Take a fresh look at your lifestyle.

ବିଦ୍ୟା ବାଲାନ କହିଲେ କି, ମୁଁ ଏମିତି ପରିସ୍ତିତିରେ ଥିଲି କି, ପ୍ରତି ସପ୍ତାହରେ ପ୍ରେଗନେଟ ହୋଇଯାଉଥିଲି, ଜାଣନ୍ତୁ କାରଣ କଣ

0 9,189

ଫିଲ୍ମଜଗତରେ ଥିବା ସମସ୍ତ କଳାକାର ଙ୍କର କିଛି ବ୍ୟକ୍ତିଗତ ଚିନ୍ତା ଭାବନା ରହିଛି ଏବଂ ତାଙ୍କର ଜୀବନ କାଳ ମଧ୍ୟରେ କେବେ ଅର୍ଥନୈକ ଅଭାବ ଦେଖିବାକୁ ମିଳିନାହିଁ କିନ୍ତୁ ତାଙ୍କ ମଧ୍ୟରେ ଶାରୀରିକ ଚିନ୍ତା କିମ୍ବା ମାନସିକ ଚିନ୍ତା ରହିଛି ।ଯାହା ସମୟ ର ବିଡମ୍ବନା ହେତୁ ତାହା ଠିକ ସମୟରେ ପ୍ରକାଶ ପାଇନଥାଏ କିନ୍ତୁ ଦିନେନା ଦିନେ ଲୋକଲୋଚନକୁଆସେ ।

ପ୍ରତ୍ୟେକ ଫିଲ୍ମକଳାକାରଙ୍କର ନିଜମନମଧ୍ୟରେ ସମସ୍ତ ଚିନ୍ତା କିମ୍ବା କୌଣସି ମାନସିକ ଯତ୍ନଣା ଆଜିଭି ଶୁଣିବାକୁ ମିଳିଛିୁ ଏ ପରିକି ଅଭିନେତା ଅବିନେତ୍ରୀଙ୍କର ବ୍ୟାକପ ହୋଇଛି । ଆଜିଆମେ ସେହିପରି ଜଣେ ଫିଲ୍ମଅଭିନେତ୍ରୀ ଙ୍କର ବିତିଥିବା ସମୟରେ ତାଙ୍କ ସହ କଣ କଣ ହୋଇଥିଲା ତାହା ସେ ଏବେ ବର୍ତ୍ତମାନର ସମୟକୁ ଲକ୍ଷ୍ୟକରି ପ୍ରକାଶ କରିଛନ୍ତି ।

Related image

ତାଙ୍କର ଜୀବନରେ ଯୁବାଅବସ୍ଥାରେ ସେ ଯେମିତି ଦିନ କଟାଉଥିଲେ ସେ ଆଜି ତାହା ବାସ୍ତବିକ ଘଟଣାକୁ ଦେଖି କହିଛିନ୍ତି ।ସେ ଆଉ କେହିନୁହେଁ ବିଦ୍ୟା ବାଲାନ ।ତାଙ୍କ ମୁହଁରୁ ଶୁଣିବାକୁମିଳିଛି କି ଏମିତି ପରିସ୍ତିତିରେ ଥିଲି କି, ପ୍ରତି ସପ୍ତାହରେ ପ୍ରେଗନେଟ ହୋଇଯାଉଥିଲି, ।2005 ରେ ଆସିଥିବା ଫିଲ୍ମ ପରିଣିତିରୁ ବଲିଉଡ କୁ ଆସିଥିବା ଏହି ହିରୋଇନ 2012 ମସିହାରେ ସିଦାର୍ଥ ରୟ କପୁରଙ୍କୁ ବିବାହ କରିଥିଲେ । ଏବେ ଏବେ ଦେଇଥିବା ଏକ ଇଣ୍ଟର ଭିଉରେ ବିଦ୍ୟା କହିଛନ୍ତି, ସେ ଏବେ ମା ବନିବା କଥା ଭାବି ନାହାନ୍ତି ।

Image result for vidya balan interview

କିନ୍ତୁ ତାହା ତାଙ୍କର ଅବାସ୍ତବିକ ଚିନ୍ତାଧାରା ଯୋଗୁଁ ଆଜି ସେ ମା ବନିବା ପାଇିଁ ଚାହୁଁନାହାନ୍ତି ।ସେ ପରିପକ୍ବତା ଅନୁଯାଇ ସେ ତାଙ୍କ ଜୀବନରେ ଅନେକ ଥର ଟ୍ରେନରେ ସିଟ ପାଇବା ପାଇଁ ପେଗନେଟର ଅଭିନୟ କରିଛନ୍ତି । ତେଣୁ ସିଟ ପାଇବା ପାଇଁ ବିଦ୍ୟା ବହୁତ ଥର ଗର୍ଭବତୀ ହେବାର ଅଭିନୟ କରିଛନ୍ତି ।

ଆପଣଙ୍କୁ ଆମେ ଏ ମଧ୍ୟ କହି ଦେଉଛୁ କି ଟ୍ରେନରେ ଗର୍ଭବତୀ ମହିଳା ଓ ବୃଦ୍ଧ ଲୋକଙ୍କ ପାଇଁ ଅଲଗା ସିଟ ଥାଏ, ଏବଂ ସେମାନଙ୍କୁ ସେଠାରେ ବସିବାକୁ ଦିଅ ଯାଏ । ସେ ସେହି ସିଟ ପାଇବା ପାଇିଂ ନିଜ ଜୀବନରେ ଏମିତି ରହସ୍ୟ ବନାଇ ପେଗନେଟର ଛଳନାକରିଥିଲେ ।

Related image

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.