Take a fresh look at your lifestyle.

ମୃତ୍ୟୁ ର ଅନ୍ୟ ନାମ ଏହି ଓୌଷଧ ଭୁଲ ରେ ବି କିଣନ୍ତୁ ନାହିଁ । ବିଦେଶ ରେ ହେଉଛି ବ୍ୟାନ କିନ୍ତୁ ଭାରତରେ ? ଜାଣି ନିୟନ୍ତୁ

0 101

ଭାରତ ଗୋଟିଏ ଏପରି ରାଷ୍ଟ୍ର ଯେଉଁଠି ବହୁତ ଲୋକ ମାନଙ୍କୁ ଠକାଇବା ବହୁତ ପ୍ରକାରର ସମ୍ଭବ ପର ହୋଇଥାଏ କାରଣ ଏଠାରେ ବହୁତ ଲୋକ ମୁର୍ଖ ହୋଇଥାନ୍ତି ଓ ସେମାନଙ୍କୁ ପଢା ଲେଖା ବି ଆସି ନଥାଏ ଏପରି କି ବହୁତ ଲୋକ ରହିଛନ୍ତି ଯେଉଁମାନେ ଙ୍କୁ ପଇସା ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ।

ଏପରି ଠକାମି ରେ ଶୀକାର ପ୍ରାୟ ବହୁତ ଲୋକ ହୁଅନ୍ତି । କିନ୍ତୁ ଏପରି ଗୋଟିଏ ଜିନିଷ ରହିଛି ଯେଉଁ ଗୁଡିକୁ ଏବେ ଆମେ ପ୍ରତ୍ୟେକ ମୁହୁର୍ତ୍ତ ରେ ବ୍ୟବହାର କରିବାରେ ଲାଗିପଡିଛୁ ଓ ଏପରି ସେହି ଗୁଡିକୁ ବ୍ୟବହାର ଦ୍ବାରା ଆମେ ମୃତ୍ୟୁ ଆଡକୁ ଅଗ୍ରସର ବି ହେବାରେ ଲାଗିଛୁ । ଜାହାର ନାମ ହେଲା ଓୈଷଧ କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ।

ଭାରତୀୟ ମାନଙ୍କ ଜୀବନ ବର୍ଷ କୁ 100 ପ୍ରତିଶତ ରୁ 30 ପ୍ରତିଶତ ଲୋକ ଙ୍କ ଜୀବନ କେବଳ ଭୁଲ ବ୍ୟବହାର ର ଓୈଷଧ କରିବା ଦ୍ବାରା ହୋଇଥାଏ ବୋଲି। ନାହିଁ ମୁଁ ବହୁତ ଭଲ ଭାବରେ ଜାଣିଛି କି ଏହା କେବେ ବି ଜାଣିନଥିବେ । ଆମେ ଆଜି ଏପରି କିଛି ଓୌଷଧ ର ନାମ କହିବା ପାଇଁ ଜାଉଛୁ ଜାହାକୁ ବ୍ୟବହାର କରି ବହୁତ ଲୋକ ମୃତ୍ୟୁ ର ଅଗ୍ରସର ହେବାରେ ଲାଗିଛନ୍ତି ।

ଏପରି କି ଏହି ଓୌଷଧ କୁ ଏବେ ବିଶ୍ବ ର ସବୁ ସ୍ଥାନ ରେ ବ୍ୟାନ କରିଦିଆ ଗଲାଣି କିନ୍ତୁ ଏପରି କ୍ଷେତ୍ରରେ ଏହା ଭାରତରେ ବ୍ୟାନ କରିବାର ନା ବି ନିଆଯାଉ ନାହିଁ ।

ତେବେ ଆସନ୍ତୁ ଜାଣିବା କଣ କଣ ଏହି ଓୌଷଧ ରହିଛି ଯିଏ କି ମନ୍ୟୁଷ୍ୟ ର ଜିବନ ପରେ ଜୀବନ ନେଇଚାଲିଛି ।
ପ୍ରଥମ ରେ ରହିଛି ଡ଼ିସପ୍ରିନ ଆପଣ ଏହି ମେଡିସିନ କୁ କେବେ ବି କିଣନ୍ତୁ ନାହିଁ କାରଣ ଏହା ଏକ ଏପରି ଦରଜ ନିବାରକ ଓୌଷଧ ଅଟେ ଜାହା ବିଦେଷ ରେ ବ୍ୟାନ୍ କରି ଦିଆଯାଇଛି ।

Related image

କିନ୍ତୁ ଏବେ ଏହା ଭାରତ ରେ ପ୍ରଚଳିତ ହେଉଛି । ଆପଣ ଜାଣି ଆପଣ ଆଶ୍ଚର୍ଯ୍ଯ ହେବେ କି ଏଇଥିରେ ଏପରି କିଛି ଗୁଣ ରହିଛି ଯେଉଁ ଗୁଡିକ ମଣିଷ ଜୀବନ ନେଇ ଜାଇପାରେ । ଓ ଦ୍ବିତୀୟ ରେ ରହିଛି । ଡିକୋଲଡ଼ ଆପଣ ଏହି ଓୌଷଧ ର ବ୍ୟବହାର କରୁଛନ୍ତି କି ।

ଆପଣ ଙ୍କୁ ଜାଣି ଆଶ୍ଚର୍ଯ୍ଯ ହେବ କି ଏହା ଆପଣ ଙ୍କୁ କିଡ୍ନି ସମନ୍ଧିୟ ସମସ୍ଯା ଦେଇପାରେ ଏପରି କି ଏହା ଆପଣ ଙ୍କ ଦେହ ସଂମ୍ପୂର୍ଣ୍ଣ ଭାବେ ବିଗାଡି ଦେଇ ପାରେ ।

ଏହା ପରେ ରହିଛି ନ୍ୟୂମୁଲିଡ଼ ଏହା ବି ଗୋଟିଏ ଖତରନାକ ଓୌଷଧ ଅଟେ ଏଗୁଡିକୁ ଭାରତ ରେ ପେନ୍ କିଲର ଭାବରେ ବ୍ୟବହାର କରାଯାଏ । ଏହା ଲୋକ ଡାକ୍ତର ଙ୍କ ବିନା ପର୍ମିଶନ ରେ ବ୍ୟବାହାର କରିଥାନ୍ତି କିନ୍ତୁ ଏହା ବିଦେଶ ରେ ବହୁତ ସ୍ଥାନ ରେ ବ୍ୟାନ ରହିବାରେ ଲାଗିଛି ।

Leave A Reply

Your email address will not be published.