Take a fresh look at your lifestyle.

ଟ୍ରେନରେ ଟୟଲେଟ କରିବାକୁ ଯାଇଥିଲେ ମହିଳା, ହଟାତ ସୁବିବାକୁ ଲାଗିଲା କାନ୍ଦିବାର ଶବ୍ଦ… କବାଟ ଖୋଲି ଦେଖିଲେ ତ ସବୁ ରହିଗଲେ ସ୍ତବ୍ଦ ।

0 2,555

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ଆମେ ମାନେ ବହୁତ ସମୟ ରେ ଏମିତି ବହୁତ ଅଦ୍ଭୁତ ମାନ ର ଘଟଣା ମାନ ଦେଖିବା ପାଇଁ ପାଇ ଥାଏ । ତେବେ ସେହି ମଧ୍ୟ ରୁ ସେମିତି ହିଁ ଗୋଟିଏ ଘଟଣା ଏହି ଦିନ ରେ ଚେନ୍ନାଇ ରେ ଦେଖିବା ପାଇଁ ମିଳିଛି । ଏମିତି ବେଳେ ଘଟଣା ଟି ଲୋକ ମାନେ ଦେଖିବା ପରେ ସେମାନେ ନିଜ ଆଖିକୁ ବି ବିସ୍ୱାସ ବି କରି ପାରିଲେ ନାହିଁ କି ଏମିତି ବି ହୋଇ ପାରେ ବୋଲି ।

ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ କଣ ଜାଣି ନେବା । ଏମିତି ରେ ସଂମ୍ପର୍ଣ୍ଣ ଭାବେ ମିଳି ଥିବା ସୂଚନା ମୁତାବକ ହାଇଦ୍ରାବାଦ୍ ଠାରୁ ଚେନ୍ନାଇ ଆସୁ ଥିବା ଏକ ଟ୍ରେନ୍ ରେ ଗତ ବୁଧବାର ଦିନ ଜଣେ ମିହିଆ ଙ୍କ ଗୋଡ ଟ୍ରେନ କମୋଡ଼ ରେ ଫସି ଜାଇ ଥିବା ଜଣା ପଡି ଥିଲା ପରେ ପରେ ସେହି ମହିଳା ଙ୍କୁ ପ୍ରାୟ 3 ଘଣ୍ଟା ପରେ ପରେ ଉଦ୍ଧାର କରା ଯାଇ ଥିଲା ।

Image result for Indian woman's leg gets stuck in train toilet, railway police rescue

ଏମିତି ବେଳେ ବର୍ତମାନ ସମୟ ରେ କମୋଡ଼ କାଟି ବାହାର କରା ଝାଇ ଥିବା ବେଳେ ସେହି ସମୟ ର କିଛି ଭିଡ଼ିଓ ଏବେ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଛାଇ ଯିବା ରେ ଲାଗିଛି । ଏମିତି ବେଳେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ସେହି ମହିଳା କହିଛନ୍ତି ସେ ସେହି ଦିନ ଅଧିକ ପ୍ରେସର କୁ କେମେଇ ବା ପାଇଁ ଜାଇ ଥିବା ବେଲେ ବାଥ ରୁମ୍ ରେ ସେ ଗୋଡ ଖସି ହୋଇ ପଡି ଜାଇ ଥିଲେ ।

ସେହି ଥିରେ ପରେ ପରେ ତାଙ୍କର ଗୋଡ ଜାଇ କମୋଡ଼ ରେ ଫସି ଜାଇ ଥିଲା । ଏବଂ ପରେ ପରେ ସେ ସେହି ଠାରେ ରହି କାନ୍ଦିବା ରେ ଲାଗି ଥିଲେ । ଏମିତି ବେଳେ ଲୋକ ମାନେ ତାଙ୍କର କାନ୍ଦ ସୁଣି ପାରି ଥିଲେ ଓ ପରେ ପରେ ତାଙ୍କୁ ସେହି ଠାରୁ ଉଦ୍ଧାର କରିବା ପାଇଁ ଲାଗି ଜାଇ ଥିବା ବେଳେ ପରେ ତାଙ୍କୁ ସେହି ଟ୍ରେନ କମୋଡ଼ କୁ କାଟି ସେହି ଠାରେ ଥିବା ନିକଟସ୍ଥ ପ୍ରାଟ ଫର୍ମ କୁ ନେଇ ସଂମ୍ପର୍ଣ୍ଣ ଭାବେ ଉଦ୍ଧାର କରା ଜାଇ ଥିବା ଜଣା ପଡିଛି ।

Related image

ଏମିତି ବେଳେ ସୂଚନା ମିୂତାବତ ମହିଳା ଜଣଙ୍କ 40 ବର୍ଷିୟ ଥିଲେ ତେବେ ତାଙ୍କୁ ୱେଷ୍ଟର୍ନ ଟୟଲେଟ ବ୍ୟବହାର କରିବା ଆସୁ ନ ଥିବା ବେଳେ ଏହି ପରି ହୋଇ ଥିଲା ବୋଲି ଜଣା ପଡିଛି । ତେବେ ବର୍ତମାନ ସମୟ ରେ ଏହି ଘଟଣା ର ଭିଡିଓ ଭାଇରଲ ହେବାରେ ଲାଗିଛି ।

Leave A Reply

Your email address will not be published.