Take a fresh look at your lifestyle.

ବିଗତ 2900 ବର୍ଷ ପରେ ଜଣା ପଡିଲା ପୃଥିବୀ ଧ୍ବସଂ ହେବାର ସଂକେତ ଜନ୍ମ ହେଲା ଲାଲି ବାଛୁରୀ ।

0 116

ଦୁନିଆ ର ଅନ୍ତ କେବେ କଣ ଆପଣ ଜାଣିଛନ୍ତି କି ? ନାହିଁ ଏହା କେବେ ଜଣା ପଡି ନାହିଁ କି ଏହି ଦୁନିଆଁ ର ଅନ୍ତ କେବେ ଓ କେଉଁ ପରିସ୍ଥିତି ରେ ହେବ । ତେବେ ଏପରି କି ବହୁର ଦିନ ଧରି ବହୁତ ମୁନି ଋଶି ମାନେ କହି ଆସିଛନ୍ତି କି ଦୁନିଆଁ ର ଅନ୍ତ ବହୁତ ଶୀଘ୍ର ହେବାକୁ ଯାଉଛି । ତେବେ ଏପରି କ୍ଷେତ୍ରରେ ଆଜି ଯାଏଁ କେବେ ବି ଏପରି ହୋଇ ନାହିଁ । ଆପଣ ମାନେ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଏହା ପାଇଁ କି ବହୁତ ପ୍ରକାରର ଗ୍ରନ୍ଥ ଓ ମାଳିକା ବି ବାହାରି ଥିଲା । ଏପରି ମଧ୍ଯ କି ବହୁତ ଥର ଦୁନିଆଁ ଧ୍ବସଂ ହେବାର ତାରିଖ ବି ଜଣା ପଡିଥିବା ବେଳେ ଏହା କେବେ ବି ସତ୍ୟ ହୋଇ ନାହିଁ କିନ୍ତୁ ।

ବିଗତ 2900 ବର୍ଷ ପରେ ଏକ ସୂଚନା ରୁ ଜଣା ପଡିଛି କି ଏବେ ଦୁନିଆଁ ଧ୍ବସଂ ହେବାରେ ଲାଗିଛି ବୋଲି । ମାୟା କେଲେଣ୍ଡାର କହିଛି । କିନ୍ତୁ ଏହା ସତ କି ମିଛ ଏପର୍ଯ୍ଯନ୍ତ ଜଣା ପଡି ନାହିଁ । ହେଲେ ଏହା ପୂର୍ବ ରୁ କିଛି ବର୍ଷ ପୂର୍ବେ 2012 ରେ ହୋଇଥିବା ସୁଣାଣି ନେଇ ଲୋକ ମାନେ ବହୁତ ଚିନ୍ତିତ ଥିଲା ବେଳେ ଏହି ସବୁ ର ପ୍ରଭାବ କିଛିବି ଆସି ନଥିଲା . । ହେଲେ ଅଜବ କଥା ଏହା କି ଆଜି ବି ଲୋକମାନେ ଏହି କଥା ର ସତ୍ୟତା କୁ ମାନି ଚାଲୁଥିବା ର ପ୍ରମାଣ ରହିଛି । ତେବେ ଏହି କିଛି ଦିନ ତେଳେ ଗୋଟିଏ ସ୍ଥାନ ରେ ଏପରି ଭବିଷ୍ୟତ ବାଣୀ ହୋଇଥିଲା କି ଏବେ ଦୁନିଆ ଧ୍ବସଂ ହେବାକୁ ଜାଉଛି ।

ଅଜବ ଘଟଣା ଏହାକି ଯେଉଁ ସ୍ଥାନ ରେ ଏପରି ଭବିଷ୍ୟ ବାଣୀ ହୋଇଥିବା ର ଜଣା ସେଠାରେ ଗୋଟିଏ ଲାଲ ବାଛୁରୀ ଛୁଆ ଜନ୍ମ ହେବାର ଜଣା ପଡିଛି । ଏବେ ଏହା ବହୁତ ଭାଇରଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ବାଛୁରୀ କୁ ନେଇ କୁହାଯାଉଛି କି ଏହା ଦୁନିଆ ଧ୍ବସଂ ହେବାର ଗୋଟିଏ ସଂଙ୍କେତ ଅଟେ । ତେବେ ସେଠାରେ ଦିର୍ଘ 2900 ବର୍ଷ ପରେ ଇଜ୍ରାଏଲ୍ ନାମକ ସ୍ଥାନ ରେ ଗୋଟିଏ ଲାଲ୍ ବଛୁରୀ ଜନ୍ମ ହେବାର ସୂଚନା ଏକ ଚମତ୍କାର ଅଟେ କାରଣ ଏହା ପୂର୍ବ ରୁ କେବେ ବି ଏପରି ହୋଇ ନାହିଁ କୈଣସି ଲାଲ୍ ରଙ୍ଗ ର ବାଛୁରୀ ସେଠାରେ ଜନ୍ମ ନେଇଛି ।

ବର୍ତ୍ତମାନ ଏହି ଲାଲ ରଙ୍ଗ ର ବାଛୁରୀ ମିଡିଆ ରେ ଚହଳ ପକାଇଛି । ଓ ଏହି ବାଛୁରୀ କୁ ନେଇ ବହୁତ ଆଶଂକା କରାଯାଉଛି କି ଏହା ଭଗବାନ ଙ୍କ ର କୈଣସି ଦୁତ ର ରୁପ ଅଟେ । କିନ୍ତୁ େବେ ବାଛୁରୀ ଟି ସଂମ୍ପୂର୍ଣ୍ଣ ଲାଲ୍ କି ନାହିଁ ତାହାର ପରିକ୍ଷଣ କରିବା ପାଇଁ ତାକୁ ଲେବ କୁ ପଠା ଯାଇଛି । କାରଣ କୈଣସି ଗୋଟିଏ ବଡ ଦେବ ଦୂତ କହିଯାଇଛନ୍ତି କି ଯେବେ ଦୁୃୂନିଆଁ ରେ ଏହି ଲାଲ ବାଛୁରୀ ର ଜନ୍ମ ହେବ ସେତେ ବେଳେ ସେତେବେଳ ପରଠୁ ଦୁନିଆଁ ର ଧ୍ବସଂ ହେବା ଅରମ୍ଭ ହେବ । ତେବେ ଏପରି କ୍ଷେତ୍ରରେ ଆପଣ ଙ୍କ ମତ କଣ ଆମକୁ ମତା ମତ ଦିଅନ୍ତୁ ।

Leave A Reply

Your email address will not be published.