି ଡକାଇ ନିଜର ସମସ୍ୟାକୁ ବ୍ୟକ୍ତ କଲା।କିନ୍ତୁ ଘଟଣାଟି କଣ ଆଉ କେଉଁଥିପାଇଁ ବୋହୁତି ତାର ପରିବାର ସଦସ୍ୟ ଉପରେ ଏମିତି ବ୍ୟବହାର କରୁଛି ଏବଂ କଣ ପାଇଁ ସେ ନିଜର ହତ୍ୟା ଧମକ ଦେଉଛି

ଏହା କିନ୍ତୁ କୌଣସି ପରିସ୍ଥିତି ରୁ ସମ୍ପୂର୍ଣ ରୂପେ ପରିବାର ତରଫରୁ ପ୍ରମାଣିତ ହୋଇନାହିଁ । ଯାହା ଫଳରେ ପୋଲିସଆସି ଘଟଣାଟି କଣ ଘଟିଛି ତାର ସୁଚାରୁରୂପେ ଅନୁଧ୍ୟାନ କରୁଛି ଏବଂ ସତ ଟା କଣ ସେଇଟା ଜାଣିବା ପାଇଁ ଚାହୁଁଛି । ଶଶୁର ଜଣଙ୍କ ଏହା ମଧ୍ୟ କହିଛନ୍ତି କି ବୋହୁ ମଧ୍ୟ ରାଗରେ ନିଜ ପିଲାଟିକୁ ମାଟି ତେଲ ପିଆଇଦେଇଛି ଆଉ ନିଜ ସ୍ୱାମୀକୁ ସିଡ଼ି ରୁ ପେଲିଦେଇଛି।

ଏହା ପରେ ସେ ମଧ୍ୟ କହିଛି କି ଅତମହତ୍ୟା କରିକି ସମ୍ପୂର୍ଣ ପରିବାର କୁ ଫସେଇଦେବ।ଏଥିପାଇଁ ଘରର ଚାରିପାଖରେ କ୍ୟାମେରା ଲଗାଯାଇଛି ଯେଉଁଥିରେ ବୋହୁ ର ବେଡ଼ରୁମ ବି ସାମିଲ ଅଛି ।

ଆଉ ସେ କହିଛି ମୁ ଏକା ପରିଶ୍ରମ କରି ଘରର ଖର୍ଚ ଉଠଉଛି ଓ ପ୍ରାୟ ସମୟ ତାର ପୁଅର ଦେହ ବହୁତ ଖରାପ ରହୁଛି।ଏବଂ ସେ ଯେତେବେଳେ ଘରକୁ ଫେରି ଆସେ ସେତେବେଳେ ବୋହୁଠାରୁ ବହୁତ ଗାଳିଗୁଲଜ ଶୁଣିଥାଏ।ଏବେ କିନ୍ତୁ କୌଣସି କେସ ରେ ପଶିବାକୁ ଆଉ ଭୟ ନାହିଁ ।

ମହିଳା ସଂଗଠନର ଅଧକ୍ଷ ଶାନ୍ତିଲତା ଦେବୀ କହିଛନ୍ତି ଯେ ମହିଳା ଜନକଟି ବହୁତ ପୀଡା ର ଶିକାର ହୋଇଛନ୍ତି।ଏବଂ ପରିବାର ତାକୁ ବହୁତ ଗାଲ8ଗୁଳଜ ସହ ବହୁତ ପୀଡା ମଧ୍ୟ ଦେଇଛନ୍ତି । ଦୁହିଁ ପକ୍ଷ କୁ ଶୁଣି ଏବେ ବିଚାର ହେଲା କଥା ଟି ହେଉଛି ଘରେ କ୍ୟାମେରା ଲଗାଇବା ଫଳରେ ବୋହୁଟି ଘରର ସମସ୍ତଙ୍କ ବିରୋଧରେ ଯଥା ପାଟି,ଶଶୁର,ଶାଶୁ,ନଣନ୍ଦ,ଦିଅର ଏମାନଙ୍କ ବିରୋଧରେ ମହିଳା ସଂଗଠନ ରେ ଅଭିଯୋଗ କରିଥିଲା ଯାହାକି ଏବେ ସାମ୍ନା କୁ ଆସୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...