ଉତ୍ତର କୋରିଆ ସରକାରଙ୍କର ଅଜବ ନିୟମ । ନିଜ ପୋଷା କୁକୁର କୁ ମାରି ଖାଇବାକୁ ବାଧ୍ୟ କଲେ ସରକାର । ଜାଣନ୍ତୁ କେତୋଟି ଅଜବ ନିୟମ ବିଷୟରେ…..

0

ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସାରା ବିଶ୍ବ ରେ ଗୋଟିଏ ମାତ୍ର ଦେଶ ଅଛି ଯେଉଁଠି ତାନସହି ରାଜ୍ ଚାଲିଛି । ତେବେ ଏହି ଦେଶ ଟି ହେଉଛି ଉତ୍ତର କୋରିଆ ବା ନର୍ଥ କୋରିଆ। ଓ ଏଠାର ତାନସହୀ ହେଉଛନ୍ତି କିମ୍ ଜୀଙ୍ଗ ଉନ୍ । ତେବେ ବର୍ତ୍ତମାନ ଏହି ଉତ୍ତର କୋରିଆ ରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇ ଅଛି ଯାହା ବର୍ତ୍ତମାନ ସାରା ବିଶ୍ବ ରେ ଚହଳ ପକାଇ ଦେଇଛି । ଆପଣ ମାନେ ଠିକ୍ ଶୁଣିଛନ୍ତି ଯେ ଉତ୍ତର କୋରିଆ ବର୍ତ୍ତମାନ ଖାଇବା ପାଇଁ ପାଉ ନାହାନ୍ତି।

ଉତ୍ତର କୋରିଆ ର 60% ଲୋକ ବର୍ତ୍ତମାନ ଭୋକମାରି ରେ ରହିଛନ୍ତି । ତେବେ ନର୍ଥ କୋରିଆ ରେ ବର୍ତ୍ତମାନ ଏହି ପରିସ୍ଥିତି କେବେ ଠାରୁ ସୃଷ୍ଟି ହୋଇ ଅଛି , କଣ କେମିତି ଲୋକ ମାନେ ଅଛନ୍ତି ଆସନ୍ତୁ ଆଜି ଜାଣିବା ।

ଯେମିତି ଆପଣ ଜାଣି ଥିବେ ଗତ ବର୍ଷ ଉତ୍ତର କୋରିଆ ଓ ଆମେରିକା ମଧ୍ୟ ରେ ଯୁଦ୍ଧ ସୃଷ୍ଟି ହୋଇ ଥିଲା। କାରଣ ନର୍ଥ କୋରିଆ ସବୁ ନିୟମ ଉଲ୍ଲଙ୍ଘନ କରି ନିୟୁକ୍ଳିଆର୍ ଟେଷ୍ଟ କରୁଥିଲା , ନିୟୁକ୍ଳିଆର ବମ୍ ବନାଉ ଥିଲା ଓ ମିଶାଇଲ ତିଆରି କରୁଥିଲା । ସେଥିପାଇଁ ନର୍ଥ କୋରିଆ ଉପରେ ବହୁତ ଗୁଡ଼ିଏ କଟକଣା ଜାରୀ କରା ଯାଇ ଥିଲା ୟୁନାଇଟେଡ଼ ନେଶନ୍ ତରଫରୁ।

ଏହା ପରେ ବହୁତ ଗୁଡ଼ିଏ ସାଂକ୍ସନ୍ କରା ଯାଇ ଥିଲା। ସେହି ଦେଶ ର ଅନ୍ୟ ଦେଶ କୁ ଯେଉଁ ଜିନିଷ ବିକ୍ରି ହୋଇ ଥିଲା ବା ଯେଉଁ ଜିନିଷ ଇଁପୂର୍ଟ୍ କରା ଯାଉଥିଲା ଓ ସେହି ଦେଶ ରୁ ଯେଉଁ ଜିନିଷ କିଣା ଯାଉଥିଲା ବା ସେହି ଦେଶ ଯେଉଁ ଜିନିଷ କିଣି ଥିଲା ତାହା ଉପରେ ମଧ୍ୟ କଟକଣା କରା ଯାଇଛି ।

ସେଥି ପାଇଁ ନର୍ଥ କୋରିଆ ର ଆର୍ଥିକ ଅବସ୍ଥା ଏବେ ବିଗିଡି ଯାଇଛି । ବର୍ତ୍ତମାନ ତାଙ୍କର ଇକୋନୋମିକ କଣ୍ଡିଷନ ଏବେ ଡାଉନ୍ ହେଇ ଯାଉଛି । ଏବଂ ନର୍ଥ କୋରିଆ ର ଯିଏ ଥିଲେ ତାନାସହ କିମ୍ ଯୋଙ୍ଗ ଉନ କହିଛନ୍ତି ଯେ ତାଙ୍କ ପାଖରେ ଯାହା ବି ପୋଷା କୁକୁର ବା ପୋଷା ଘୁଷୁରୀ ଯାହା ବି ରହିଛି ସେ ସବୁ କୁ ରେଷ୍ଟୁରାଣ୍ଟ କୁ ଦାନ କରି ଦେବା ପାଇଁ ।

ଆଉ ଯଦି ଏହି ନିୟମ କୁ ପାଳନ କରିବ ନାହିଁ ତେବେ ତାକୁ କଠୋର ରୁ କଠୋର ଦଣ୍ଡ ଦିଆ ଯିବ ବୋଲି କହିଛନ୍ତି ନର୍ଥ କୋରିଆ ର ତାନସହ କିମ୍ ଯୋଂ ଉନ । ଆଉ ଏବେ ଆପଣ କଳ୍ପନା କରୁଥିବେ ଯେ ଯଦି ଜଣେ କେଜି ପୋଷା କୁକୁର ବା ପୋଷା ବିଲେଇ ରଖିଛି ଘରେ ତେବେ ତାକୁ କାଟି ଖାଇଲେ କେମିତି ଲାଗିବ ବୋଲି ।

ତେବେ ଏହି ଯୋଗୁ ଉତ୍ତର କୋରିଆ ରେ ଏବେ ଏକ ପ୍ରକାର ଉତ୍ତେଜନା ଦେଖା ଯାଇଛି ଓ ଲୋକ ମାନଙ୍କ ମଧ୍ୟରେ ଏମିତି ଉତ୍ତେଜନା ଦେଖି ଉତ୍ତର କୋରିଆ ର ସରକାର ମଧ୍ୟ ଡରି ଯାଇଛନ୍ତି। ତେବେ ଯଦି ଆପଣ ଭାବୁ ଥିବେ ଯେ ଏହି ଉତ୍ତେଜନା ର ଫଳା ଫଳ କଣ ହେବ ବୋଲି ତେବେ ଏହା ର ଫଲା ଫଳ କିଛି ହେବ ନାହିଁ କାରଣ କିମ୍ ଯୋଙ୍ଗ ଉନ ଏମିତି ଲୋକ ଯିଏ କି ତାଙ୍କ ବିରୁଦ୍ଧ ରେ ଜାଏ ସେ ତାଙ୍କୁ ସିଧା ମାରି ଦିଅନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.