Take a fresh look at your lifestyle.

ରାମାୟଣ ରହସ୍ଯ ଲକ୍ଷ୍ମଣ ଙ୍କ ପତ୍ନୀ ଉର୍ମିଳା 14 ବର୍ଷ କାହିଁକି ଶୋଇରହିଥିଲେ । ଯାଣନ୍ତୁ ଆମର ଏହି ରିପୋର୍ଟ ।

0 83

ହିନ୍ଧୁ ଧର୍ମ ରେ ଆମେ ରାମାୟଣ କୁ ଏକ ବହୁତ ବଡ ଗାଥା ରୁପରେ ମାନି ଥାଉ । ଓ ଏହା ର ଉନ୍ମଚନୋ ଅଯୋଧ୍ଯା ନେଇ ହୋଇଛି । ଆମେ ମାନେ ଭଗବାନ ରାମଙ୍କୁ ପୂଜା କରିବା ସହିତ ଆମେ ତାଙ୍କୁ ବହୁତ ମାନି ମଧ୍ଯ ଥାଉ । ଆପଣ ମାନେ ଏହି ଗାଥା ଛନ୍ତି ତ ତେବେ ଆପଣ ଏହା ବି ଜାଣି ଥିବେ କି ଏହି ଗାଥା ରେ ଭଗବାନ ଶ୍ରୀ ରାମ ଓ ତାଙ୍କ ପତ୍ନୀ ଙ୍କ ସହିତି ଚଉଦ ବର୍ଷ ପାଇଁ ବନବାସ ଜାଇଥିଲେ । ଓ ବନ ବାସ ପର୍ଯ୍ଯାୟ ରେ ଲକ୍ଷ୍ମଣ ଚଉଦ ବର୍ଷ ଶୋଇ ନଥିଲେ ।

ଏପରି ଭାବେ ଅଯୋଧ୍ଯା ର ମହାରଜ ବଛା କୁ ନେଇ କକେଇ ନିଜ ପୁଅ କୁ ରାଜ ସଂହାସନ ରେ ବସାଇବା ନେ ମହାରାଜ ଦଶରଥ ଙ୍କ ଆଗରେ ତାଙ୍କୁ ଗୋଟିଏ ବର ମାଗିଥିଲେ ତାହା ଥିଲା କି ସେ ଚାହୁଁ ଛନ୍ତି ତାଙ୍କ ପୁତ୍ର ଭରତ କୁ ଅଯୋଧ୍ଯା ର ରାଜ ସୀଂହାସନ ରେ ବସାଇବାକୁ ଚାହୁଁଛନ୍ତି । ଓ କଉସଲ୍ଯା ର ପୁତ୍ର ରାମ ଚନ୍ଦ୍ର ଙ୍କୁ ଚଉଦ ବର୍ଷ ପାଇଁ ବନକୁ ଜିବାପାଇଁ କହିଥିଲେ । ହେଲା ଆପଣ ଏଥିରେ ଜାଣି ଥିବେ କି ରାମ ଚନ୍ଦ୍ରଙ୍କ ସହିତ ତାଙ୍କ ପତ୍ନୀ ସୀତା ଙ୍କ ଛଡା ଆଉ ଜଣେ ବି ଜାଇଥିଲେ ଜାହାଙ୍କ ନାମ ଲକ୍ଷ୍ମଣ ଥିଲା ।

ଆପଣ ହୁଏ ତ ଅବଗତ ନଥିବେ କି ଜନ୍ମ ରୁ ହିଁ ଲକ୍ଷ୍ମଣ ରାମ ସହିତ ରହିଛନ୍ତି । ସେ ସେଥିପାଇଁ ରାମ ଙ୍କ ସହିତ ଜାଇ ତାଙ୍କର ରକ୍ଷା କତରିବା ପାଇଁ କହିଥିଲେ । କିନ୍ତୁ ଏପରି କ୍ଷେତ୍ର ରେ ଲକ୍ଷ୍ମଣ ଙ୍କ ସ୍ତ୍ରୀ ଉର୍ମିଳା ସେମାନଙ୍କ ସହିତ ଜିବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଉର୍ମିଳା ଙ୍କୁ ବୁଝାଇ ସେ ନିଜେ ହିଁ ଜାଇଥିଲେ । ଜେତେ ବେଳେ ସେମାନେ ଜଙ୍ଗଳ ଭିତରେ ପହଞ୍ଚିଲେ ସେତେବେଳେ ଗୋଟିଏ କୁଟିରରେ ରାମ ଚନ୍ଦ୍ର ଓ ସୀତା ବିଶ୍ରାମ କରିବା ପାଇଁ ଚାଲିଜାଇଥିଲେ ।

କିନ୍ତୁ ଲକ୍ଷ୍ମଣ ବାହାରେ ପ୍ରହରୀ ରହିଥିଲେ । ଓ ତାଙ୍କୁ ନିନ୍ଦ ନଆସିବା ପାଇଁ ସେ ନିଦ୍ରା ଦେବୀ ଙ୍କୁ ଧ୍ୟନ କରିଥିଲେ ଓ କହିଥିଲେ କି ତାଙ୍କ ନିନ୍ଦ କୁ ଚଉଦ ବର୍ଷ ପାଇଁ ଉଡାଇ ନେବା ପାଇଁ ଓ ନିଦ୍ରା ଦେବୀ କହିଥିଲେକି ଏପରି କ୍ଷେତ୍ରରେ ତୁମର ନିନ୍ଦ କୁ ଆଉ କାହାକୁ ଦେବାକୁ ପଡିବ । ସେଥିପାଇଁ ସେ ନିନ୍ଦ୍ରା ଦେବୀ ଙ୍କୁ କହିଥିଲେ କି ତାଙ୍କ ଭାଗର ନିନ୍ଦ କୁ ତାଙ୍କ ପତ୍ନୀ ଉର୍ମିଳା ଙ୍କୁ ଦେଇଦେବା ପାଇଁ । ଖାସ୍ ଏହି କାରଣ ଯୋଗୁଁ ଚଉଦ ବର୍ଷ କାଳ ଉର୍ମିଳା ଶୋଇରହିଥିଲେ । ଓ ରାମାୟଣ ର କୈଣସି ବି ଭାଗ ରେ ଦେଖାଦେଇନଥିଲେ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.