Take a fresh look at your lifestyle.

ପାଣି ପାଗ କେନ୍ଦ୍ରର ସୁଚନା ଅନୁଯାୟୀ । 5ଟି ଜିଲ୍ଲା ସବୁଠୁ ଅଧିକ ବିପଦ । ସେୟାର କରି ସଚେତନ କରାନ୍ତୁ

0 83

ମାଡି ଆସୁଛି ତିତିଲି । କଣ ଆପଣ ଜାଣିଛନ୍ତି କି କେତେ ପରିମାଣ ରେ ଓଡ଼ିଶା ଉପରେ ପ୍ରଭାବ ପକାଇବ ଏହି ତିତିଲି । ପ୍ରଥମେ ଜାଣି ନେବା ଏହି ତିତିଲି କଣ ଓ ଏହି ବାତ୍ୟା କୁ କାହିଁକି ତିତିଲି ବୋଲି କୁହାଯାଇଛି । ଏହାର ଫଳ ଆଜ୍ଞା ଏହା ହେଉଛି ଆନ୍ଧ୍ର ପ୍ରଦେଶ ର ଗୋଟିଏ ସ୍ଥାନ ଯହାର ନାମ ତିତିଲି ଅଟେ ଓ ଏହି ସ୍ଥାନ ରେ ହିଁ ଏହି ବାତ୍ୟା ପ୍ରଥମେ ପହଁଚିବ ।

ତେଣୁ ଏହାର ସ୍ଥାନ ଉପରେ ଏହି ବାତ୍ୟା ର ନାମ ରଖା ଜାଇଛି । ଏହା ତ ବହୁତ ଭଲ ଭାବେ ଜାଣି ଥିବେ କି କେନ୍ଦ୍ରୀୟ ବୋଙ୍ଗପ ସାଗରରେ ଏହି ଲୁଘୁଚାପ ର ସୃଷ୍ଚି ହୋଇଥିବା ବେଳେ ଏବେ ଏହି ଲଘୁଚାପ ବାତ୍ୟା ର ମୋଡ ନେଇଛି ଓ ଏହା ସହିତ ଏପରି ବି ଜଣା ପଡିଛି । ଏହି 11 ଚାରିଖ ସନ୍ଧ୍ୟ ରେ ଓଡ଼ିଶା ର ଉପକୂଳ ଛୁଇଁ ବାର ରହିଛି ।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ୍ ଓ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ସେପଟେ ସଚିିବାଳୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ଗଂଜାମ, ଗଜପତି, ଜଗତସିଂହପୁର ଓ ପୁରୀରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ପରିସ୍ଥିତି ଦେଖି ଅନ୍ୟ ଜିଲ୍ଲା ସର୍ମ୍ପକରେ ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଯଦି ଏହା ଆମ ଓଡ଼ିଶା ଅଭିମୁଖେ ଆସିଥାଏ ତେବେ ପାଣି ପାଗ ବିଭାଗ କହିଛନ୍ତି କି ଏହା ଖାସ କରି ଏହି ପାଞ୍ଚଟି ଜିଲ୍ଲା ଉପରେ ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି । ଏହା ସହିତ ଏହା ବି ଜଣା ପଡିଛି କି ଗଞାମ ,ଗଜପତି, କେନ୍ଦ୍ରା ପଡା ପୁରୀ ଓ ଜଗତସଂହ ପୁର ଠାରେ ଏହାର କରାଳ ଦୃଶ୍ୟ ଦେଖିବା ପାଇଁ ପଡିବ ।

ଏହା ସହିତ ବୋଙ୍ଗପ ସାଗରେ ଏହି ବାତ୍ୟା ର ଗତି କୁ ଗ୍ରାଫ କରି ନଲସ୍କୁଲ ନାମକ ଏକ ସଂସ୍ଥା ତିତିଲି ର ସଂମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରିଛି । ର୍ତ୍ତମାନ ସମୟ ରେ ଏହା ଘଣ୍ଟା ପ୍ରତି 10 ରୁ 12 କିଲୋ ମିଟର ଆସୁଥିବା ର ଜଣା ପଡିଛି ଓ ଏହା ସହିତ ଏହା ବର୍ତ୍ତମାନ 420 କିଲୋ ମିଟର ରେ ରହିଛି । ଏହା ସହିତ ଆମ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲା ପାଳ କୁ ବି ସୂଚନା ଦେବା ସହିତ ସତର୍କ ରହିବା ପାଇଁ ବି କହିଛନ୍ତି ।

ଏହା ଆସନ୍ତା 24 ଘଣ୍ଟା ମଧ୍ଯରେ ବାତ୍ୟା ର ରୂପ ନେବ ଓ ଏହା ସହିତ 100 ରୁ 200 କିଲୋ ମିଟର ପବନ ବହିବା ସହିତ ବହୁତ ସ୍ଥାନ ରେ ଭାରି ଯୋରରେ ବର୍ଷା ଓ ଏହା ସହିତ ବଜ୍ର ପାତ ହେବା ର ସମ୍ଭାବନା ରହିଛି ।

ମତ୍ସ୍ୟ ଜିବୀ ମାନଙ୍କୁ ସାଗର ମଧ୍ଯକୁ ପଠାଇବା କୁ ମନା କରା ଯିବା ସଂଙ୍ଗେ ସଂଙ୍ଗେ ଅତ୍ୟନ୍ତ ପୀଡିତ ଜିଲ୍ଲା ରେ ବାତ୍ୟା ଆଶ୍ରୟ ସ୍ଥଳୀ ରେ ସବୁ କିଛି ସରଞାମ ର ବ୍ୟବସ୍ଥା କରାଯାଇଛି । ତେବେ ବର୍ତ୍ତମାନ ସମୟ ରେ ଆପଣଙ୍କ ମନ ରେ ତିତିଲି କୁ ନେଇ କଣ ଚାଲିଛି । ଆମକୁ ନିଶ୍ଚିତ ଜଣାନ୍ତୁ ।

Leave A Reply

Your email address will not be published.