Loading...

କେବେ ବି ଏହି 4ଟି ଜିନିଷ ଏହି ସମୟରେ ଉଧାର ଆଣି ବ୍ୟବହାର କରନ୍ତୁନି ଏହା ଦ୍ବାରା ଖରାପ ଶନି ବେଳା ନିକଟତର ହୋବା । ସହ ଦୁର୍ଭାଗ୍ୟ ପଛ ଛାଡିବନି

Loading...

ମନୁଷ୍ୟ ତାର ଜୀବନରେ ଅଭାବ ସବୁବେଳେ ସାମ୍ମନା କରିଥାଏ ।ଏହି ଅଭାବର ସମସ୍ୟା ରେ ବୁଡି ହୋଇ ମନୁଷ୍ୟ ସଦାସର୍ବଦା ଚିନ୍ତାର ରହିଥା ଏ । ମନୁଷ୍ୟ ପାଖରେ ସବୁବେଳେ ସବୁ ଜିନିଷ ନଥାଏ ଯାହା ପରେ ଅନ୍ୟ ପାଖରୁ ସେହି ଅଭାବ ଜିନିଷକୁ ଉଦ୍ଦାର ଆଣି ପୂରଣ କରିଥାଏ । ଟଙ୍କା ଠାରୁ ଆରମ୍ହ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ମନୁଷ୍ୟ ଉଦ୍ଦାକ କରିଆସେ । ଏ ସମାଜରେ କେହି ବ୍ୟକ୍ତି ନାହିଁ ଯିଏକି କେବେ ବି କାହାରି ପାଖରୁ ଉଧାର ଭଳି ସାହାର୍ଯ୍ୟ ଆଣିନାହିଁ କିମ୍ବା ସେ କେବେ ଜୁର ଦେଇ କହିପାରିବ ନାହିଁ କି ସେ ଭବିଷ୍ୟତରେ କାହାରି ପାଖରୁ ଉଧାର ଆଣିବ ନାହିଁ ।

ବାସ୍ତବିକ କହିବାକୁ ଗଲେ ଉଧାର ଆଣିବା କୌଣସି ଭୁଲ ନୁହେଁ କିନ୍ତୁ ସବୁ ଜିନିଷ ଉଧାର ଆଣିବା କଥା ନୁହେଁ. କାରଣ ସବୁ ଜିନିଷ ମଧ୍ୟରେ ଲୁଚି ଗୁପ୍ତ ଉର୍ଜ୍ଜା ।ଯାହାର ପ୍ରଭାବ ଆପଣ ଙ୍କ ଉପରେ ପଡିବ ।ଅଭାବ ଏବଂ ଦୁର୍ଭାଗ୍ୟ ବସତ ଆମେ ଉଧାର ଆଣିବା ପାଇିଁ ଯାଇଥାଉ ।ଆଜି ଆମେ ଆପଣ ଙ୍କୁ କେଉଁ ଜିନିଷ ଉଧାର ଆଣିବା ଦ୍ବାରା ଆମ ଉପରେ ପ୍ରଭାବ ପଡିପାରେ . ସେହି ବିଷୟରେ ଆମେ ନିମ୍ନରେ କହିରଖୁଛୁ । ଆଗକୁ ପଢନ୍ତୁ ।

ଘଡି – ଅନେକ ଲୋକ ଅନ୍ୟ ପାଖରୁ ତାର ଘଡି ମାଗି ପିନ୍ଧିଥାନ୍ତି । କିନ୍ତୁ ଏହି ଘଡି ଭିତରେ ରହିଛି ରହସ୍ୟ , କେବେବି ଆପଣ ମାନେ ଅନ୍ୟର ଘଡି ମାଗି ହାତରେ ପିନ୍ଧନ୍ତୁ ନାହିଁ । କାରଣ ଏହି ଘଡି ପିନ୍ଧିବା ଦ୍ବାରା ଆପଣ ଙ୍କ ଜୀବନ ଯାତ୍ରାରେ ସମସ୍ଯା ଆସିବା ସହିତ ଆପଣ ଙ୍କ ବ୍ୟବସାୟ ରେ କ୍ଷ୍ୟତି ହେବାର ସମ୍ବାବନା ରହିପାରେ । ଯାହାର ଅଭାବ କେବେ ଆପଣ ଙ୍କ ପିଛା ଛା଼ଡିବ ନାହିଁ ।

ବିବାହ ପାଇଁ ଧନ – ଆଉ ଗୋଟିଏ ସମସ୍ୟା ହେଉଛି ଟଙ୍କା । ଟଙ୍କା ଉଧାର ସାଧାରଣତ 80 ଭାଗ ଲୋକ କରନ୍ତି ।କିନ୍ତୁ ଏହି ଟଙ୍କା ଉଧାର ବିବାହ ସମୟରେ ଆଣିବା ଦ୍ବାରା ବହୁତ ସମସ୍ୟା ଦେଖାଦେବ । ଆପଣ ମାନେ ବିବାହ ସମୟରେ ନିଜର ଧନ କୁ ଖର୍ଚ୍ଚ କରନ୍ତୁ ଯଦି ଅନ୍ୟ ପାଖରୁ ଟଙ୍କା ଆଣି ବିବାହରେ ଖର୍ଚ୍ଚ କରୁଛନ୍ତି ତେବେ ବୈବାହିତ ଜୀବନରେ ମହା ସଙ୍କଟ ଆସିପାରେ । ଯାହା ଆପଣ ମାନେ ସାରା ଜୀବନ ପସ୍ତାଉଥିବେ ।

ପୁସ୍ତକ – ସ୍କୁଲ ଠାରୁ ଆରମ୍ବ କରି କଲେଜ ପର୍ଯ୍ୟନ୍ତ ସମସ୍ତେ ଅନ୍ୟ ଠାରୁ ପେନ୍ ଉଧାର ଆଣି ବ୍ୟବାହାର କରନ୍ତି . ତେବେ ସେହି ପେନ୍ ଆଣିବା ଆମର ବହୁତ ବଡ ଭୁଲ କାରଣ ଆମେ ଯଦି କାହା ପାଖରୁ ପେନ୍ ଉଧାର ଆଣୁଛେ ଜୀବନ ରେ କେବେ ଅର୍ଥର ଅଭାବ ଦୂର ହେବ ନାହିଁ ଜୀବନରେ ସବୁବେଳେ ଚିନ୍ତିତ ରହିବେ ।

ପେନ – ଏମିତି କୁହାଯାଏ କି ଅନ୍ୟଠାରୁ ପେନ ଉଧାର ଆଣି ତାହାର ପ୍ରୟୋଗ କରିବା କଥା ନୁହେଁ ନା କୌଣସି ବ୍ୟକ୍ତିକୁ ପେନ ଉଧାର ଦେବା କଥା । ଯଦି ଆପଣ ପେନ ଉଧାର ଦେବା ନେବା କରନ୍ତି ଏହାର ମାନେ ଆପଣଙ୍କ ଜୀବନରେ ଅସ୍ଥିରତା ଆସିପାରେ ।

ଉପରୋକ୍ତ ଯେଉଁ ଜିନିଷ ଆମେ ଆପଣଙ୍କୁ କହିଲୁ ଆପଣ ଏହି ଜିନିଷକୁ ଅନ୍ୟଠାରୁ ମାଗି ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଏମିତି କରନ୍ତି ତ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇଯିବ । ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...