Take a fresh look at your lifestyle.

ଜାଣନ୍ତୁ କଣ କହିଲେ ! ଶିଖର ଧୱନ ପତ୍ନି ଆୟଶା ବିରଟଙ୍କୁ ନେଇ ଯେଁଉଥିପାଇଁ ଅନୁସ୍କା ଚାପୁଡା ମାରିବାକୁ ପଛେଇଲେ ନାହିଁ

0 84

ଗତ କାଲି ଠାରୁ ଆରମ୍ଭ ହେଇଥିଲା ୱେଷ୍ଟଇଣ୍ଡିଜ୍ ଓ ଭାରତ ବିପକ୍ଷ ରେ ଦୁଇଟି ମ୍ୟାଚ ତେବେ ଏହି ମ୍ୟାଚ ରେ ପ୍ରଥମ ଥର ପାଇଁ ଖେଳା ଯାଉଛି ଗୁଜୁରାଟ ର ରାଜକୋଟ ଠାରେ । ହେବ ବୋଲି ଜଣା ପଡିଛି । ତେବେ ଏଥି ପାଇଁ ଏସିଆ କପ ରେ ବହୁତ ଭଲ ଖେଳିଥିବା ଶିଖର ଓ ରହିତ ଙ୍କ ବହୁତ ଭଲ ପ୍ରଦର୍ଶନ ପରେ ଏବେ ଏହି ମେଚ ରେ ଏହି ଦୁହିଁଙ୍କୁ ପଚାରିବାର ନାହିଁ ।

ତେବେ ଗତ ଟେଷ୍ଟ ରେ କେହି ଖେଳାଳି ନଥିବାରୁ ଏଥିରେ ଏବେକା ସମୟ ରେ ଖେଳାଳିଙ୍କ କାହାଳି ପଡିଛି । ବର୍ତ୍ତମାନ ସମୟ ରେ ଏମିତି ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ରେ ହୋଇ ଥିବା ପୂର୍ବ ର ମ୍ୟାଚ ରେ ଶେଖର ନ ଆସିବା ରୁ ଏହି ମ୍ୟାଚ ର ବହୁତ ଖରାପ ପ୍ରଦର୍ଶନ କରିଥିଲେ ତ ଖାସ ଏଇଥି ପାଇଁ ଏବେ ଏହି ମ୍ୟାଚ ରେ ଶେଖର ଙ୍କୁ ବି ଯୋଗ ଦେବା ପାଇଁ ପଡିବ ।

ତେବେ ଆମେ ଆପଣଙ୍କୁ କହି ଦେଉଛି କି ଏହି ଖେଳ ରେ ଶେଖର ଙ୍କୁ ଯୋଗ କରିବା ରେ ଆଉ ଗୋଟିଏ ବି କାରଣ ରହିଛି ବୋଲି ଗୋଟିଏ ହିନ୍ଦି ପେପର ର ରିପର୍ଟର କହିଛନ୍ତି । ଏମାନଙ୍କ ଅନୁଯାୟୀ ଆମେ ଆପଣଙ୍କୁ କହି ଦେଉଛୁ କି ଗତ ଇଂଲଣ୍ଡ ଗସ୍ତ ରେ ବିରାଟ କୋଇଲି ଙ୍କ ପତ୍ନୀ ଅନୁସ୍କା ଙ୍କ ସହିତ ଶେଖର ଙ୍କ ପତ୍ନୀ ଆୟଶାଙ୍କ ଙ୍କ ଭିତରେ ବହୁତ ବଡ ଝଗଡା ହେଇ ଥିବାର ଜଣାଇଛନ୍ତି ।

ଏପରି ବେଳେ ସେମାନେ ବହୁତ ଯୁକ୍ତି ତର୍କ ଲାଗିଥିବାର ଜଣା ପଡିଥିଲା । ଓ ଏପରି ଭାବେ । କଣ ପାଇଁ ଏମାନଙ୍କ ମଧ୍ୟ ରେ ଝଗଡା ହୋଇଥିଲା ପରେ ଜଣା ପଡିଛି କି । ଅନୁସ୍କା ଶେଖର ଙ୍କ ପତ୍ନୀ ଙ୍କୁ ତାଙ୍କର ପରିବାର ବିଷୟ ରେ କିଛି ଓଲଟା ସିଧା କହିଥିଲେ । ଓ ଖାସ ସେଇଥି ପାଇଁ ଏପରି ହୋଇ ଥିବା ର ଜଣା ପଡିଛି ।

ଏପରି ବେଳେ ଝଗଡା ଆଗକୁ ବଢାଇବାରେ ଏକ ବଡ ଭୁମିକା ଗ୍ରହଣ କରିଛନ୍ତି ଶେଖର ବୋଲି ଜଣା ପଡିଛି । ଏପରି ବେଳେ ଜଣା ପଡିଛି କି ଅନୁସ୍କା ଓ ଆୟଶାଙ୍କ ସୋସିଆଲ ନେଟୱର୍କ ରେ ଫୋଲ କରିବା ବି ବନ୍ଦ କରିବାର ଜଣା ପଡିଛି ।

ଏପରି ବେଳେ ଏହି ଭଳି ପରିସ୍ଥିତି ରେ ଆହୁରି ବି ଗୋଟିଏ ବଡ ଖବର ଜଣା ପଡିଛି କି ଆମ ଭାରତୀୟ ଖେଳାଳି ମାନଙ୍କୁ ଅନୁସ୍କାଙ୍କ ଉପସ୍ଥିତି ରେ କାହାରି କୁ ବି ଭଲ ଲାଗୁ ନାହିଁ ।

କାରଣ ଏପରି କ୍ଷେତ୍ରରେ ସବୁ ସମୟ ରେ ଅନୁସ୍କା ବି ବହୁତ ସମୟ ରେ ଟିମ ରେ ଯୋଗ ଦିଅନ୍ତି ଖାସ ସେଇଥି ପାଇଁ ଏପରି ହୋଇ ଥିଲା ଝଗଡା । ଓ ତେବେ ଦେଖା ଯାଉ ଆଗକୁ କଣ କଣ ହେଉଛି ଏହି ନେଇ । କିନ୍ତୁ ଏହି ନେଇ ବି,ସି ସି ଆଇ ଖଣ୍ଡନ କରିଛି ଏହି କଥା କୁ ।

Leave A Reply

Your email address will not be published.