TV ସୋ ର ଝାନ୍ସି କି ରାନୀ ର ରାଣୀ ଏବେ ସେ ଦେଖିବାକୁ ଏତେ ସୁନ୍ଦର ଏବଂ ଷ୍ଟାଇଲିସ ତାଙ୍କର ଫୋଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

0

TV ଜଗତ ରେ ଏପରି ଅନେକ ଧାରାବାହିକ ଅଛନ୍ତି ଯେଉଁ ଗୁଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି । ଫଳରେ ଏହି ଧାରାବାହିକ ଗୁଡିକରେ ଅଭିନୟ କରିଥିବା ଅଭିନେତ୍ରୀ ଓ ଅଭିନେତା ମାନେ ରାତା ରାତି ସଫଳତା ଲାଭ କରିଥାନ୍ତି ଏବଂ ସେମାନଙ୍କୁ ପରବର୍ତ୍ତୀ ସମୟରେ ମଧ୍ୟ ଅଭିନୟ ଜଗତରେ ଅନେକ ସୁଯୋଗ ପ୍ରାପ୍ତ ହୋଇଥାଏ । ଏହି ଅଭିନେତ୍ରୀ ଓ ଅଭିନେତା ମାନେ ନିଜ ଅଭିନୟ ପାଇଁ ମଧ୍ୟ ଅଧିକ ପ୍ରସିଦ୍ଧ ଲାଭ କରିଥାନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଅନେକ ଅଭିନେତ୍ରୀ ଓ ଅଭିନେତା ମାନେ ପ୍ରଥମେ ଧାରାବାହିକ ରେ ଅଭିନୟ କରୁଥିଲେ କିନ୍ତୁ ବର୍ତ୍ତମାନ୍ ସେମାନେ ଚଳଚ୍ଚିତ୍ର ରେ ଅଭିନୟ କରୁଛନ୍ତି ।

ଆଜି ଆମେ ଜଣେ ଏପରି ଅଭିନେତ୍ରୀ ଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ଯିଏକି ଧାରାବାହିକ ରେ ସଫଳତା ଅର୍ଜନ କରିବା ପରେ ବର୍ତ୍ତମାନ୍ ସାଉଥ୍ ଚଳଚ୍ଚିତ୍ର ଗୁଡିକରେ ଅଭିନୟ କରୁଛନ୍ତି । ତେବେ ପୂର୍ବରୁ ZEE- TV ରେ ଏପରିି ଏକ ଧାରାବାହିକ ଆସୁଥିଲା ଯାହାର ନାମ ଝାନ୍ସି କି ରାନୀ ଥିଲା ସେଠାରେ ସେ ଅଭିନୟ କରୁଥିଲେ ।

ଏହି ଧାରାବାହିକ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଆମେ ଏଠାରେ ଆପଣଙ୍କୁ ଝାନ୍ସି କି ରାନୀ ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟରେ ଜଣାଇ ବାକୁ ଚାହୁଁଛୁ । ଏହି ଧାରାବାହିକ ଟି ସେହି ସମୟରେ ଲୋକଙ୍କ ଦ୍ଵାରା ଅତ୍ୟନ୍ତ ଆଦୃତ ହୋଇଥିଲା । ଏଥିରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ସେତେବେଳେ ସମସ୍ତ ଦର୍ଶକ ଙ୍କ ମନକୁ ଜିଣି ପାରିଥିଲେ । ସେ କିନ୍ତୁ ସେତେବେଳେ ରାଣୀ ଲକ୍ଷ୍ମୀ ବାଇ ଙ୍କ ର ବାଲ୍ୟାବସ୍ଥା କୁ ଚିତ୍ରିତ କରିଥିଲେ ଛଟ ପରଦାରେ ।

ଯିଏକି ବର୍ତ୍ତମାନ୍ ବଡ଼ ହୋଇ ସାରିଛନ୍ତି ଏବଂ ସେ ବହୁତ୍ ସୁନ୍ଦର ଏବଂ ଗ୍ଲାମରସ୍ ମଧ୍ୟ ଦେଖା ଯାଉଛନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଚୁ କି ଝାନ୍ସି କି ରାନୀ ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ଉଲ୍କା ଗୁପ୍ତା ଅଟେ । ଉଲ୍କା ଗୁପ୍ତା ଙ୍କ ର ଜନ୍ମ ୧୯୯୭ ରେ ମୁମ୍ୱାଇ ରେ ହୋଇଥିଲା ।

ଉଲ୍କା ଗୁପ୍ତା ଝାନ୍ସି କି ରାନୀ ଧାରାବାହିକ ରେ ବହୁତ ଚମତ୍କାର ଅଭିନୟ କରିଥିଲେ । ସେ ସର୍ବଦା ଦର୍ଶକଙ୍କୁ ନିଜ ଅଭିନୟ ରେ ମନ୍ତ୍ର ମୁଗ୍ଧ କରିଦେଇ ଥାନ୍ତି ।ସେ ନିଜର ସମସ୍ତ ଧାରାବାହିକ ର ଚରିତ୍ର ଗୁଡିକରେ ନିଜର ଶତ ପ୍ରତିଶତ ଦବାକୁ ଚେଷ୍ଟା କରନ୍ତି ।

ସେ ସେହି ଚରିତ୍ର ଗୁଡ଼ିକୁ ଜୀବନ୍ତ କରି ଗଢି ତଳନ୍ତି । ସେ କେବଳ ଝାନ୍ସି କି ରାନୀ ଧାରାବାହିକ ରେ ନୁହେଁ ବରଂ ଉଲ୍କା ଗୁପ୍ତା ଏହାପରେ ଆହୁରି ବହୁତ୍ ଧାରାବାହିକ ରେ ମଧ୍ୟ ଅଭିନୟ କରିଥିଲେ । ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ କି ଉଲ୍କା ଗୁପ୍ତା ଙ୍କ ର ପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟି ଅଟନ୍ତି । ଉଲ୍କା ଗୁପ୍ତା ବର୍ତମାନ ଅତ୍ୟନ୍ତ ଷ୍ଟାଇଲିସ୍ ଏବଂ ସୁନ୍ଦରୀ ଦେଖାଯାନ୍ତି । ଆପଣ ଜାଣି ଛନ୍ତି କି ନାଇ କିନ୍ତୁ ବର୍ତ୍ତମାନ୍ ସେ ସାଉଥ୍ ର ଚଳଚ୍ଚିତ୍ର ଗୁଡିକରେ କାମ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.