ତାର ରେ ବସିଥିବା ଚଢେଇ ଙ୍କୁ କାହିଁକି କରେଣ୍ଟ ମାରେ ନାହିଁ

0

ଆପଣ ମାନେ କେବେ ନା କେବେ ଏହା ନିଶ୍ଚୟ ଭାବିଥିବେ ଆମେ ଯଦି ଭୂୁଲରେ କୌଣସି କରେଣ୍ଟ ଯାଉଥିବା ତାରକୁ ଛୁଇିଁ ଦେଉ ତେବେ ଆମକୁ ତାର ପ୍ରଭାବ ଜଣାପଡେ । କିନ୍ତୁ ସେହି ତାର ରେ କୌଣସି ପକ୍ଷୀ ବସିଥାନ୍ତି ତେବେ ତାଙ୍କୁ କରେଣ୍ଟ ମାରିନଥାଏ ? ତେବେ ଏହାର କାରଣ କଣ ?ଆସନ୍ତୁ ଜାଣିବା ।

ଆପଣ ଜାଣିଥିବେ କରେଣ୍ଟ ହେଉଛି ଏକ ଇଲେକଟ୍ରୋନିକ୍ ମୋମେଣ୍ଟ ଯାହା ଧାତୁ ଦ୍ବାରା ସିଧା ଚାଲିଥାଏ , ଇଲେକଟ୍ରୋନିକ୍ ମୋମେଣ୍ଟ ପାୱାର ଲାଇନ୍ ରୁ ନେଇ ଘରକୁ ଆସିଥାଏ ଏବଂ ଆର୍ଥିଙ୍କ ଦ୍ବାରା ଚାଲିଯାଇଥାଏ ।

କରେଣ୍ଟ ସବୁବେଳେ କମ୍ ପାଦ ରାସ୍ତା ଦେଇ ଯାଇଥାଏ । ମନେ ରଖନ୍ତୁ ଇଲୋକଟ୍ରୋନ୍ ଯେଉଁ ଟାରେ ଫ୍ଲୋ ହଉଏ ତାହା ସିଧା ଏବଂ ସରଳ ରୋଖା ଦେଇ ଯାଇଥାଏ । ଯଦି କୌଣସି ପକ୍ଷୀ ତାର ଉପରେ ବସିଛି ତେବେ ଇଲୋକଟ୍ରୋନ୍ ପକ୍ଷୀ ଉପରେ ନଯାଇ ସିଧା ଧାତୁରେ ହିଁ ଚାଲିଯିବ । କାରଣ ସମସ୍ତ ଙ୍କର ଧାତୁ ଭଲ କଣ୍ଡକଟର ହୋଇଥାନ୍ତି ।

ସେହିପରି କୌଣସି ପକ୍ଷାୀ ତାର ଉପରେ ବସନ୍ତି ତେବେ ଇଲୋକଟ୍ରୋନ୍ ତାଙ୍କ ଉପର ଯିବା ଅପେକ୍ଷା ଧାତୁ ଦ୍ବାରା ହିଁ ଆରାମ ରେ ଯାଇଥାଏ ଏବଂ ତାଙ୍କୁ କରେଣ୍ଟ ମାରିବ ନାହିଁ , ସେହି ଦୁଇଟି କାଣରୁ ଏପରି ହୋଇଥାଏ ।

ତେବେ ଆପଣ ଯଦି କୌଣସି ବସ୍ତୁ ବା ଧାତୁ ନ ଛୁଇିଁ ପକ୍ଷୀ ପରି ତାର ଉପରେ ବସିବେ ତେବେ ଆପଣ ଙ୍କୁ ମଧ୍ୟ କରେଣ୍ଟ ମାରିବ ନାହିଁ , କିନ୍କୁ ଯଦି ଆପଣ ଭୁଲରେ କୌଣସି ବସ୍ତୁ କୁ ଛୁଇିଁ ଦିଅନ୍ତି ଯାହା ଭୂମି ସହିତ ଜଡିତ ଥିବ ଇଲେକଟ୍ରୋନ୍ ଆପଣଙ୍କ ଦେହ ପାରି ହୋଇ ଭୂମିକୁ ଚାଲିଯିବ ଏବଂ ଆପଣ ଙ୍କୁ କରେଣ୍ଟ ମାରିବ ନାହିଁ ଏହା ସେହି ପକ୍ଷୀ ସହିତ ହୋଇଥାଏ  ।

ଯଦି ସେହ୍ ପକ୍ଷୀ ତାର ଉପରେ ବସି ଭୁଲରେ ଢେଣାକୁ ଅନ୍ୟ ତାର କିମ୍ବା ବସ୍ତୁ ଉପର୍ ଲଗାଇ ଦେବ ଯାହା ଭୂମି ସହିତ ଯୋଡିତ ଥିବ ତେବେ ପକ୍ଷୀ କୁ ମଧ୍ୟ କରେଣ୍ଟ ମାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.