Take a fresh look at your lifestyle.

ମହିଳା ଙ୍କ ଏହି ସ୍ଥନ ରେ ରଖନ୍ତୁ ନାହିଁ ଶାରୀରିକ ସଂମ୍ପର୍କ । ନଚେତ ଭୋଗ କରିବା ପାଇଁ ପଡି ପାରେ ।

0 181

ଆମେ ମାନେ ବହୁତ ଭଲ ଭାବେ ଜାଣିଛୁ କି ମଣିଷ ଜୀବନ ରେ ବିବାହ ଗୋଟିଏ ବହୁତ ବଡ ସ୍ଥାନ ଗ୍ରହଣ କରିଥାଏ ।ଏପରି ବେଳେ ସମସ୍ତେ ନିଜ ଜୀବନ ସାଥି ଙ୍କୁ ତ ବହୁତ ଭଲ ପାଇଥାନ୍ତି । ଆମ ଜୀବନ ରେ ବିବାହ ତ ହୋଇଥାଏ କିନ୍ତୁ ବିବାହ ରେ ସବୁଠୁ ମୂଖ୍ୟ ଭୂମିକା କେଉଁ ଟି ଗ୍ରହଣ କରିଥାଏ ।

ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଜଣେ ସ୍ବାମୀ ଓ ସ୍ତ୍ରୀ ଙ୍କ ଭିତରେ ଯେଉଁ ସଂମ୍ପର୍କ ର ଡୋରି ରହିଥାଏ ତା ପଛରେ ଗୋଟିଏ ବଡ ଭୂମିକା ଗ୍ରହଣ କରିଥାଏ ଶାରୀରିକ ସଂମ୍ପର୍କ ଏହି ସାରୀରିକ ସଂମ୍ପର୍କ ଯଦି ଦୁନିଆ ରେ ରହି ନଥାନ୍ତା ତେବେ ହୁଏତ ସ୍ବମୀ ସ୍ତ୍ରୀ ଙ୍କ ସଂମ୍ପର୍କ ବି ସୁଦୃଢ ହୋଇ ନଥାନ୍ତା ।

ଦୁହେଁ ଦୁହିଁଙ୍କ ଭିତରେ ଭଲ ପାଇବାର ରହିବା ଦରକାର ବା ଶାରୀରିକ ସଂମ୍ପର୍କ ବି ରହିବା ବି ଦରକାର କିନ୍ତୁ ଏପରି କରିବା ପାଇଁ ବି ରହିଛି କିଛି ନିୟମ । ତେଣୁ ଯଦି ଆପଣ ଏହି ନିୟମ ର ପାଳନ କରୁ ନାହାନ୍ତି ତେବେ ଆପଣ ଜାଣି ନଅନ୍ତୁ କି ଆପଣଙ୍କ ଆଗକୁ ହେବାକୁ ଜାଉଥିବା ପିଲା ଉପରେ ବହୁତ ପ୍ରଭାବ ପଡିଥାଏ ।

ତେଣୁ ଖାସ ଏଇଥି ପାଇଁ ଆମେ ଆଜି ଆପଣଙ୍କୁ କିଛି ଏପରି ସ୍ଥାନ ବିଷୟ ରେ କହିବା ପାଇଁ ଜାଉଛୁ କି ଆପଣ ସେହି ସ୍ଥାନ ରେ କେବେ ବି ଶାରୀରିକ ସଂମ୍ପର୍କ ରଖିବା କଥା ନୁହେଁ । ତେବେ ଆସନ୍ତୁ ଜାଣିବା ।

1. ଶାରୀରିକ ସଂମ୍ପର୍କ ଯେହେତୁ ଗୋଟିଏ ପ୍ରକାରର ପ୍ରାଇଭେଟ ଓ ଅନ୍ୟ ଙ୍କ ପାଇଁ ଅପବିତ୍ର ମନାଯାଏ । ଓ ଭଗବାନ ଙ୍କ ସ୍ଥାନ ଏକ ବହୁତ ପବିତ୍ର ସ୍ଥାନ ତେଣୁ ଆପଣ କେବେ ବି ଏଇ ସ୍ଥାନ ରେ ଶାରୀରିକ ସଂମ୍ପର୍କ ରଖନ୍ତୁ ନାହିଁ ।

2. ସ୍ମଶାନ ରେ ଆମେ କହି ଦେଉଛୁ କି କେବେ ଆପଣ ଆଳ ରେ ଆସି ସ୍ମଶାନ ରେ ଶାରୀରିକ ସଂମ୍ପର୍କ ରଖନ୍ତୁ ନାହିଁ କାରଣ ଏହା କରିବା ଦ୍ବାରା ଆପଣଙ୍କ ପିଲା ଉପରେ ବହୁତ ବିପଦ ରହିଥାଏ । ଓ ଏପରି କି ଆପଣ ଙ୍କ ପିଲା କଳା ହୋଇ ଜନ୍ମ ହେବାର ସମ୍ଭାବନା ବି ରହିଛି ।

3. ବ୍ରାହ୍ମଣ ଆମେ ଆମ ସମାଜ ରେ ବ୍ରାହ୍ମଣ ଙ୍କୁ ବହୁତ ବଡ ଦରଜା ଦେଇଥାଉ । ଏପରି କି ଆମେ ତାଙ୍କୁ ଭଗବାନ ବି ଭାବିଥାଉ । ଏପରି ବେଳେ ବ୍ରାହ୍ମଣ ଙ୍କ ଆଗରେ କି୍ଛି ବି ଏମିତି ପ୍ରକାରର ସଂମ୍ପର୍କ ସ୍ଥାପନ କରନ୍ତୁ ନାହିଁ ନଚେତ ବହୁତ ଖରାପ ହୋଇ ପାରେ ଆପଣଙ୍କ ସହିତ ।

4. ନଦୀ କୁଳ ରେ ଓ ଅଗ୍ନି ସାମ୍ନା ରେ ଆମେ ଜାଣିଛୁ କି ଅଗ୍ନି ହେଉଛନ୍ତି ଆମ ପାଇଁ ଭଗବାନ ସ୍ବରୁପ ଓ ନଦୀ ବି । ଆପଣ କେବେ ବି ଏହି ଦୁଇଟି ସ୍ଥାନ ରେ ଶାରୀରିକ ସଂମ୍ପର୍କ ରଖନ୍ତୁ ନାହିଁ ।

Leave A Reply

Your email address will not be published.